www.samajalive.in
Monday, December 15, 2025
24.1 C
Bhubaneswar

ହରଭଙ୍ଗା ତହସିଲଦାରଙ୍କ ସହିତ ଉନ୍ନୟନ କମିଟିର ଆଲୋଚନା 

ହରଭଙ୍ଗା : ହରଭଙ୍ଗା ତହସିଲଦାରଙ୍କୁ ବୁଧୁବାର ପୁରୁଣାକଟକ ଉନ୍ନୟନ କମିଟିର ଏକ ୫ଜଣିଆ ପ୍ରତିନିଧି ଦଳ ଭେଟିଥିବା ଜଣାପଡିଛି । ପୁରୁଣାକଟକ ବଜାରର ବିଭିନ୍ନ ଉନ୍ନୟନ କାର୍ଯ୍ୟ ବିଶେଷକରି ଡାକ୍ତରଖାନା, ନୂତନ ବସଷ୍ଟାଣ୍ଡ,ଏବଂ ଜବରଦଖଲ ଉଛେଦ ଦିଗରେ ଆଲୋଚନା କରାଯାଇଥିଲା। ଏ ବାବଦରେ ସେ ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। କମିଟି ପକ୍ଷରୁ ସମ୍ପାଦକ ଦିପ୍ତି ପ୍ରକାଶ ସାହୁ,ଗରୁଡ ପ୍ରଧାନ, ପଂଚାନନ ଆପଟ୍ଟ, କୈଳାଶ ଅଗ୍ରଓାଲା, ସୁକାନ୍ତ ପଟ୍ଟନାୟକ ପ୍ରମୁଖ ତହସିଲଦାରଙ୍କୁ ଭେଟିଥିଲେ ।

Hot this week

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

Related Articles

Popular Categories