QNETIC – Mobile
Browsing Tag

west bengal

ପଶ୍ଚିମବଙ୍ଗ ବାଣ କାରଖାନାରେ ବିସ୍ଫୋରଣ: ୮ ମୃତ, ଅନେକ ଆହତ

କଲକତା: ପଶ୍ଚିମବଙ୍ଗର ଉତ୍ତର ୨୪ ପରଗଣା ଜିଲାରେ ରବିବାର ସକାଳେ ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି ୮ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ଅନେକ ଆହତ ହୋଇଥିବା ଜଣାପଡ଼ିଛି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି…
Read More...

ପଶ୍ଚିମବଙ୍ଗରେ ଦୁଇ ମାଲ୍‌ବାହୀ ଟ୍ରେନ୍ ପରସ୍ପର ଧକ୍କା: ଓଲଟିଲା ଇଞ୍ଜିନ, ଦେଖନ୍ତୁ ଭିଡିଓ

କଲକାତା: ପଶ୍ଚିମବଙ୍ଗର ବାଙ୍କୁରାରେ ରବିବାର ସକାଳୁ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଏଠାରେ ଥିବା ଓଣ୍ଡା ରେଳ ଷ୍ଟେସନ ନିକଟରେ ଦୁଇଟି ମାଲ୍‌ବାହୀ ଟ୍ରେନ୍ ପରସ୍ପର ସହ ଧକ୍କା ହୋଇଛି। ଏହି ଧକ୍କା ଏତେ ଭୟଙ୍କର ଥିଲା…
Read More...

ବାପାକୁ ମାରି ୫ ଖଣ୍ଡ କଲା ପୁଅ; ଥାନାରେ କଲା ନିଖୋଜ ଅଭିଯୋଗ

କୋଲକାତା: ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗନାର ବରୁଇପୁର ଅଞ୍ଚଳରେ ଜଣେ ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କ ମୃତଦେହ ମିଳିଛି। ନୌସେନା ଅଧିକାରୀଙ୍କ ପୁଅ ପିତାଙ୍କ ନିଖୋଜ ରିପୋର୍ଟ ଦାଖଲ କରିଥିଲେ। ଏହାପରେ ପୁଲିସ ତଦନ୍ତ…
Read More...

ରାଜ୍ୟପାଳଙ୍କ ସ୍ଥାନ ନେବେ ମମତା! ପାରିତ ହେଲା ବିଧେୟକ

କୋଲକାତା: ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କ ସ୍ଥାନ ନେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ରାଜ୍ୟ ବିଶ୍ବବିଦ୍ୟାଳୟଗୁଡ଼ିକର କୁଳାଧିପତି ପଦରୁ ରାଜ୍ୟପାଳ ଧନଖଡ଼ଙ୍କୁ ହଟାଇ ଖୁବଶୀଘ୍ର ତାଙ୍କ ସ୍ଥାନ ନେଇପାରନ୍ତି…
Read More...

ପଶ୍ଚିମବଙ୍ଗରେ ଅସ୍ତ୍ରଶସ୍ତ୍ର ଜବତ; ୨ ଗିରଫ

କୋଲକାତା: ପଶ୍ଚିମବଙ୍ଗର ବୀରଭୂମ ଜିଲାରେ ଦୁଇଜଣ ବ୍ୟକ୍ତିଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର  ଓ ବିସ୍ଫୋରକ ଜବତ କରାଯିବା ସହିତ ସେମାନଙ୍କୁ ଗିରଫ କରାଯାଇଛ। ପୁଲିସ ପକ୍ଷରୁ କୁହାଯାଇଛି ଯେ ଏକ ସୂତ୍ରରୁ ସୂଚନା…
Read More...

ଜବାବ ରଖିଲେ ଅଲପନ୍‍, ପ୍ରଧାନମନ୍ତ୍ରୀଙ୍କ ଅନୁମତି ନେଇଥିଲି

କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରିବାକୁ ପଶ୍ଚିମବଙ୍ଗ ଗସ୍ତରେ ଯାଇଥିବାବେଳେ ରାଜ୍ୟର ତତ୍କାଳୀନ ମୁଖ୍ୟ ଶାସନ ସଚିବ ଅଲପନ୍‍ ବନ୍ଦୋପାଧ୍ୟାୟ ପ୍ରଧାନମନ୍ତ୍ରୀଙ୍କ ବୈଠକରେ…
Read More...

ପଶ୍ଚିମବଙ୍ଗରେ ଆଜିଠାରୁ ତାଲାବନ୍ଦ; ମଇ ୩୦ ପର୍ଯ୍ୟନ୍ତ ରହିବ କଟକଣା

କୋଲକାତା: ଆଜି ରବିବାର ଠାରୁ ସମଗ୍ର ପଶ୍ଚିମବଙ୍ଗରେ ଲାଗୁ ହୋଇଛି ତାଲାବନ୍ଦ କଟକଣା। ଏହା ମଇ ୩୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ପଶ୍ଚିମଙ୍ଗରେ କୋଭିଡର ଦ୍ୱିତୀୟ ପର୍ଯ୍ୟାୟ ଦ୍ରୁତ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା…
Read More...

ନିର୍ବାଚନୀ ହିଂସାକୁ ନେଇ ପଶ୍ଚିମବଙ୍ଗକୁ ଗୃହ ମନ୍ତ୍ରଣାଳୟର କଡା ଚେତାବନୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଲାଗିରହିଥିବା ନିର୍ବାଚନ ପରବର୍ତ୍ତୀ ହିଂସାଘଟଣାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅତ୍ୟନ୍ତ କ୍ଷୁବ୍ଧ ହୋଇଛି। ମନ୍ତ୍ରଣାଳୟ ସଚିବ ରାଜ୍ୟକୁ ପତ୍ରଲେଖି କଡା ଚେତାବନୀ ଦେଇଛନ୍ତି। ଚଳିତ ମାସ…
Read More...

ପଶ୍ଚିମବଙ୍ଗରେ ଶେଷପର୍ଯ୍ୟାୟ ମତଦାନ ଆରମ୍ଭ ; ୩୫ ବିଧାନସଭା ଆସନରେ ଚାଲିଛି ଭୋଟଗ୍ରହଣ

କୋଲକାତା: ପଶ୍ଚିମବଙ୍ଗରେ ଆଜି ଅଷ୍ଟମ ତଥା ଶେଷପର୍ଯ୍ୟାୟ ମତଦାନ ଚାଲିଛି। ରାଜ୍ୟର ୩୫ଟି ବିଧାନସଭା ଆସନରେ ଆଜି ସକାଳ ୭ଟାରୁ ଭୋଟରମାନେ କୋଭିଡ କଟକଣା ମଧ୍ୟରେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରୁଛନ୍ତି। ଏହି…
Read More...

ପଶ୍ଚିମବଙ୍ଗରେ ଷଷ୍ଠ ପର୍ଯ୍ୟାୟ ମତଦାନ ଜାରି

କୋଲକାତା: ପଶ୍ଚିମବଙ୍ଗରେ ଆଜି ଷଷ୍ଠ ପର୍ଯ୍ୟାୟ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ରାଜ୍ୟରେ ୪୩ଟି ଆସନରେ ମତଦାନ ହେଉଛି। ଏଥିରେ ୧ କୋଟି ୪୦ ଲକ୍ଷରୁ ଅଧିକ ଭୋଟର ୩୦୬ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ।…
Read More...