Browsing Tag

west bengal

ପଶ୍ଚିମବଙ୍ଗରେ ଶେଷପର୍ଯ୍ୟାୟ ମତଦାନ ଆରମ୍ଭ ; ୩୫ ବିଧାନସଭା ଆସନରେ ଚାଲିଛି ଭୋଟଗ୍ରହଣ

କୋଲକାତା: ପଶ୍ଚିମବଙ୍ଗରେ ଆଜି ଅଷ୍ଟମ ତଥା ଶେଷପର୍ଯ୍ୟାୟ ମତଦାନ ଚାଲିଛି। ରାଜ୍ୟର ୩୫ଟି ବିଧାନସଭା ଆସନରେ ଆଜି ସକାଳ ୭ଟାରୁ ଭୋଟରମାନେ କୋଭିଡ କଟକଣା ମଧ୍ୟରେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରୁଛନ୍ତି। ଏହି…
Read More...

ପଶ୍ଚିମବଙ୍ଗରେ ଷଷ୍ଠ ପର୍ଯ୍ୟାୟ ମତଦାନ ଜାରି

କୋଲକାତା: ପଶ୍ଚିମବଙ୍ଗରେ ଆଜି ଷଷ୍ଠ ପର୍ଯ୍ୟାୟ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ରାଜ୍ୟରେ ୪୩ଟି ଆସନରେ ମତଦାନ ହେଉଛି। ଏଥିରେ ୧ କୋଟି ୪୦ ଲକ୍ଷରୁ ଅଧିକ ଭୋଟର ୩୦୬ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ।…
Read More...

ପଶ୍ଚିମବଙ୍ଗ: ପଞ୍ଚମ ପର୍ଯ୍ୟାୟ ମତଦାନରେ ବି ହିଂସା, ବୁଥ୍ ଉପରେ ବୋମା ମାଡ଼ 

କଲକତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଇଁ ଶନିବାର ପଞ୍ଚମ ପର୍ଯ୍ୟାୟ ମତଦାନ ଚାଲିଛି। ମାତ୍ର ଇତି ମଧ୍ୟରେ ଏଠାରୁ ପୁଣି ରାଜନୈତିକ ହିଂସାର ଖବର ସାମ୍ନାକୁ ଆସିଛି। କରୋନା ମହାମାରୀ ସମୟରେ ରାଜ୍ୟରେ ମତଦାନକୁ…
Read More...

ନନ୍ଦିଗ୍ରାମରେ ଧର୍ମେନ୍ଦ୍ର ପ୍ରଧାନଙ୍କ ରାଲିରେ ଆକ୍ରମଣ; ଜଣେ ବିଜେପି କର୍ମୀ ଆହତ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ହିଂସା ଜାରି ରହିଛି। ଆଜି ରାଜ୍ୟର ସବୁଠୁ ଚର୍ଚ୍ଚିତ ଆସନ ନନ୍ଦିଗ୍ରାମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନ ରାଲିରେ ଆକ୍ରମଣ…
Read More...

ନନ୍ଦିଗ୍ରାମରୁ ନିର୍ବାଚନ ଲଢ଼ିବେ ମମତା, ଶୁଭେନ୍ଦୁଙ୍କ ସହ ହୋଇପାରେ କଡ଼ା ଟକ୍କର

କଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଛି। ଏହି ପରିପ୍ରେକ୍ଷୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଥର ନନ୍ଦିଗ୍ରାମ ଆସନରୁ ନିର୍ବାଚନ ଲଢ଼ିବେ ବୋଲି ସୋମବାର ଘୋଷଣା…
Read More...

ମାଛ ପାଇଁ ମୁଣ୍ଡ ଗଲା : ମାଛ ଧରିବାକୁ ଯାଇଥିବା ଦୁଇ ଯୁବକଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର

କୋଲକତା : ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲ୍ଲାର ଶୁକ୍ରବାର ଦିନ ବନ୍ୟା ଆସିବା ଯୋଗୁଁ ଦୁଇ ଯୁବକ ମାଛ ଧରିବାକୁ ଯାଇ ନିଖୋଜ ହୋଇଯାଇଥିଲେ। ଦୁଇ ଦିନ ତଳେ ଦୁଇ ପୁଅଙ୍କ ମୃତଦେହ ମିଳିଥିଲା। ଏହି ଘଟଣା ମୁର୍ସିଦାବାଦର…
Read More...

ଭୋଟ ପରିଚୟ ପତ୍ରରେ କୁକୁର ଫଟୋ : ନିର୍ବାଚନ ଆୟୋଗର ସାଙ୍ଘାତିକ ତ୍ରୁଟି

ନୂଆଦିଲ୍ଲୀ : ଭୋଟ ପରିଚୟ ପତ୍ରରେ ତ୍ରୁଟି ଥିବା ନେଇ ଆପଣ ଅନେକ ଖବର ଶୁଣିଥିବେ ନିଶ୍ଚୟ। କିନ୍ତୁ ପଶ୍ଚିମବଙ୍ଗରେ ଜଣେ ବ୍ୟକ୍ତିଙ୍କ ଭୋଟ ପରିଚୟ ପତ୍ରରେ ଏଭଳି ତ୍ରୁଟି ପରିଲିକ୍ଷିତ ହୋଇଛି, ଯାହା ନ ଦେଖିଲେ ବିଶ୍ବାସ…
Read More...