Browsing Tag

weather update

ବଦଳିଲା ପାଗ: ୯ ଜିଲ୍ଲାରେ ହାଲୁକା ବର୍ଷା

ଭୁବନେଶ୍ବର: ବଢୁଥିବା ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ରାଜ୍ୟରେ ମେଘୁଆ ପାଗ ସହ ତଳମୁହାଁ ହୋଇଛି ପାରଦ। ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ଝିପ୍‌ଝିପ୍ ବର୍ଷା ସହ ଆଜିଠାରୁ ୪ ଦିନ ଯାଏଁ ରାଜ୍ୟର ବିଭିନ୍ନ…
Read More...

ମାଘରେ ମୁଣ୍ଡଫଟା ଖରା: ଗୁରୁବାର ଯାଏଁ ଶୁଖିଲା ରହିବ ପାଗ, ୨୨ରୁ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ବର: ମାଘ ନ ସରୁଣୁ ରାଜ୍ୟରୁ ଗାଏବ ହୋଇଗଲାଣି ଶୀତ । ଉଭୟ ଦିନ ଓ ରାତିର ତାପମାତ୍ରା ବୃଦ୍ଧି ପାଇଛି। ଆସନ୍ତାକାଲି(ଗୁରୁବାର) ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବାକୁ ଥିବାବେଳେ ତାପମାତ୍ରା ୩୫ରୁ ୩୭ ଡିଗ୍ରୀ…
Read More...

ଉପକୂଳ ଓଡିଶାରେ ଘନ କୁହୁଡି: ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ବର: ଉପକୂଳରେ ଘନ କୁହୁଡି ଦେଖିବାକୁ ମିଳିଛି। କୁହୁଡିର ମାତ୍ରା ଏତେ ଅଧିକ ଯେ ରାସ୍ତା ଦିଶୁନାହିଁ। ଦୃଶ୍ୟମାନ କ୍ଷମତା କମିଯିବାରୁ ଯାତାୟାତରେ ବାଧା ସୃଷ୍ଟି ହୋଇଛି। ଓଡିଶା ଉପକୂଳ ବଙ୍ଗୋପସାଗରରେ ସକ୍ରିୟ…
Read More...

ଟ୍ବିନ୍ ସିଟିରେ ଘନ କୁହୁଡି: ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ବର: ସକାଳୁ ସକାଳୁ କଟକ ଓ ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି।ରାଜଧାନୀ ଭୁବନେଶ୍ୱରରେ ୧୫ ମିଟର ଦୂରକୁ ରାସ୍ତା ଦେଖାଯାଉନାହିଁ । ଫଳରେ ରାସ୍ତାର ଯାତାୟାତରେ ବାଧା…
Read More...

ଟ୍ବିନ୍‌ ସିଟିରେ ଘନ କୁହୁଡି: ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ବର : ଫେବୃଆରୀରୁ ବଢ଼ିଲାଣି ରାଜ୍ୟରେ ଅନେକ ସ୍ଥାନରେ ତାପମାତ୍ରା। ସେମିଳିଗୁଡ଼ା ବ୍ୟତୀତ ରାଜ୍ୟର ସମସ୍ତ ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ଉପରେ ରହିଥିବାବେଳେ ଦିନ ତାପମାତ୍ରା ମଧ୍ୟ ୧୧ଟି ସ୍ଥାନରେ ୩୩…
Read More...

ମାଘରେ ବାଘ ଖରା: ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଜାରି ରହିବ ଏଭଳି ସ୍ଥିତି

ଭୁବନେଶ୍ବର : ରାଜ୍ୟରେ ଫେବୃଆରୀ ମାସରୁ ରାତି ତାପମାତ୍ରା ବଢ଼ୁଥିବାବେଳେ ଦିନରେ ମଧ୍ୟ ତାତି ଅନୁଭୂତ ହେଲାଣି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରା ଏପରି ରହିବ। ଏହାପରେ ସର୍ବନିମ୍ନ ତାପମାତ୍ରା ୨-୩ ଡିଗ୍ରୀ…
Read More...

ଫେବୃଆରୀରେ ଅସହ୍ୟ ତାତି: ୩୩ ଡିଗ୍ରୀ ଛୁଇଁଲା ୧୩ ସହର, ୧୦ରୁ ବର୍ଷା

ଭୁବନେଶ୍ବର: ମାଘ ମାସରେ ସାରା ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହେଉଛି। ଦିନ ସହିତ ରାତିର ତାପମାତ୍ରା ମଧ୍ୟ ବୃଦ୍ଧି ପାଇଛି। ଏପରିକି ଦିନରେ  ବୈଶାଖ ମାସର ଖରାର ଅନୁଭୂତି ହେଉଛି। ମଙ୍ଗଳବାର ରାତିରେ  ୧୫ଟି ସ୍ଥାନରେ…
Read More...

ମାଘରେ ଶୀତ ଉଭାନ: ୬ ତାରିଖରୁ ବର୍ଷା ସମ୍ଭାବନା

ଭୁବନେଶ୍ବର: ଫେବୃଆରୀ ପ୍ରଥମ ସପ୍ତାହରୁ ବଢିଲାଣି ତାତି। ମାଘ ମାସରେ ଶୀତ ଉଭାନ ହେଲାଣି। ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବା ସହିତ ଅନେକ ଅଞ୍ଚଳରେ ରାତି ତାପମାତ୍ରା ବୃଦ୍ଧି ପାଉଥିବାରୁ…
Read More...

ଟ୍ବିନ୍‌ ସିଟିରେ ଘନକୁହୁଡି: ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ବର: ରବିବାର ଟ୍ବିନ ସିଟିରେ ଘନ କୁହୁଡି ଦେଖିବାକୁ ମିଳିଛି। ଭୋରରୁ ଘନ କୁହୁଡି ଯୋଗୁଁ  ରାସ୍ତାଘାଟ ଠିକ୍ ଭାବେ ଦେଖାଯାଉନାହିଁ। ଏଥିଯୋଗୁଁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଆଗାମୀ ଦୁଇ ଦିନ ପାଗ…
Read More...

୫ ତାରିଖ ପରେ ରହିବନି କୁହୁଡିର ପ୍ରଭାବ

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଛି। ଶନିବାର ଭୁବନେଶ୍ବର , କଟକ ସମେତ ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଛି। ରବିବାର ପର୍ଯ୍ୟନ୍ତ ବାଲେଶ୍ବର , ଭଦ୍ରକ , ଯାଜପୁର ,…
Read More...