Browsing Tag

weather update

ଲଗାଣ ବର୍ଷା ପରେ ଟ୍ବିନ୍ ସିଟିରେ ଘନ କୁହୁଡି: ଆଜିଠୁ ବଦଳିବ ପାଗ

ଭୁବନେଶ୍ବର: ଲଗାଣ ବର୍ଷା ପରେ ଟ୍ବିନ୍ ସିଟିରେ ଘନ କୁହୁଡି। ଗୁରୁବାର(ଆଜି) ସକାଳୁ କଟକ ଓ ଭୁବନେଶ୍ବରରେ ଘନ କୁହୁଡି ପରିଲକ୍ଷିତ ହୋଇଛି। ଫଳରେ ଯାତାୟାତରେ ବାଧା ସୃଷ୍ଟି ହୋଇଛି। ସେପଟେ ଦୁଇ ଦିନ ଧରି ରାଜ୍ୟର…
Read More...

କାଳବୈଶାଖୀ ପ୍ରଭାବରେ ବର୍ଷା: ୧୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ବର : କାଳବୈଶାଖୀ ପ୍ରଭାବରେ ଟ୍ବିନ୍ ସିଟି ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି। ଆଜି ପାଇଁ ୧୪ ଜିଲ୍ଲାକୁ ଅରେଞ୍ଜ ଓ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଗାମୀ ୩ ଘଣ୍ଟା…
Read More...

ବଦଳିଲା ପାଗ: କିଛି ଦିନର ତାତି ପରେ ଖସିଲା ପାରଦ , ଆଜି ପାଇଁ୧୨ ଜିଲ୍ଲାକୁ କାଳବୈଶାଖୀ ସତର୍କତା

ଭୁବନେଶ୍ବର: ଭୁବନେଶ୍ବର, ଝାଡ଼ଖଣ୍ଡ, ଓଡ଼ିଶା ଏବଂ ଆନ୍ଧ୍ର ଉପକୂଳ ଦେଇ ଏକ ଟ୍ରପ୍‌ ଲାଇନ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୦ ତାରିଖ ଯାଏ ରାଜ୍ୟର ବିଭିନ୍ନ ଭାଗରେ ଘଡ଼ଘଡ଼ିି ସହ ଝଡ଼ବର୍ଷା ହେବାର ସମ୍ଭାବନା…
Read More...

ମଙ୍ଗଳବାରଠୁ ଦୁଇ ଦିନ କାଳବୈଶାଖୀ ସମ୍ଭାବନା :୧୨ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: କାଳବୈଶାଖୀ ପ୍ରଭାବରେ ମଙ୍ଗଳବାରଠୁ ଦୁଇ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନାନୁସାରେ ବଙ୍ଗୋପସାଗର…
Read More...

ତାତି ସାଙ୍ଗକୁ ଜାରି ରହିଛି କାଳବୈଶାଖୀ: ଘଡଘଡି ପାଇଁ୧୦ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ରାଜ୍ୟରେ ପୁଣି ବଢିଲା ତାତି । ଶୁକ୍ରବାର ରାଜ୍ୟରେ ୩୯. ୫ ଡିଗ୍ରୀ ସହ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା। ମାଲକାନଗିରିରେ ତାପମାତ୍ରା ୩୮. ୮ ରହିଥିବାବେଳେ ଝାରସୁଗୁଡାରେ ୩୮.୭ ରହିଥିଲା।…
Read More...

୩୬ଡିଗ୍ରୀ ଉପରେ ୧୧ ସହର: ୨୪ ଘଣ୍ଟାରେ ଉପକୂଳ ଓଡିଶାର କିଛି ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ଦିନର ତାପମାତ୍ରା ବଢିବାରେ ଲାଗିଛି। ବୁଧବାର ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା ୩୮ ଡିଗ୍ରୀ ଛୁଇଁଥିବାବେଳେ ୧୧ଟି ସହରର ପାରଦ ୩୬ ଡିଗ୍ରୀ ବା ତାଠାରୁ ଅଧିକ ରେକର୍ଡ…
Read More...

ବଢୁଥିବା ତାତିରେ ଲାଗିବ ରୋକ୍ ! ପଶ୍ଚିମାଝଡ ପ୍ରଭାବରେ ବର୍ଷା ସମ୍ଭାବନା

ଭୁବନେଶ୍ବର: ରାଜ୍ୟରେ ବଢୁଥିବା ତାତିରେ ଲାଗିବ ବ୍ରେକ୍। ପଶ୍ଚିମା ଝଡ ପ୍ରଭାବରେ ତାତିରେ ସାମାନ୍ୟ ବିରାମ୍ ଲାଗିବ । ପଶ୍ଚିମା ଝଡ ପ୍ରଭାବରେ ଆସନ୍ତାକାଲି (ମଙ୍ଗଳବାର) ପର୍ଯ୍ୟନ୍ତ ଉତ୍ତର ଓଡିଶାରେ ହାଲୁକା ବର୍ଷା…
Read More...

୨ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ବର : ରାଜ୍ୟରେ ଖରାର ପ୍ରକୋପ ବଢ଼ିବାରେ ଲାଗିଛି। ଆସନ୍ତା ଦୁଇ ଦିନରେ ତାପମାତ୍ରା ୨ ଡିଗ୍ରୀ ବୃଦ୍ଧି ପାଇବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସେହିପରି ରାତି…
Read More...

ଗୁରୁବାର ଏସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ବର: ଆଜି(ବୁଧବାର) ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ହେଲେ  ଗୁରୁବାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ସେସବୁ ଜିଲ୍ଲା ଗୁଡିକ ହେଲା ନୂଆପଡା, ବଲାଙ୍ଗୀର, କଳାହାଣ୍ଡି,…
Read More...

ଆହୁରି ଦୁଇ ଦିନ ଉପକୂଳ ଓଡିଶାରେ ବର୍ଷିବ

ଭୁବନେଶ୍ବର : ବଙ୍ଗୋପସାଗରରୁ ଓଡ଼ିଶାକୁ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ପ୍ରବେଶ କରିବା, ଛତିଶଗଡ଼ରୁ ବିଦର୍ଭ ଓ ଆଭ୍ୟନ୍ତରୀଣ କର୍ଣ୍ଣାଟକ ଦେଇ ତାମିଲନାଡ଼ୁ ପର୍ଯ୍ୟନ୍ତ ଯାଇଥିବା ନିମ୍ନଚାପରେଖା ସହିତ ପଶ୍ଚିମାବାୟୁ…
Read More...