Browsing Tag

Rajasthan

୧୯ ନୂଆ ଜିଲା ପ୍ରତିଷ୍ଠା କଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ

ଜୟପୁର: ରାଜସ୍ଥାନର ଜୟପୁର ସ୍ଥିତ ବିରଲା ଅଡିଟୋରିୟମ୍‌ରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସୋମବାର ରାଜ୍ୟର ୧୯ଟି ନୂତନ ଜିଲା ପ୍ରତିଷ୍ଠା କରିଛନ୍ତି। ନୂଆ ଜିଲାର ପ୍ରତିଷ୍ଠା ଦିବସ ସମାରୋହ ହିନ୍ଦୁ ଧାର୍ମିକ ରୀତିନୀତି…
Read More...

ଉତ୍ତରପ୍ରଦେଶ,ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବଜ୍ରଘାତରେ ୭୦ ମୃତ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ,ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବଜ୍ରଘାତରେ ଗୋଟିଏ ଦିନରେ ୭୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଉତ୍ତରପ୍ରଦେଶରେ ୪୦,ରାଜସ୍ଥାନରେ ୨୦ରୁ ଅଧିକ, ମଧ୍ୟପ୍ରଦେଶରେ ୭ରୁ ଅଧିକ ବ୍ୟକ୍ତିଙ୍କର…
Read More...

ରାଜସ୍ଥାନର ଜାଲୋର ଅଘଟଣ ; ବସରେ ଲାଗିଲା ବିଦ୍ୟୁତ ତାର, ୬ ଯାତ୍ରୀ ଜୀବନ୍ତ ଦଗ୍ଧ

ରାଜସ୍ଥାନ : ରାଜସ୍ଥାନର ଜାଲୋର ଜିଲାରେ ଶନିବାର ବିଳମ୍ବିତ ରାତିରେ ଅଘଟଣ ଘଟିଛି। ବସରେ ବିଦ୍ୟୁତ ତାର ଲାଗି ନିଆଁ ଲାଗିଯିବାରୁ ୬ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଏହସହ ୩୬ ଜଣ ଗୁରୁତର ଆହତ ହୋଇଛନ୍ତି। ଏଭଳି ଏକ…
Read More...

ବିବାହ ଦିନ ଜଣାପଡିଲା କନ୍ୟା କରୋନା ପଜିଟିଭ୍ , ପିପିଇ କିଟ୍ ପିନ୍ଧି ପକାଇଲେ ବରଣମାଳ…ଦେଖନ୍ତୁ ଭିଡିଓ

ରାଜସ୍ଥାନର ବାରାନରେ ଏକ ନିଆରା ବିବାହ ଦେଖିବାକୁ ମିଳିଛି। ବିବାହ ଦିନ କନ୍ୟା କରୋନା ପଜିଟିଭ୍ ଥିବା ଜଣାପଡିଲା ପରେ ପିପିଇ କିଟ୍ ପିନ୍ଧି ବିବାହ କରିଛନ୍ତି। ରାଜସ୍ଥାନର କେଲୱାରାର ଛତ୍ରଗଞ୍ଜ ଗାଁର ବିବାହ ପାଇଁ…
Read More...

ବିଧାନସଭାରେ ସଂଖ୍ୟାଗରିଷ୍ଠତା ସାବ୍ୟସ୍ତ କଲେ ଗେହଲଟ; ୨୧ ଅଗଷ୍ଟ ପର୍ଯ୍ୟନ୍ତ ଗୃହ ମୁଲତବୀ

ଜୟପୁର: ବିଧାନସଭାର ସ୍ବତନ୍ତ୍ର ଅଧିବେଶନରେ ଗେହଲଟ ସରକାର ଆଗତ କରିଥିବା ଆସ୍ଥା ଭୋଟ ଧ୍ଵନୀମତରେ ଗୃହୀତ ହୋଇଛି । ଏହା ସହ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ବାଚସ୍ପତି ଗୃହକୁ ମୁଲତବୀ ରଖିଛନ୍ତି । ଆସ୍ଥା ଭୋଟରେ…
Read More...

ରାଜସ୍ଥାନ କଂଗ୍ରେସ ରନୱେକୁ ଫେରିଲେ ’ପାଇଲଟ୍’: କହିଲେ ‘ବାଧିଛି ନକରା-ନିକମ୍ମା’

ମାସାଧିକକାଳ ରାଜସ୍ଥାନରୁ ଦିଲ୍ଲୀ - ହରିଆଣା ଚକ୍କର କାଟିବା ପରେ ପୁଣିଥରେ ରାଜସ୍ଥାନ କଂଗ୍ରେସ ରନୱେକୁ ଫେରିଛନ୍ତି ପାଇଲଟ୍ । କେଉଁ ପରିସ୍ଥିତିରେ ପାଇଲଟ୍ ପୁଣି କଂଗ୍ରେସକୁ ଫେରିବାକୁ ବାଧ୍ୟ ହେଲେ ତାହାର କାହାଣୀ…
Read More...

ରାଜସ୍ଥାନରେ ପୁଣି ରାଜନୀତି ସରଗରମ; ସରକାର ବଞ୍ଚାଇବା ଆଶାରେ ଗେହଲଟ

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଭାରତୀୟ ଜନତା ପାର୍ଟି (ବିଜେପି) ଉପରେ ସରକାରଙ୍କୁ ଅସ୍ଥିର କରାଯାଉଥିବା ବାରମ୍ବାର ଅଭିଯୋଗ କରିଛନ୍ତି । ଏହି ସ୍ଥିତିରେ ରବିବାର ଗେହଲଟ ବିଜେପି ଉପରେ ଆଉ…
Read More...

ଗେହଲଟଙ୍କୁ ’’ଶାହା’’ ଡ଼ର: କହିଲେ- ସରକାର ଭାଙ୍ଗିବାରେ ସେ ଧୂରୀଣ

ଜୟପୁର: ରାଜସ୍ଥାନରେ ଗେହଲଟ୍-ପାଇଲଟ୍ କ୍ଷମତା ଲଢ଼େଇ ଏବେ ତୀବ୍ର । ଆରମ୍ଭରୁ ପାଇଲଟ ଗୋଷ୍ଠୀ ନିରବତା ଅବଲମ୍ବନ କରୁଥିବାବେଳେ ମୁଖର ଗେହଲଟ୍ ଏବେ ପାଇଲଟଙ୍କ ପରିବର୍ତ୍ତେ ବିଜେପିର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା…
Read More...

ସଚିନ ପାଇଲଟ୍ ହୋଇପାରନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ! ବିଜେପି ରାଜ୍ୟ ସଭାପତିଙ୍କ ମନ୍ତବ୍ୟ ପରେ ତାତିଲା ରାଜନୀତି

ଜୟପୁର: ରାଜସ୍ଥାନରେ ରାଜନୈତିକ ସରଗରମ ଲାଗି ରହିଛି । ଗେହଲଟ-ପାଇଲଟ ଲଢ଼େଇକୁ ଅତି ସତର୍କତାର ସହ ନିରୀକ୍ଷଣ କରୁଛି ବିଜେପି । ଏହି ସ୍ଥିତିରେ ବିଜେପି ରାଜ୍ୟ ସଭାପତି ସତୀଶ ପୁନିଆଙ୍କ ମନ୍ତବ୍ୟ ରାଜ୍ୟ ରାଜନୀତିକୁ…
Read More...

ବିଧାନସଭା ନ ଡ଼ାକିବାକୁ ରାଜ୍ୟପାଳଙ୍କ ଉପରେ ‘ଉପରୁ ଚାପ’: ଗେହଲଟ

ଜୟପୁର : ଆମେ ବିଧାନସଭା ଡ଼ାକିବାକୁ ଚାହୁଁଛୁ, ମାତ୍ର ରାଜ୍ୟପାଳ ବିଧାନସଭା ଡ଼ାକୁନାହାନ୍ତି । ତାଙ୍କ ଉପରେ ଉପରୁ ଚାପ ଯୋଗୁଁ ରାଜ୍ୟପାଳ ବିଧାନସଭା ଅଧିବେଶନକୁ ଏଡ଼ାଇ ଯାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ରାଜସ୍ଥାନ…
Read More...