www.samajalive.in
Friday, December 5, 2025
20.1 C
Bhubaneswar

୧୯ ନୂଆ ଜିଲା ପ୍ରତିଷ୍ଠା କଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ

ଜୟପୁର: ରାଜସ୍ଥାନର ଜୟପୁର ସ୍ଥିତ ବିରଲା ଅଡିଟୋରିୟମ୍‌ରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସୋମବାର ରାଜ୍ୟର ୧୯ଟି ନୂତନ ଜିଲା ପ୍ରତିଷ୍ଠା କରିଛନ୍ତି। ନୂଆ ଜିଲାର ପ୍ରତିଷ୍ଠା ଦିବସ ସମାରୋହ ହିନ୍ଦୁ ଧାର୍ମିକ ରୀତିନୀତି ତଥା ଯଜ୍ଞ, ପୂଜା ସହିତ ଆରମ୍ଭ ହୋଇଥିଲା। ଏହି ଯଜ୍ଞ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଗେହଲଟ ମଧ୍ୟ ଅଂଶ ଗ୍ରହଣ କରିଥିଲେ।

ଏହି ଅବସରରେ ରାଜସ୍ୱ ମନ୍ତ୍ରୀ ରାମଲାଲ ଜଟ୍, ମନ୍ତ୍ରୀ ଲାଲଚନ୍ଦ କଟାରିଆ, ପ୍ରତାପ ସିଂହ ଖାଚରିୟାୱାସ, କଂଗ୍ରେସ ଜିଲା ସଭାପତି ଗୋପାଳ ମୀନା, ରଫିକ୍ ଖାନ, ଆଲୋକ ବେନିୱାଲ, ଗଙ୍ଗା ଦେବୀ ବୈରୱା, ଜିଲାପାଳ ପ୍ରକାଶ ରାଜପୁରୋହିତ ଏବଂ କଂଗ୍ରେସ ନେତା ହରସହାୟ ଯାଦବଙ୍କ ସମେତ ଅନେକ ଅଧିକାରୀ ଉପସ୍ଥିତ ଥିଲେ।

- Advertisement -

ଅଶୋକ ଗେହଲଟ୍ ନୂତନ ଜିଲାର ସୂଚନା ଫଳକକୁ ଉନ୍ମୋଚନ କରିଛନ୍ତି। ଏଥିସହ ପ୍ରତିଷ୍ଠା ଦିବସରେ ନୂତନ ଜିଲାଗୁଡ଼ିକର ୱେବସାଇଟ୍ ମଧ୍ୟ ରିମୋଟ୍ ବଟନ୍ ଦବାଇ ଉନ୍ମୋଚନ କରିଛନ୍ତି। ଏହାପରେ ମୁଖ୍ୟମନ୍ତ୍ରୀ ଗେହଲଟ୍ କହିଛନ୍ତି ଯେ, ଆଜି ରାଜସ୍ଥାନ ସ୍ୱାଧୀନତା ପରେ ଏକ ଇତିହାସ ସୃଷ୍ଟି କରିଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories