Browsing Tag

PM Modi

ମୋଦୀଙ୍କ ବଡ଼ ଘୋଷଣା: ବୁଧବାରଠୁ ପଡ଼ୋଶୀ ରାଷ୍ଟ୍ରକୁ ଟିକା ରପ୍ତାନୀ, ଏହି ଦେଶଗୁଡ଼ିକୁ ଦିଆଯିବ ମାଗଣା ଟିକା

ନୂଆଦିଲ୍ଲୀ: ପଡ଼ୋଶୀ ରାଷ୍ଟ୍ରଗୁଡ଼ିକୁ ଟିକା ରପ୍ତାନୀ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ବଡ଼ ଘୋଷଣା କରିଛନ୍ତି। ବୁଧବାର ଅର୍ଥାତ ଜାନୁୟାରୀ ୨୦ରୁ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକୁ କରୋନା ଟିକା ଯୋଗାଣ…
Read More...

ଜି-୭ ଶିଖର ସମ୍ମିଳନୀ ପାଇଁ ମୋଦୀଙ୍କୁ ଆମନ୍ତ୍ରଣ କଲା ବ୍ରିଟେନ

ନୂଆଦିଲ୍ଲୀ: ଜି-୭ ଶିଖର ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବ୍ରିଟେନ ଆମନ୍ତ୍ରଣ କରିଛି। ଆଗାମୀ ଜୁନରେ କର୍ଣ୍ଣୱାଲରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ କରୋନା ମହାମାରୀ, ଜଳବାୟୁ ପରିବର୍ତ୍ତନ…
Read More...

ବିଜେପିରେ ଯୋଗଦେଲେ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଅରବିନ୍ଦ ଶର୍ମା, ମୋଦୀଙ୍କ ସହ ୨୦ ବର୍ଷ କରିଥିଲେ କାମ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଅରବିନ୍ଦ ଶର୍ମା ଗୁରୁବାର ବିଜେପିରେ ଯୋଗଦେଇଛନ୍ତି। ଲକ୍ଷ୍ନୌରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ସ୍ବତନ୍ତ୍ରଦେବ ସିଂହ ଶର୍ମାଙ୍କ ଉପସ୍ଥିତିରେ…
Read More...

ଆମ ଟିକା ସବୁଠୁ ସୁରକ୍ଷିତ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆମ କରୋନା ଟିକା ସ୍ବଦେଶୀ। ଏହା ଦୁନିଆର ଅନ୍ୟ ସମସ୍ତ ଟିକା ତୁଳନାରେ ଶସ୍ତା। ଏହା ସବୁଠୁ ସୁରକ୍ଷିତ ମଧ୍ୟ। ଟିକାକୁ ନେଇ ଯେଉଁ ଗୁଜବ ପ୍ରଚାରିତ ହେଉଛି ତାହାକୁ ପ୍ରଶ୍ରୟ ଦେବା ଅନୁଚିତ। ପ୍ରଧାନମନ୍ତ୍ରୀ…
Read More...

ସମ୍ବଲପୁର ଆଇଆଇଏମ କ୍ୟାମ୍ପସର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ; ୨୦୦ ଏକର ଜାଗାରେ ନିର୍ମାଣ ହେବ ଅନୁଷ୍ଠାନ, ଖର୍ଚ୍ଚ…

ବୁର୍ଲା: ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ମ୍ୟାନେଜମେଣ୍ଟ (ଆଇଆଇଏମ) ସମ୍ବଲପୁର କ୍ୟାମ୍ପସର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶନିବାର ଭିଡିଓ କନ୍‌ଫରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀ ଏହାର…
Read More...

ପ୍ରତି ଘରେ ଟିକା ପହଞ୍ଚାଇବାକୁ ଚାଲିଛି ଜୋରଦାର ପ୍ରସ୍ତୁତି: ପ୍ରଧାନମନ୍ତ୍ରୀ

ରାଜକୋଟ: କରୋନା ଟିକାକରଣ ଅଭିଯାନକୁ ନେଇ ଦେଶରେ ଜୋରଦାର ପ୍ରସ୍ତୁତି ଚାଲିଛି। ଏଥିପାଇଁ ସମସ୍ତ ପ୍ରକାର ଆବଶ୍ୟକ ପ୍ରସ୍ତୁତି କରାଯାଉଛି। ଭାରତରେ ନିର୍ମିତ ସ୍ବଦେଶୀ ଟିକା ପ୍ରତି ଘର ପର୍ଯ୍ୟନ୍ତ ପହଞ୍ଚିବା ଲାଗି ଉଦ୍ୟମ…
Read More...

ଚାଷୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ, ଜମାଖାତାକୁ ୧୮ ହଜାର କୋଟି ପଠାଇଲେ

ନୂଆଦିଲ୍ଲୀ: ପିଏମ କିସାନ ସମ୍ମାନନିଧି ଯୋଜନା ଅଧୀନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦେଶର ୯ କୋଟି ଚାଷୀଙ୍କ ବ୍ୟାଙ୍କ୍‍ ଜମାଖାତାକୁ ୧୮ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଭିଡ଼ିଓ…
Read More...

ପଦଯାତ୍ରା ଆରମ୍ଭ ହେବା ପୂର୍ବରୁ ପ୍ରିୟଙ୍କାଙ୍କୁ ଉଠାଇନେଲା ପୁଲିସ; ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଲେ ରାହୁଲ

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି କୃଷକମାନଙ୍କ ସମର୍ଥନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦିଲ୍ଲୀର ବିଜୟ ଚୌକରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ପଦଯାତ୍ରା କରିବାର ଥିଲା। କିନ୍ତୁ ଏହା ପୂର୍ବରୁ ଦିଲ୍ଲୀ ପୁଲିସ…
Read More...

ଗୁରୁଦେବଙ୍କ ବାର୍ତ୍ତା ହିଁ ଆତ୍ମନିର୍ଭର ଭାରତର ଆଧାରଶୀଳା: ପ୍ରଧାନମନ୍ତ୍ରୀ

କଲକାତା: ବିଶ୍ଵଭାରତୀୟ ବିଶ୍ଵବିଦ୍ୟାଳୟର ୧୦୦ ବର୍ଷର ଯାତ୍ରା ଅତ୍ୟନ୍ତ ସ୍ବତନ୍ତ୍ର। ଏହାର ପ୍ରତିଷ୍ଠାତା ରବୀନ୍ଦ୍ର ନାଥ ଟାଗୋର ଭାରତ ପାଇଁ ଯେଉଁ ସ୍ବପ୍ନ ଦେଖିଥିଲେ, ତାହାକୁ ସାକାର କରିବା ପାଇଁ ଏହି ଅନୁଷ୍ଠାନ ସାରା…
Read More...

ଧର୍ମେନ୍ଦ୍ର ନୁହନ୍ତି, ମୋଦୀ ଭାଙ୍ଗିଥିଲେ କମଲନାଥ ସରକାର; କହୁ କହୁ କହିଦେଲେ କୈଳାସ

ମଧ୍ୟପ୍ରଦେଶରେ କମଲନାଥଙ୍କ ସରକାର ଭାଙ୍ଗିବା ପଛରେ ବିଜେପିର ହାତ ରହିଛି ବୋଲି କଂଗ୍ରେସ ସର୍ବଦା ଅଭିଯୋଗ କରିଆସୁଥିଲା। ଏବେ କହୁ କହୁ ସତ କହି ଦେଇଛନ୍ତି ବିଜେପିର ବରିଷ୍ଠ ନେତା କୈଳାସ ବିଜୟବର୍ଗୀୟ। ପ୍ରଧାନମନ୍ତ୍ରୀ…
Read More...