Browsing Tag

PM Modi

‘ଆତ୍ମନିର୍ଭର ଭାରତ’ର ସାକ୍ଷୀ ହେବ ନୂଆ ସଂସଦ ଭବନ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ନୂଆ ସଂସଦ ଭବନର ଶିଳାନ୍ୟାସ କରିଛନ୍ତି। ଏହି ନୂଆ ସଂସଦ ଭବନ ‘ଆତ୍ମନିର୍ଭରଶୀଳ ଭାରତ’ର ସାକ୍ଷୀ ହେବ ବୋଲି ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି। ସେ…
Read More...

ବିଦ୍ୟାଳୟ ଶିକ୍ଷା ଶେଷ ହୁଏ କିନ୍ତୁ ଶିଖିବା ପ୍ରକ୍ରିୟା ଜାରି ରହେ – ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଯଦିଓ ଆମର ବିଦ୍ୟାଳୟ ଶିକ୍ଷା ସମାପ୍ତ ହୁଏ କିନ୍ତୁ ଆମର ଶିକ୍ଷଣ ପ୍ରକ୍ରିୟା ଯୁଗ ଯୁଗ ଧରି ଚାଲିଥାଏ ଏବଂ ପ୍ରତ୍ୟେକ ଦିନ ଜାରି ରହିଥାଏ, ଯେଉଁଥିରେ ପୁସ୍ତକ ଏବଂ…
Read More...

ନୂଆ ଆହ୍ୱାନର ମୁକାବିଲା ଶୀର୍ଷକରେ ମତ ରଖିବେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଟ୍ୱିଟ କରି କହିଛନ୍ତି ଯେ ସେ ଆମେରିକାର ଇଣ୍ଡିଆ ଷ୍ଟ୍ରାଟେଜିକ୍ ଏବଂ ପାର୍ଟନରସିପ୍ ଫୋରମର ତୃତୀୟ ଶିଖର ସମ୍ମିଳନୀକୁ ସମ୍ବୋଧିତ କରିବାକୁ ଅପେକ୍ଷା କରିଛନ୍ତି ଏବଂ ଏଥିରେ ସେ ନୂଆ…
Read More...

ଅନ୍ନଦାତାଙ୍କୁ ପ୍ରଣାମ, ଚାଷୀଙ୍କୁ ପ୍ରଣାମ – ପ୍ରଧାନମନ୍ତ୍ରୀ

'ମନ୍‍ କି ବାତ୍‍'ରେ କହିଲେ ମୋଦୀ, କରୋନା ସଂକଟରେ ହାର ମାନିନାହାନ୍ତି ଆମ କୃଷକ ଆଜିର ମନ କି ବାତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷିଭିତ୍ତିକ ପର୍ବ ଓଣମ୍‍ ବିଷୟରେ କହିବା ସହ ଆମ ଦେଶର କୃଷକମାନଙ୍କ ସଫଳତା…
Read More...

ଧୋନିଙ୍କୁ ଚିଠି ଲେଖିଲେ ମୋଦୀ ; ଅବସରକୁ ନେଇ ଭାରତୀୟ ନିରାଶ, ଶାନ୍ତ ସ୍ବଭାବ ଯୁବପିଢିଙ୍କ ପାଇଁ ସବୁଠୁଁ ବଡ ଶିକ୍ଷା

ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଶନିବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଭାରତୀୟଙ୍କ ମଧ୍ୟରେ ନିରାଶ ଦେଖିବାକୁ ମିଳିଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…
Read More...

ପ୍ରଧାନମନ୍ତ୍ରୀଙ୍କୁ ଛାଡ଼ି ଅନ୍ୟ ସମସ୍ତଙ୍କର ସେନା ଉପରେ ଭରସା ରହିଛି: ରାହୁଲ

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଚୀନ ଏବଂ ଭାରତ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଏହି ପ୍ରସଙ୍ଗରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଟାର୍ଗେଟ କରିଆସୁଛନ୍ତି। ରବିବାର ରାହୁଲ…
Read More...

ଟିକସ ବ୍ୟବସ୍ଥାରେ ସ୍ବଚ୍ଛତା ଆଣିବ ‘ସ୍ୱଚ୍ଛ କର: ସଚ୍ଚୋଟଙ୍କୁ ସମ୍ମାନ’; ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ସଚ୍ଚୋଟ ଟିକସଦାତାଙ୍କୁ ଉତ୍ସାହିତ କରିବା ଏବଂ ଟିକସ ବ୍ୟବସ୍ଥାରେ ସ୍ୱଚ୍ଛତା ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଏକ ନୂତନ ସ୍ୱତନ୍ତ୍ର ପ୍ଲାଟଫର୍ମ ଆରମ୍ଭ କରିଛନ୍ତି। ଏହାର ନାମ ହେଉଛି 'ସ୍ୱଚ୍ଛ…
Read More...

ଏଣିକି ଦ୍ରୁତ ଇଣ୍ଟରନେଟ୍‌ ସେବା ପାଇବେ ଆଣ୍ଡାମାନବାସୀ‌; ସବ୍‌ମେରାଇନ ଅପ୍ଟିକାଲ ଫାଇବର କେବୁଲ ଉଦ୍‌ଘାଟନ କଲେ ମୋଦୀ

ନୂଆଦିଲ୍ଲୀ: ଏଣିକି ଆଣ୍ଡାମାନ ନିକୋବର ଦ୍ବୀପରେ ରହୁଥିବା ଲୋକେ ସ୍ପିଡ୍‌ ଇଣ୍ଟରନେଟ୍‌ ସେବାର ମଜା ନେଇପାରିବେ। ଏଥିପାଇଁ ଚେନ୍ନାଇରୁ ସମୁଦ୍ର ତଳେ ଆଣ୍ଡାମାନ ନିକୋବର ପର୍ଯ୍ୟନ୍ତ ଅପ୍ଟିକାଲ ଫାଇବର କେବୁଲ ବିଛାଯାଇଛି।…
Read More...

ମୋଦୀ ୨ କୋଟି ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ, ଏବେ ୧୪ କୋଟି ବେରୋଜଗାର ହୋଇଗଲେ: ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ତଥା ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଯୁବପିଢ଼ିଙ୍କ ବେରୋଜଗାରୀ ସମସ୍ୟା ବଢୁଥିବାରୁ ସେ…
Read More...

ଚାଷୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉପହାର; ଶୁଭାରମ୍ଭ କଲେ ୧ ଲକ୍ଷ କୋଟିର କୃଷି ଭିତ୍ତିଭୂମି ପାଣ୍ଠି

ନୂଆଦିଲ୍ଲୀ: ଦେଶର କୃଷକମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପହାର ଭେଟି ଦେଇଛନ୍ତି। ରବିବାର ପ୍ରଧାନମନ୍ତ୍ରୀ ୧ ଲକ୍ଷ କୋଟି ଟଙ୍କାର କୃଷି ଭିତ୍ତିଭୂମି ପାଣ୍ଠି ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ…
Read More...