ମହିଳା ଦିବସରେ ମୋଦୀଙ୍କ ବଡ ଭେଟି: କମିଲା ଗ୍ୟାସ୍ ସିଲିଣ୍ଡର ଦର
ନୂଆଦିଲ୍ଲୀ: ମହିଳା ଦିବସରେ ମହିଳାଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଡ ଘୋଷଣା କରିଛନ୍ତି। ଗ୍ୟାସ ସିଲିଣ୍ଡର ପିଛା ୧୦୦ଟଙ୍କା ହ୍ରାସ କରିଥିବା ଏକ୍ସ ଆକାଉଣ୍ଟରେ ସୂଚନା ଦେଇଛନ୍ତି ମୋଦୀ। ଏହାଦ୍ୱାରା ଦେଶର କୋଟି କୋଟି ପରିବାରର ଆର୍ଥିକ ଚାପ କମିବ ଏବଂ ପରିବେଶ ସୁରକ୍ଷା ଦିଗରେ ମଧ୍ୟ ସହାୟକ ହେବ। ବିଶେଷ କରି ନାରୀ ଶକ୍ତି ଏହାଦ୍ୱାରା ଉପକୃତ ହେବ ବୋଲି ମୋଦୀ କହିଛନ୍ତି।
Today, on Women's Day, our Government has decided to reduce LPG cylinder prices by Rs. 100. This will significantly ease the financial burden on millions of households across the country, especially benefiting our Nari Shakti.
By making cooking gas more affordable, we also aim…
— Narendra Modi (@narendramodi) March 8, 2024
Comments are closed.