କେନ୍ଦ୍ରାପଡା : ପୁଣି କେନ୍ଦ୍ରାପଡା ରାଜନଗରରେ କୁମ୍ଭୀର ଆତଙ୍କ ଦେଖାଦେଇଛି। ରାଜନଗର ବ୍ଲକ ଚାନ୍ଦିବାଉଁଶମୂଳ ପଞ୍ଚାୟତ ଦକ୍ଷିଣଭେଡା ଗ୍ରାମର ବାଇଧର ମଳିକ (୩୨)ଙ୍କୁ ନଦୀରୁ କୁମ୍ଭୀର ଟାଣି ନେଇଛି। ବ୍ରାହ୍ମଣୀ ନଦୀକୁ ସଂଯୋଗ କରିଥିବା ନାଳ (ଗଳିଆନାଳ)ରୁ ପାଖରେ ଥିବା ବାରିରେ ପରିବାଚାଷ ପାଇଁ ପାଣି ଦେଉଥିବା ଅବସ୍ଥାରେ କୁମ୍ଭୀର ତାଙ୍କୁ ଟାଣି ନେଇଥିବା ଜଣାପଡିଛି।
Popular Categories



