Browsing Tag

Pakistan

ଚାମ୍ପିୟନ୍ସ ଟ୍ରଫିକୁ ନେଇ ପାକିସ୍ତାନର କଡ଼ା ଚେତାବନୀ

ସମାଜ ଡିଜିଟାଲ ଡେସ୍କ: ପାକିସ୍ତାନରେ ହେବାକୁ ଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଭାରତୀୟ ଟିମ ଯୋଗଦେବ ନାହିଁ ବୋଲି ବିସିସିଆଇ(ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ) ଘୋଷଣା କରିବା ପରେ ପାକିସ୍ତାନ କଡ଼ା ଚେତାବନୀ…
Read More...

ଜାମ୍ମୁରେ ପାକିସ୍ତାନୀ ପ୍ରତିନିଧି ଦଳ

ସମାଜ ଡିଜିଟାଲ ଡେସ୍କ: ଜାମ୍ମୁରେ ପହଞ୍ଚିଛନ୍ତି ପାକିସ୍ତାନୀ ପ୍ରତିନିଧି ଦଳ। ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ସିନ୍ଧୁ ନଦୀ ଜଳ ବିବାଦ ସମାଧାନ ଲାଗି ଇଣ୍ଡସ ୱାଟର ଟ୍ରିଟି(ସିନ୍ଧୁନଦୀ ଜଳ ରାଜିନାମା) ଅଧୀନରେ ଗଠିତ…
Read More...

ନୂଆ ଭାରତ ଭାରି ବିପଜ୍ଜନକ, ଘରେ ପଶି ମାରୁଛି; ଜାତିସଂଘରେ ମାନିଲା ପାକିସ୍ତାନ

ନ୍ୟୁୟର୍କ: ନୂଆ ଭାରତ ଭାରି ବିପଜ୍ଜନକ। ଘରେ ପଶି ମାରୁଛି। ଜାତିସଂଘରେ ଏଭଳି ମନ୍ତବ୍ୟ ଦେଇଛି ପାକିସ୍ତାନ। ପ୍ରଥମ ଥର ପାଇଁ ଏକ ବିଶ୍ୱସ୍ତରୀୟ ମଞ୍ଚରେ ପାକିସ୍ତାନ ଏହାକୁ ସ୍ୱୀକାର କରିଛି। ଜାତିସଂଘରେ ପାକିସ୍ତାନର…
Read More...

‘ଇଚ୍ଛା ହେଉଛି ମରିଯିବାକୁ..’, ନିଜ ପୁଲିସ କର୍ମୀଙ୍କୁ ମାଡ ମାରି ଲହୁଲୁହାଣ କଲା ପାକ୍ ସେନା

ଇସଲାମାବାଦ: ବିଶ୍ୱର ସବୁ ଦେଶର ସେନା ଅଛି, କିନ୍ତୁ ପାକିସ୍ତାନ ସେନା ପାଖରେ ଗୋଟିଏ ଦେଶ ଅଛି। ପାକିସ୍ତାନ ବିଷୟରେ ଏମିତିି କଥା ଖାଲିରେ କୁହାଯାଏନାହିଁ। ସରକାର ଗଢିବା ଓ ଭାଙ୍ଗିବାଠାରୁ ଆରମ୍ଭ କରି ଭାରତ ଭଳି…
Read More...

ପାକିସ୍ତାନରେ ଘରେ ପଶି ମାରିବୁ: କାହିଁକି ଏମିତି କହିଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ଆତଙ୍କ ଖେଳାଉଥିବା ପାକିସ୍ତାନକୁ ସିଧା ଟାର୍ଗେଟ କରିଛନ୍ତି ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ପାକିସ୍ତାନରେ ଘରେ ପଶି ଆତଙ୍କିଙ୍କୁ ମାରିବୁ। କିଛି ଏଭଳି କହି ସିଧାସଳଖ ପାକିସ୍ତାନକୁ ଟାର୍ଗେଟ…
Read More...

ଶେହବାଜ ଶରିଫ୍ ୨ୟ ଥର ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ, ସୋମବାର ଶପଥ ଗ୍ରହଣ

ଇସ୍‌ଲାମାବାଦ: ଶେହବାଜ ଶରିଫ୍ ପୁଣି ଥରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ନବ ନିର୍ବାଚିତ ସଂସଦରେ ଆବଶ୍ୟକ ବହୁମତ ହାସଲ କରିବା ପରେ ଶେହବାଜ ଶରିଫ୍ ଦ୍ୱିତୀୟ ଥର ପାଇଁ ମେଣ୍ଟ ସରକାରର ନେତୃତ୍ୱ…
Read More...

ନିର୍ବାଚନ ଫଳାଫଳ ବିରୋଧରେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ ପିଟିଆଇ

ଇସଲାମାବାଦ: ପାକିସ୍ତାନରେ ନିକଟରେ ଅନୁଷ୍ଠିତ ହୋଇଥିବା ସାଧାରଣ ନିର୍ବାଚନର ଫଳାଫଳ ବିରୋଧରେ ପାକିସ୍ତାନ ତେହେରିକ୍‌-ଏ-ଇନ୍‌ସାଫ୍‌(ପିଟିଆଇ) ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ। ଜନାଦେଶର ଲୁଟ୍‌ ହୋଇଥିବା ଅଭିଯୋଗ…
Read More...

ପାକିସ୍ତାନର ହୀନ ଷଡ଼ଯନ୍ତ୍ର; ଭାରତୀୟ ଗୁଇନ୍ଦା ତଥ୍ୟ ହାସଲ କରିବାକୁ କରୁଛି ଏପରି କାମ

ନୂଆଦିଲ୍ଲୀ: ନିଜ କୁତ୍ସିତ କାର୍ଯ୍ୟରୁ ନିବୃତ ହେଉନାହିଁ ପାକିସ୍ତାନ। ଭାରତର ପ୍ରତିରକ୍ଷା ସମ୍ବନ୍ଧୀୟ ସମ୍ବେଦନଶୀଳ ତଥ୍ୟ ପାଇବାକୁ କରୁଛି ହୀନ ଯୋଜନା। ପାକିସ୍ତାନୀ ଇଣ୍ଟେଲିଜେନ୍ସ ଅପରେଟିଭ୍(ପିଆଇଓ) କୃତ୍ରିମ…
Read More...

ପାକିସ୍ତାନ ଉପରେ ଇରାନର ଏୟାର ଷ୍ଟ୍ରାଇକ୍‌: ପାକ୍‌ କହିଲା- ପରିଣାମ ଭୟଙ୍କର ହେବ

ଇସଲାମାବାଦ: ପାକିସ୍ତାନ ଉପରେ ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ୍‌ ହୋଇଛି। ଏଥର ଏହି ଆକ୍ରମଣ ଇରାନ ଦ୍ବାରା କରାଯାଇଛି। ଇରାନ ପାକିସ୍ତାନରେ ଥିବା ଆତଙ୍କବାଦୀ ସଂଗଠନ ଜୈଶ-ଏ-ଅଦଲ ଠିକଣାକୁ ଟାର୍ଗେଟ କରିଥିଲା। ଆକ୍ରମଣ ପାଇଁ…
Read More...

ପାକିସ୍ତାନରେ ଲଗାତାର ତୃତୀୟ ଦିନ ଆତଙ୍କବାଦୀ ଆକ୍ରମଣ

ଇସ୍‌ଲାମାବାଦ: ପାକିସ୍ତାନରେ ଲଗାତାର ତୃତୀୟ ଦିନ ଆତଙ୍କବାଦୀ ଆକ୍ରମଣ ହୋଇଛି। ରବିବାର ପାକିସ୍ତାନର ଡେରା ଇସ୍‌ମାଇଲ ଖାନରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ଜଣେ ପୁଲିସ କର୍ମୀ ଆହତ ହୋଇଥିବା ଖବର ମିଳିଛି।…
Read More...