Browsing Tag

Lok Sabha Election 2024

ତୃତୀୟ ପର୍ଯ୍ୟାୟରେ ମୋଟ ୬୪.୪୦ପ୍ରତିଶତ ମତଦାନ: ଆସାମରେ ସର୍ବାଧିକ ୮୧.୬୧ପ୍ରତିଶତ

ନୂଆଦିଲ୍ଲୀ: ଦେଶରେ ସରିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଇଭିଏମରେ ସିଲ୍‌‌ ହୋଇଛି ବଡ ବଡ ନେତାଙ୍କ ଭାଗ୍ୟ। ତେବେ ଦୁଇଟି ପର୍ଯ୍ୟାୟ ଭଳି ତୃତୀୟ ପର୍ଯ୍ୟାୟରେ ମଧ୍ୟ ଭୋଟ ହାର କମିଛି। ତୃତୀୟ ପର୍ଯ୍ୟାୟରେ ୯୩ଟି ଲୋକସଭା…
Read More...

ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ଶେଷ ହେଉଛି ପ୍ରଚାର

ନୂଆଦିଲ୍ଲୀ: ଆଜି ଶେଷ ହେଉଛି ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରଚାର। ଆସନ୍ତା ୨୬ ତାରିଖରେ ମତଦାନ ହେବାକୁ ଥିବାରୁ ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏପ୍ରିଲ ୨୬ତାରିଖରେ ୧୨ଟି ରାଜ୍ୟ…
Read More...

କରଞ୍ଜିଆ ଟିକେଟ୍ ପାଇଁ ଆଶାୟୀ ଅଧିକ : ବଢୁଛି ଅସନ୍ତୋଷ, କାହାମୁଣ୍ଡରେ ସୁନା କଳସ ଢାଳିଵେ ବିଜେଡି ସୁପ୍ରିମୋ

ଠାକୁରମୁଣ୍ଡା: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ଟିକେଟ୍ ପାଇଁ ଆଶାୟୀଙ୍କ ସଂଖ୍ୟା ବିଭିନ୍ନ ଦଳରେ ବଢ଼ିବାରେ ଲାଗିଛି। ବିଜେଡି ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଥିବା ବେଳେ ଏ ପର୍ୟ୍ୟନ୍ତ…
Read More...

ନିର୍ବାଚନୀ ମୈଦାନରେ ଦେଶର ପ୍ରଥମ କିନ୍ନର ମହାମଣ୍ଡଳେଶ୍ବର; ମୋଦୀଙ୍କୁ କହିଲେ..

ବାରାଣସୀ: ​‌ଦେଶର ପ୍ରଥମ କିନ୍ନର ମହାମଣ୍ଡଳେଶ୍ବର ହେମାଙ୍ଗୀ ସଖୀ ବାରାଣସୀ ଲୋକସଭା ଆସନରୁ ନିର୍ବାଚନ ଲଢିବେ। ଅଖିଳ ଭାରତ ହିନ୍ଦୁ ମହାସଭା ହେମାଙ୍ଗୀ ସଖୀଙ୍କୁ ବନାରସରୁ ଟିକେଟ୍‌ ଦେଇଛି। ସେ ଏପ୍ରିଲ ୧୨ରେ ବନାରସରେ…
Read More...

ନିର୍ବାଚନ ଲଢିବେ ଅଭିନେତ୍ରୀ ନେହା ଶର୍ମା ? ବାପା ଦେଲେ ସଙ୍କେତ

ମୁମ୍ବଇ: ବଲିଉଡ଼ ଅଭିନେତ୍ରୀ ନେହା ଶର୍ମା ତାଙ୍କ ପିତାଙ୍କ ପଦାଙ୍କ ଅନୁସରଣ କରି ରାଜନୀତିରେ ପ୍ରବେଶ କରିପାରନ୍ତି। ବିହାରର ଭାଗଲପୁରରୁ କଂଗ୍ରେସ ବିଧାୟକ ଥିବା ଅଜିତ ଶର୍ମା ଝିଅ ନେହାଙ୍କର ରାଜନୀତିରେ ପ୍ରବେଶ ନେଇ…
Read More...

ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି ବିଜେପି । ଏହି ପର୍ଯ୍ୟାୟରେ ତାମିଲନାଡୁ ଓ ପୁଡୁଚେରୀର ପ୍ରାର୍ଥୀଙ୍କ ନାମ ସାମିଲ ରହିଛି । ଏପ୍ରିଲ ୧୯ରେ ପୁଡୁଚେରୀ ଓ…
Read More...

ଜେଏମଏମ ଛାଡି ବିଜେପିରେ ମିଶିଲେ ହେମନ୍ତ ସୋରେନଙ୍କ ଭାଉଜ ସୀତା ସୋରେନ

ଝାଡଖଣ୍ଡ: ଲୋକସଭା ନିର୍ବାଚନ ପୂର୍ବରୁ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାକୁ ବଡ ଝଟକା । ଜେଏମଏମ ପାର୍ଟି ଛାଡି ବିଜେପିରେ ସାମିଲ ହୋଇଛନ୍ତି ହେମନ୍ତ ସୋରେନଙ୍କ ଭାଉଜ ସୀତା ସୋରେନ । ମଙ୍ଗଳବାର ସକାଳେ ବିଧାୟିକ ସୀତା ସୋରେନ…
Read More...

ବୁଝି ବିଚାରି ବୟାନ ଦେବାକୁ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଲେ ମୋଦୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୯୫ ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା ପରେ ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦିଲ୍ଲୀରେ ବସିଥିବା ଏହି…
Read More...