Browsing Tag

health tips

ଘୁଙ୍ଗୁଡି ସମସ୍ୟାରୁ ମିଳିବ ମୁକ୍ତି

ଅନେକ ଲୋକଙ୍କର ରାତିରେ ହେଉ ଅଥବା ଦିନରେ ଶୋଇଥିବା ସମୟରେ ଘୁଙ୍ଗୁଡି ମାରିବା ଅଭ୍ୟାସ। ତେବେ ଏଭଳି ସମସ୍ୟାରୁ ମୁକ୍ତି ଚାହୁଁଥିଲେ ଖାଦ୍ୟ-ପାନୀୟରେ କିଛି ପରିବର୍ତ୍ତନ ଆଣିବାକୁ ପଡିବ । ତେବେ ଆସନ୍ତୁ ସେହି…
Read More...

ଡାକ୍ତର ଓ ବିଶେଷଜ୍ଞଙ୍କ ମତରେ ଖେଚେଡି ସଭିଁଙ୍କ ପାଇଁ ଏକ ଉତ୍ତମ ଖାଦ୍ୟ

ଜାଣନ୍ତୁ ଏଭଳି କିଛି ଖାଦ୍ୟ ବିଷୟରେ ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଦହି ଭାତ ଦହି ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ। ଏହା ସ୍ୱାସ୍ଥ୍ୟଜନିତ ଅନେକ ସମସ୍ୟା ଦୂର କରିଥାଏ।…
Read More...

ସମୟ ଅନୁଯାୟୀ କରନ୍ତୁ ଭୋଜନ

ସକାଳୁ ଉଠିବା ମାତ୍ରେ ପ୍ରଥମେ ମନରେ ଆସିଥାଏ କ’ଣ ଜଳଖିଆ ଖାଇବେ। ଜଳଖିଆ ଖାଇବା ପରେ ମନରେ ଆସିଥାଏ ଖରାବେଳର ଖାଦ୍ୟ,ଏହାପରେ ରାତି ଖାଦ୍ୟ। ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ନିତାନ୍ତ ଜରୁରୀ। ଗୋଟିଏ ଦିନ ମଧ୍ୟ ଖାଦ୍ୟ ନଖାଇଲେ…
Read More...

ଖାଲି ପେଟରେ ଖାଆନ୍ତୁ ଗୁଜୁରାତି

ସୁସ୍ଥ ରହିବା ପାଇଁ ସଭିଏଁ ଉତ୍ତମ ଜୀବନଶୈଳୀ ସହ ସଠିକ ଖାଦ୍ୟ ଖାଇଥାଆନ୍ତି। ବିଶେଷ କରି ସକାଳେ ଖାଲି ପେଟରେ କିଛି ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବାକୁ ବିଶେଷଜ୍ଞ ପରାମର୍ଶ ଦେଇଥାଆନ୍ତି। ସବୁଜ ଗୁଜୁରାତିକୁ ବିଭିନ୍ନ…
Read More...

ଖାଦ୍ୟ ଖାଇବା ପରେ କରୁଛନ୍ତି କି ଏହି ଭୁଲ୍‍

ଖରାଦିନେ ସାଧାରଣତଃ ଲୋକେ ଦୁଇରୁ ତିନି ଥର ସ୍ନାନ କରିଥାଆନ୍ତି। ଏହି ସମୟରେ ଲୋକେ କିଛି ଏଭଳି ଭୁଲ୍‍ କରିଥାଆନ୍ତି, ଯାହା ଦ୍ୱାରା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ଅନେକ ଲୋକେ ରାତିରେ ଖାଦ୍ୟ ଖାଇବା ପରେ ଗାଧୋଇ…
Read More...

ଏପରି ପିଉଛନ୍ତି କି ଥଣ୍ଡା ପାଣି ? ସାବଧାନ….

ବର୍ତ୍ତମାନ ପ୍ରବଳ ଖରାର ପ୍ରକୋପ ସହ ଅସହ୍ୟ ଗରମ ଅନୁଭବ ହେଉଛି। ଏହି ସମୟରେ ଅଧିକ ଶୋଷ ଲାଗିବା ସାଧାରଣ କଥା। ଏହାସହ ଏହି କାରଣୁୁ ସଭିଏଁ ବିିଭିନ୍ନ ପ୍ରକାର ଥଣ୍ଡା ଓ ମୃଦୁ ପାନୀୟ ପିଇବାକୁ ଅଧିକ ପସନ୍ଦ କରିଥାଆନ୍ତି।…
Read More...

ଏପରି କରୁଥିଲେ ସାବଧାନ

ଆମିଷ – ଯେକୌଣସି ଆମିଷକୁ ଫ୍ରିଜରେ ରଖି ପାରିବେ । ମାତ୍ର ୨ ଦିନରୁ ଅଧିକ ଦିନ ଯାଏଁ ରଖନ୍ତୁ ନାହିଁ। ଫଳ ଓ ପନିପରିବା – ସେଓ, ପିଜୁଳି ଆଦି ଫଳକୁ ଫ୍ରିଜରେ ରଖିପାରିବେ। ମାତ୍ର କଦଳୀ, ଆମ୍ବ ଏହାକୁ ଫ୍ରିଜରେ ରଖିଲେ…
Read More...

ବିଶେଷଜ୍ଞଙ୍କ ମତ ; ଏହି ୩ଟି କାରଣରୁ ହୋଇଥାଏ ମଧୁମେହ ଓ ହୃଦରୋଗ ଜନିତ ସମସ୍ୟା

ବର୍ତ୍ତମାନର ଜୀବନଶୈଳୀ ଓ ଖାଦ୍ୟପେୟ କାରଣରୁ ଅନେକ ସମୟରେ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହେବା ସହ ଅନେକ ରୋଗର କାରଣ ପାଲଟୁଛି। ଆହାର ଠାରୁ ଆରମ୍ଭ କରି ଶାରୀରିକ ଗତିବିଧି ଯାଏଁ ଅନେକ କାରଣରୁ ସ୍ୱାସ୍ଥ୍ୟ ଉପରେ ଏହାର…
Read More...

ଏହି ମସଲାର ରହିଛି ଆଶ୍ଚର୍ଯ୍ୟଜନକ ସ୍ୱାସ୍ଥ୍ୟ ଉପକାରୀ ଗୁଣ

ବିିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତିରେ ମସଲା ଭାବେ ଡାଲଚିନିର ବ୍ୟବହାର କରାଯାଏ। ତେବେ ଏହାର ସ୍ୱାସ୍ଥ୍ୟ ପାଇଁ ଅନେକ ଉପକାରୀ ଗୁଣ ମଧ୍ୟ ରହିଛି। ଏଥିରେ ଅନେକ ଔଷଧୀୟ ଗୁଣ ରହିଛି। ବିିଭିନ୍ନ ଗୁଣରେ ଭରପୁର ଡାଲଚିନି…
Read More...

୪ଟି ଉପାୟରେ ପାନମଧୁରୀ ସେବନ ଦ୍ୱାରା ମିଳେ ଚମତ୍କାରୀ ଲାଭ

ଏପରି କିଛି ଖାଦ୍ୟ ରହିଛି,ଯାହା ପୁଷ୍ଟିଯୁକ୍ତ ହେବା ସହ ଓଜନ ହ୍ରାସ ମଧ୍ୟ ହୋଇଥାଏ। ପାନମଧୁରୀ ସେଥିମଧ୍ୟରୁ ଗୋଟିଏ। ଏଥିରେ ବିଭିନ୍ନ ପ୍ରକାର ପୋଷକ ତତ୍ତ୍ୱ ରହିଛି। ପାନମଧୁରୀରେ ଭିଟାମିନ ସି, ଭିଟାମିନ ଇ, ଭିଟାମିନ…
Read More...