Browsing Tag

gurudijhatiya news odia news odisha news

କଖଡିରେ ଶାନ୍ତିପୂର୍ଣ୍ଣ ଭାବେ ବାହୁଡାଯାତ୍ରା ସମାପନ

ଗୁରୁଡିଝାଟିଆ : କଖଡିରେ ଶାନ୍ତିପୂର୍ଣ୍ଣ ଭାବେ ବାହୁଡା ଯାତ୍ରା ସମାପନ ହୋଇଛି। ବଜାରସାହିରୁ ମହାପ୍ରଭୂ ଜଗନ୍ନାଥଙ୍କ ବାହୁଡା ଯାତ୍ରା ନିମନ୍ତେ ରଥରେ ପୂଜାର୍ଚ୍ଚନା କରିବା ପରେ ରଥଟଣା ଆରମ୍ଭ ହୋଇଥିଲା। ଶହଶହ…
Read More...

ପୁରୁଣା କଟକ-ସମ୍ବଲପୁର ରାସ୍ତା ସଂପ୍ରସାରଣ କାର୍ଯ୍ୟ ଅଧାପନ୍ତରା

ଗୁରୁଡିଝାଟିଆ : ସପ୍ତାହକ ମଧ୍ୟରେ ୪ ଦୁର୍ଘଟଣା । କାହାର ହାତ ଅଚଳ ହୋଇଛି ତ କାହାର ଗୋଡ। ଏଥିରୁ ବାଦ ପଡିନାହାନ୍ତି ମହିଳା ଓ ଶିଶୁ । ଗତ ଦୁଇଦିନ ତଳେ ଢେଙ୍କାନାଳରୁ ସିଡିଏ ଅଭିମୁଖେ ଆସୁଥିବା ଏକ ବାଇକ ଆରୋହୀ ପୁରୁଣା…
Read More...

ଶ୍ରମିକ ସଂଗଠନର ବୈଠକ ; କାଳବୈଶାଖୀ ଉଡାଇନେଲା ସାମିଆନା, ଅଳ୍ପକେ ବର୍ତ୍ତିଲେ କୃଷିମନ୍ତ୍ରୀ

ଗୁରୁଡିଝାଟିଆ : ଆନ୍ତର୍ଜାତୀୟ ଶ୍ରମିକ ଦିବସ ଉପଲକ୍ଷେ ଅନୁଷ୍ଠିତ ହେଉଥିଲା ବୈଠକ। ଟାଟା ଷ୍ଟିଲ ଆଣ୍ଡ ମାଇନ୍ସ କର୍ମଚାରୀ ସଂଘ ଓ ହିନ୍ଦ ମଜଦୂର ସଂଘର ମିଳିତ ଆନୁକୂଲ୍ୟରେ ଅନନ୍ତପୁର ଖେଳପଡିଆରେ ଠାରେ ଅନୁଷ୍ଠିତ…
Read More...

ତେଲ ଚୋରି ଅଭିଯୋଗରେ ୩ ଗିରଫ

ଗୁରୁଡିଝାଟିଆ : ଖୁଣ୍ଟୁଣି ପୁଲିସ ଡିଜେଲ ଚୋରି ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛନ୍ତି। ସେମାନେ ହେଲେ ମୁକୁନା ସିଂ, ଦିଲପନ ଦିଗାଲ ଓ ମନୋରଞ୍ଜନ ନାୟକ। ପ୍ରକାଶ ଯୋଗ୍ୟ ଏହି ଥାନା ଅନ୍ତର୍ଗତ ରାଧାରମଣପୁର ନିକଟରେ ଏକ…
Read More...

ଦେଶୀମଦ ଭାଟି ଉପରେ ଚଢାଉ

ଗୁରୁଡିଝାଟିଆ : ଖୁଣ୍ଟୁଣୀ ପୁଲିସ ପକ୍ଷରୁ କଣ୍ଡରେଇ ପଞ୍ଚାୟତର କଅଁସର ନିକଟବର୍ତ୍ତି ଜଙ୍ଗଲ ଅଞ୍ଚଳରେ ଚଢାଉ କରାଯାଇ ୧ ହଜାର ଲିଟର ପୋଚକୁ ନଷ୍ଟ କରାଯାଇଛି। ଏ ନେଇ ଥାନାରେ ୭୪/୨୦୨୪ ରେ ମକଦ୍ଦମା ରୁଜୁ ହୋଇଛି। କଅଁସର…
Read More...

ସରକାରୀ ଜମିରୁ ବୁହା ଚାଲିଛି ମୋହରମ

ଗୁରୁଡିଝାଟିଆ : ରାସ୍ତାକାମ ପାଇଁ ସମସ୍ତ ନୀତି ନିୟମକୁ ଉଲ୍ଲଘଂନ କରାଯାଇ ସରକାରୀ ଜମିରୁ ବୁହା ଚାଲିଛି ମୋହରମ। ସରକାରଙ୍କ ଲକ୍ଷଲକ୍ଷ ଟଙ୍କାର ରାଜସ୍ୱ ହାନୀ ହେଉଛି। ହେଲେ ସରକାରୀ ଅଧିକାରୀଙ୍କ ନୀରବତାକୁ ନେଇ…
Read More...

ଲଗାଣ ବର୍ଷା ଯୋଗୁଁ ରାସ୍ତା ବିପର୍ଯ୍ୟସ୍ତ

ଗୁରୁଡିଝାଟିଆ : ଲଗାଣ ବର୍ଷା ଯୋଗୁଁ ରାସ୍ତା ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। କେଉଁଠି ରାସ୍ତା ଦବିଛି ତ ଆଉ କେଉଁଠି ପାଣି ଜମିଛି। ଏହାଦ୍ୱାରା ଗାଡି ଚାଳକମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏଥିରୁ…
Read More...

ଗାଁକୁ ରାସ୍ତା ନାହିଁ, କାଠପୋଲ ଦେଇ ଖଟିଆରେ ବୁହା ହେଲେ ରୋଗୀ

ଗୁରୁଡିଝାଟିଆ : ସପ୍ତାହେ ନୁହେଁ କି ମାସେ ନୁହେଁ। ୩ମାସ ଧରି ବାରଣ୍ଡାରେ ପଡି ରହିଥିଲା ବିଧବା ଜେମା ସଏ(୬୨)। ପେଟ ଯନ୍ତ୍ରଣା ସାଙ୍ଗକୁ ଜ୍ୱର ଶରୀରକୁ ଦୁର୍ବଳ କରି ଦେଇଥିଲା। ଠିକଣା ଢଙ୍ଗରେ ଦିଓଳି ଦୁଇମୁଠା ଭଲରେ…
Read More...

ଭଙ୍ଗାଘରେ ଚକାଜହ୍ନ ; ଆବାସ ଯୋଜନା ସାତ ସପନ

ଗୁରୁଡିଝାଟିଆ : ଗ୍ରାମାଞ୍ଚଳର ବିକାଶ ସହିତ ପ୍ରତ୍ୟେକ ଅଭାବୀ ଜନସାଧାରଣଙ୍କ ମୁଣ୍ଡ ଉପରେ ଛାତ, ହାତକୁ କାମ ,ପେଟକୁ ଭାତ ଓ ଚିକିତ୍ସାସେବା ଯୋଗାଇଦେବା ରାଜ୍ୟ ସରକାରଙ୍କ ପ୍ରାଥମିକତା ବୋଲି ଘୋଷଣା କରିଛନ୍ତି। ଏଥିପାଇଁ…
Read More...

୮ଟି ଶ୍ରେଣୀ ପାଇଁ ୫ ଶିକ୍ଷକ

ଗୁରୁଡିଝାଟିଆ : ସମସ୍ତେ ପଢିବେ, ସମସ୍ତେ ବଢିବେ। ଏହା ଏକ ସ୍ଲୋଗାନ କହିଲେ ଅତ୍ୟୁକ୍ତି ହେବ ନାହିଁ। ପ୍ରାଥମିକ ଶିକ୍ଷା ଏବେ ଅଧୋଗତି ଆଡକୁ ଗତିକଲାଣି । ଏଭଳି ସ୍ଥିତିରେ ଉତ୍ତମ ମାନବ ସମ୍ବଳ ସୃଷ୍ଟି ଏକ ଆହ୍ୱାନ। ୫୫…
Read More...