mission shakti banner

ତେଲ ଚୋରି ଅଭିଯୋଗରେ ୩ ଗିରଫ

BSKY banner  750×100

ଗୁରୁଡିଝାଟିଆ : ଖୁଣ୍ଟୁଣି ପୁଲିସ ଡିଜେଲ ଚୋରି ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛନ୍ତି। ସେମାନେ ହେଲେ ମୁକୁନା ସିଂ, ଦିଲପନ ଦିଗାଲ ଓ ମନୋରଞ୍ଜନ ନାୟକ। ପ୍ରକାଶ ଯୋଗ୍ୟ ଏହି ଥାନା ଅନ୍ତର୍ଗତ ରାଧାରମଣପୁର ନିକଟରେ ଏକ ଠିକା ସଂସ୍ଥା ଅଧିନରେ ଅଭିଯୁକ୍ତମାନେ ଶ୍ରମିକଙ୍କ କାର୍ଯ୍ୟ କରୁଥିଲେ। ହେଲେ ସୁଯୋଗ ଉଣ୍ଡି ସଂସ୍ଥାର ଡିଜେଲ ବୋଝେଇ ଗାଡିରୁ ତେଲ ଚୋରି କରି ନେଇଥିଲେ। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ହାଜତ ଚାଲାଣ କରାଯାଇଛି।

Comments are closed.