Browsing Tag

gunupur

ଉପାନ୍ତରେ ଜଳଯାତନା: ପାନୀୟ ଜଳ ଯୋଗାଣ ପାଇଁ ହାଣ୍ଡି ମାଠିଆ ଧରି ଗ୍ରାମବାସୀଙ୍କ ପ୍ରତିବାଦ

ଗୁଣୁପୁର: ଦୁର୍ଗମ ତଥା ଉପାନ୍ତରେ ଫେଲ ମାରିଛି ରାଜ୍ୟ ସରକାରଙ୍କ ବସୁଧା ଯୋଜନା । ଆଜି ବି ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ମିଳିପାରିନାହିଁ । ପାଣି ପାଇଁ ସଂଘର୍ଷ କରୁଛନ୍ତି ଲୋକେ । ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ…
Read More...

ଗୁଣୁପୁର ଥେରୁବାଲି ରେଳ ସଂଯୋଗୀକରଣ ପ୍ରସଙ୍ଗ; ରେଳମନ୍ତ୍ରୀଙ୍କୁ ଦାବୀ ଜଣାଇବା ପାଇଁ ୮୦ କିମି ସାଇକେଲ ଯାତ୍ରା

ଗୁଣୁପୁର: ସାଇକେଲରେ ୮୦ କିଲୋମିଟର ଯାତ୍ରା । ନିଜ ମାଟି ମା'ର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ଉତ୍ସାହୀ ଯୁବଗୋଷ୍ଠୀ । ଗୁଣୁପୁର ଥେରୁବାଲି ପ୍ରସ୍ତାବିତ ରେଳ ପ୍ରକଳ୍ପର କାର୍ୟ୍ୟ ତ୍ୱରାନ୍ୱିତ କରିବା ଦାବୀ ନେଇ…
Read More...

ଚିଙ୍ଗୁଡି କାରଖାନାରେ ଶ୍ରମିକ ମୃତ୍ୟୁ ମାମଲା; ଗୋଳିଆ ପାଣିରେ ମାଛ ମାରିବା ନ୍ୟାୟରେ ରାଜନୈତିକ ଦଳର ପ୍ରତିଯୋଗୀତା…

ଗୁଣୁପୁର: ଗୁଣ୍ଟୁର ଚିଙ୍ଗୁଡି ପ୍ରକ୍ରିୟାକରଣ ସଂସ୍ଥାରେ ୬ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ଭଳି ଲୋମହର୍ଷଣକାରୀ ଘଟଣାରେ ୬ ଦିନ ପରେ ଆରମ୍ଭ ହୋଇଛି ରାଜନୈତିକ ଦଳଙ୍କ ଗୋଳିଆ ପାଣିରେ ମାଛ ମାରିବା ଯୋଜନା । ମୃତ୍ୟୁ…
Read More...

ଆନ୍ଧ୍ରର ଚିଙ୍ଗୁଡ଼ି କାରଖାନାରେ ୬ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ଗୁଣୁପୁର: ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲା ଲଙ୍କାବାଣି ଦିବା ଗ୍ରାମରେ ଘଟିଛି ଏକ ଅଭନୀୟ ଘଟଣା। ଚିଙ୍ଗୁଡ଼ି କାରଖାନାରେ କାମ କରୁଥିବା ୬ ଜଣ ଓଡ଼ିଆ ଦାଦନ ଶ୍ରମିକଙ୍କ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଛି।…
Read More...

ବିଶୃଙ୍ଖଳା ସୃଷ୍ଟି କରିଥିବା କନଷ୍ଟେବଳ ନିଲମ୍ବିତ

ଗୁଣପୁର : ରାୟଗଡା ଜିଲ୍ଲା ଭାମିନି ସ୍ଥିତ ୨ୟ ଆଇଆରବିଏନ ଶିବିରରେ ଗତ ଗୁରୁବାର ଦିନ ବିଶୃଙ୍ଖଳା ସୃଷ୍ଟି କରିଥିବା ଅଭିଯୋଗରେ ଜଣେ କନଷ୍ଟେବଳଙ୍କୁ କାର୍ୟ୍ୟରୁ ନିଲମ୍ବନ କରାଯାଇଛି। ଦୁର୍ଗପତି ଦିଲ୍ଲୀପ କୁମାର…
Read More...

ଭାଗ୍ୟର ବିଡମ୍ବନା: କରୋନାରେ ଜେଜେବାପାଙ୍କ ମୃତ୍ୟୁ, ସରକାରୀ ସହାୟତା ଅପେକ୍ଷାରେ ଅନାଥ ଶିଶୁପୁତ୍ର

ଗୁଣପୁର: ଭାଗ୍ୟର ବିଡମ୍ବନା । କରୋନାରେ ଆକ୍ରାନ୍ତ ହୋଇ ଜେଜେବାପାଙ୍କ ମୃତ୍ୟୁପରେ ଏବେ ଛଅବର୍ଷର ଶିଶୁପୁତ୍ର ନାଇଡୁ ପ୍ରଣିତ କୁମାର ବଞ୍ଚିବା ପାଇଁ ରାହା ଖୋଜୁଛି। ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ରାୟଗଡା…
Read More...

ଗୁଣୁପୁର ୱାର୍ଡ ନମ୍ବର ୩ରେ ପାନୀୟ ଜଳ ଯୋଗାଣରେ ଅବ୍ୟବସ୍ଥା

ଗୁଣୁପୁର: ମୁଣ୍ଡ ଉପରେ ଡ଼ହଡ଼ହ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି । ଏଭଳି ସ୍ଥିତିରେ ତୃଷ୍ଣା ମେଣ୍ଟାଇବା ପାଇଁ ପାଣିର ଆବଶ୍ୟକତା ରହିଥିବା ବେଳେ ଉତ୍କଟ ପାନୀୟ ଜଳ ସମସ୍ୟାରେ ଘାଣ୍ଟି ହେଉଛନ୍ତି ଗୁଣୁପୁର ପୌର ପରିଷଦ…
Read More...

‘ସମାଜ’ ଖବର କାଗଜର ସ୍ୱାଦ ଅତୁଳନୀୟ

ଗୁଣପୁର : ମୁଁ ୧୯୬୮ ମସିହାରୁ ଆଜି ଯାଏଁ ଦୈନିକ ସମାଜ ଖବରକାଗଜ ପଢୁଛି । ସେତେବେଳେ ସମାଜ ଖବରକାଗଜ ମାତ୍ର ଦଶ ପଇସା ଥିଲା । ଆଜି ଛଅ ଟଙ୍କାରେ ପହଞ୍ଚିଲାଣି ତଥାପି ମୁଁ ଗ୍ରାହକ ଓ ନିୟମିତ ପାଠକ। ବର୍ତ୍ତମାନ ମୋତେ ୭୫…
Read More...

ପରିବାର ଛୁଇଲେ ନାହିଁ, ପୌରସଂସ୍ଥାର ସଫେଇ କର୍ମଚାରୀ କଲେ କରୋନା ମୃତକଙ୍କ ଶବଦାହ

ଗୁଣପୁର: କରୋନାରେ ଦିନକୁ ଦିନ ଅକାଳରେ ଝଡିପଡୁଛନ୍ତି ଲୋକ। ଶବ ପାଖକୁ ପରିବାର ଓ ସମ୍ପର୍କୀୟ ମଧ୍ୟ ପାଖତଡ ମାଡୁନାହାନ୍ତି। ବିଭିନ୍ନ ଗାଁରେ ମୃତକ ପରିବାରକୁ ସମାଜିକ ବାସନ୍ଦ ଭଳି ଘୃଣ୍ୟ ପ୍ରଥା ବଢିବାର ଲାଗିଛି। ମୃତକ…
Read More...

ପ୍ରଶାସନର ସହାୟତାରେ ଶବ ସତ୍କାର କଲେ ସ୍ୱେଚ୍ଛାସେବୀ

ଗୁଣପୁର: କରେନାର ଦ୍ବିତୀୟ ଲହରରେ ଗ୍ରାମାଞ୍ଚଳରେ ମୃତ୍ୟୁ ଘଟୁଥିବା ରୋଗୀଙ୍କ ପାଖ ମାଡୁନାହାନ୍ତି ସାହି ପଡିଶା, ଆତ୍ମୀୟ ଲୋକେ। ମୃତ୍ୟୁପରେ ଘରଦାଣ୍ଡରେ ପଡି ରହୁଛି ଶବ। ଏଭଳି ସ୍ଥିତିରେ କିଛି ସ୍ୱେଚ୍ଛାସେବୀମାନେ…
Read More...