Browsing Tag

ganjam news

ଗଞ୍ଜାମ ଜିଲ୍ଲା ତେରସ୍ଥାନ ତାଲୁକା ମଧୁବୈଶ୍ୟ ଗୁଡ଼ିଆ ସମାଜର ବାର୍ଷିକ ଉତ୍ସବ

ଗଞ୍ଜାମ : ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଓଡ଼ିଆ ଢ଼ାମଣା ସାହିସ୍ଥିତ ରାମ ଲିଙ୍ଗେଶ୍ଵର ଶୈବପୀଠରେ ଗଞ୍ଜାମ ଜିଲ୍ଲା ତେରସ୍ଥାନ ତାଲୁକା ମଧୁବୈଶ୍ୟ ଗୁଡ଼ିଆ ସମାଜର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।…
Read More...

ଗ୍ରାସୀମ କମ୍ପାନୀ ପକ୍ଷରୁ ପିଲାଙ୍କୁ ସ୍କୁଲ ବ୍ୟାଗ ବଣ୍ଟନ

ଗଞ୍ଜାମ : ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ପୁଇଁତୋଳା ମଧ୍ୟ ଇରାଜୀ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗ୍ରାସୀମ କମ୍ପାନୀ ପକ୍ଷରୁ ପବିତ୍ର ଗଣେଶ ଚତୁର୍ଥୀ  ଅବସରରେ ସ୍କୁଲ ବ୍ୟାଗ ବଣ୍ଟନ କରାଯାଇଛି । କମ୍ପାନୀ…
Read More...

ବୁଲିବାକୁ ଆସି ଫେରୁଥିଲେ ଦୁର୍ଘଟଣାରେ ଜଣେ ମୃତ , ୫ ଆହତ

ଗଞ୍ଜାମ : ଗଞ୍ଜାମ ଥାନା ଅନ୍ତର୍ଗତ ଅଗସ୍ତିନୁଆଁ ଛକ ୧୬ ନମ୍ବର ଜାତୀୟ ରାଜପଥ ନିକଟରେ ଆଜି ସକାଳୁ ଏକ କାର ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ  ହୋଇଛନ୍ତି…
Read More...

ଦାଦି ପ୍ରକାଶ ମଣିଙ୍କ ସ୍ମୃତି ଦିବସରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଗଞ୍ଜାମ :ପ୍ରଜାପତି ଈଶ୍ବରୀୟ ବିଶ୍ୱବିଦ୍ୟାଳୟ ଗଞ୍ଜାମ ତରଫରୁ ଗଞ୍ଜାମ ସହର ମାଧ୍ୟଖଣ୍ଡ ସାହିରେ ଦାଦି ପ୍ରକାଶ ମଣିଙ୍କ ୧୫ତମ ସ୍ମୃତି ଦିବସ ପାଳିତ ହୋଇଯାଇଛି । ବ୍ରହ୍ମାକୁମାରୀ ରାଜଯୋଗିନୀ ବି କେ କସ୍ତୁରୀଙ୍କ…
Read More...

ଗଞ୍ଜାମ ବ୍ଲକରେ ନିୟମିତ ହେଲେ ୩୬ କନିଷ୍ଠ ଶିକ୍ଷକ

ଗଞ୍ଜାମ : ଗଞ୍ଜାମ ବ୍ଲକ ରେ କାର୍ଯ୍ୟରତ ୨୦୧୫ ମସିହାରେ ନିଯୁକ୍ତି ପାଇଥିବା ୩୬ ଜଣ କନିଷ୍ଠ ଶିକ୍ଷକଙ୍କୁ ବୁଧବାର ଦିନ ନିୟମିତ ଶିକ୍ଷକର ମାନ୍ୟତା ମିଳିଛି। ଏନେଇ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନିୟମିତ ପତ୍ର…
Read More...

ପଠନ, ଲିଖନ ଓ ଆବୃତ୍ତି ଶିଶୁ ଲେଖକ କର୍ମଶାଳା

ଗଞ୍ଜାମ  : ଗଞ୍ଜାମ ବ୍ଲକ୍ ଶିକ୍ଷା ଅଧିକାରୀ କାର୍ୟ୍ୟାଳୟ ତରଫରୁ ଭାଷା ଓ ସାହିତ୍ୟକୁ ନେଇ ପଠନ, ଆବୃତ୍ତି ଓ ଲିଖନ, ବିଦ୍ୟାଳୟ ସ୍ତରୀୟ ଶିଶୁ ଲେଖକ କର୍ମଶାଳା ଆୟୋଜିତ ହୋଇଛି । ଗଞ୍ଜାମ ସହର ସାନ ବଜାର ପ୍ରାଥମିକ…
Read More...

ଓଏସଏପି ଅଷ୍ଟମ ବାଟାଲିୟନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଗଞ୍ଜାମ : ଗଞ୍ଜାମ ସହର ସଂନିକଟ ଛତ୍ରପୁର ଓଏସଏପି ଅଷ୍ଟମ ବାଟାଲିୟନ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଅଷ୍ଟମ ବାଟାଲିୟନ ଓ ଭୁବନେଶ୍ୱର ସାହା ଚାରିଟେବୁଲ ଟ୍ରଷ୍ଟର ମିଳିତ…
Read More...

ଗଞ୍ଜାମରେ ରକ୍ତଦାନ ଶିବିରର ୮୫ ୟୁନିଟ ରକ୍ତ ସଂଗୃହୀତ

ଗଞ୍ଜାମ : ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତ ଅବସରରେ ଅମୃତ ମହୋତ୍ସବ ପାଳନ ଉପଲକ୍ଷେ ଗଂଜାମ ସହର ରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ୮୫ ୟୁନିଟ ରକ୍ତ ସଂଗ୍ରହ କରାଯଇଥିଲା । ଗଂଜାମ ସ୍ଥିତ…
Read More...

ବିଦ୍ୟାଳୟସ୍ତରୀୟ ‘ସୃଜନୀ’ କାର୍ୟ୍ୟକ୍ରମ

ଗଞ୍ଜାମ : ଗଞ୍ଜାମ ଏନ.ଏ.ସି. ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ 'ସୃଜନୀ' କାର୍ୟ୍ୟକ୍ରମର ଉଦଘାଟନ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ଡ଼ି. ଆଇ.ଇ.ଟି ର ଶିକ୍ଷକ ପ୍ରଶିକ୍ଷିକା ଲିପିଶ୍ରୀ ଦେବୀ, ଜୟନ୍ତୀ…
Read More...

ଆଇସିଏସସି ଜୋନାଲ ସ୍ତରୀୟ କବାଡି, ଖୋକ ଓ ଭଲୀବଲ ପ୍ରତିଯୋଗିତା

ଗଞ୍ଜାମ  : ଆଇ ସିଏସସି ଜୋନାଲ ସ୍ତରୀୟ କବାଡି, ଖୋକ ଓ ଭଲିବଲ ପ୍ରତିଯୋଗିତା-୨୦୨୨ ସ୍ଥାନୀୟ ଜୟଶ୍ରୀ କେମିକାଲସ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି  । ଏହାକୁ ଗ୍ରାସୀମ ଇଣ୍ଡଷ୍ଟ୍ରିଜ ର ୟୁନିଟ ହେଡ ଶ୍ରୀ ଦିଗବିଜୟ…
Read More...