Browsing Tag

cyclone dana

ବାତ୍ୟା ସମ୍ପର୍କରେ ରାଜ୍ୟ ସରକାର ଶ୍ୱେତପତ୍ର ଜାରି କରନ୍ତୁ-ବିଜେଡି

ସମାଜ ଡିଜିଟାଲ ଡେସ୍କ: ବାତ୍ୟା ଦାନାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେଡି। ବାତ୍ୟା ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରାଇଲେ, ଲ୍ୟାଣ୍ଡଫଲ ବେଳେ ପବନର ଗତି ଯେତିକି ରହିବ ବୋଲି କୁହାଯାଇଥିଲା…
Read More...

ଆସୁଛି ବାତ୍ୟା ‘ଦାନା’; ୩ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର- ମୁଖ୍ୟମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ଲୋକସେବା ଭବନରେ ବାତ୍ୟା ମୁକାବିଲାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସମୀକ୍ଷା କରିବା ପରେ ପ୍ରେସମିଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ୧୧ଟି ଜିଲାର ୩୮ବ୍ଲକ, ୯ଟି ପୌରାଞ୍ଚଳ…
Read More...

ଅଧିକ ପବନ ହେଲେ ବିଦ୍ୟୁତ କଟିପାରେ- ରାଜସ୍ୱ ମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ବାତ୍ୟା ଦାନା ମୁକାବିଲା ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ବାତ୍ୟା ଭିତରକନିକା ପାଶ୍ୱ ଦେଇ ଗତପଥ ସାମାନ୍ୟ ପରିବର୍ତ୍ତନ ହୋଇଛି। ହେଲେ ଯେ…
Read More...

ବାତ୍ୟା ପାଇଁ ଭୟଭୀତ ନହେବାକୁ ବାଲୁକା କଳାରେ ବାର୍ତ୍ତା

ସମାଜ ଡିଜିଟାଲ ଡେସ୍କ: ପୁରୀ ସମୁଦ୍ର କୂଳରେ ବାଲୁକା କଳାରେ ବାତ୍ୟା ନେଇ ବାର୍ତ୍ତା ଦେଇଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ବାତ୍ୟା କୌଣସି ପରିସ୍ଥିତିରେ ଭୟଭୀତ ନହୋଇ ସୁରକ୍ଷିତ ରହିବାକୁ…
Read More...

ମାଡି ଆସୁଛି ବାତ୍ୟା ‘ଦାନା’: ଲୋକଙ୍କୁ ଚାଲିଛି ସ୍ଥାନାନ୍ତର

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜିଲାର ଭିତରକନିକା ଓ ଭଦ୍ରକ ଜିଲା ଧାମରା ମଧ୍ୟରେ ବାତ୍ୟା ‘ଦାନା’ ସ୍ଥଳଭାଗ ଛୁଇଁବା ସମ୍ଭାବନା ଥିବାରୁ ଏଠାକାର ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରୁଛି…
Read More...

ଅନ୍ଧାର ରାତିରେ ବାତ୍ୟା ଆଶ୍ରୟସ୍ଥଳୀ ବୁଲି ତଦାରଖ କଲେ ମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଦାନା’ ମାଡି ଆସୁଛି। ୨୪ ତାରିଖ ରାତିରୁ ୨୫ତାରିଖ ସକାଳେ ଏହା ପ୍ରଳୟ ରଚିବ। ତେବେ ବାତ୍ୟା ପାଇଁ ସରକାର ସଜାଗ ରହିବା ସହ ମନ୍ତ୍ରୀମାନଙ୍କୁ…
Read More...

ବାତ୍ୟାରେ ଅସୁବିଧା ହେଲେ ଏହି ନମ୍ବରରେ କଲ୍‌‌ କରନ୍ତୁ

ସମାଜ ଡିଜିଟାଲ ଡେସ୍କ: ବାତ୍ୟା ‘ଦାନା’ ପାଇଁ ଲୋକମାନେ ଭୟଭୀତ ନହେବାକୁ ସରକାରଙ୍କ ପକ୍ଷରୁ ବାରମ୍ବାର ପରାମର୍ଶ ଦିଆଯାଉଛି। ତେବେ ଲୋକମାନେ ବାତ୍ୟା ସମୟରେ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ହେଲପଲାଇନ୍‌‌ ନମ୍ବରରେ…
Read More...

ବଙ୍ଗୋପସାଗରରେ ସୃଷ୍ଟି ହେଲା ‘ବାତ୍ୟା’; କାଲି ସ୍ଥଳଭାଗ ଛୁଇଁବ

ସମାଜ ଡିଜିଟାଲ ଡେସ୍କ: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଅବପାତ ବାତ୍ୟା ରୂପ ନେଇଛି। ୨୪ରେ ଭୀଷଣ ବାତ୍ୟାର ରୂପ ନେଇ ସେହିଦିନ ରାତି କିମ୍ବା ୨୫ ତାରିଖ ସକାଳେ ଉପକୂଳ ଅତିକ୍ରମ କରିବ। ପୁରୀ ଓ…
Read More...

ବାତ୍ୟା ନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ; ମନ୍ତ୍ରୀ କହିଲେ କାଲି ସନ୍ଧ୍ୟା ସୁଦ୍ଧା ସ୍ଥାନାନ୍ତର

ସମାଜ ଡିଜିଟାଲ ଡେସ୍କ: ସମ୍ଭାବ୍ୟ ବାତ୍ୟା ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ସବୁ ବିଭାଗର ସଚିବ ବୈଠକରେ ଯୋଗ ଦେଇଛନ୍ତି। ବାତ୍ୟାକୁ ନେଇ ପ୍ରତ୍ୟେକ ବିଭାଗ କିଭଳି ପ୍ରସ୍ତୁତି କରିଛନ୍ତି ସେନେଇ…
Read More...

ସତ ହେଉଛି ଖଡୀରତ୍ନ ପଞ୍ଜିକା; ଅକ୍ଟୋବରରେ ବାତ୍ୟା ନେଇ ଉଲ୍ଲେଖ

ସମାଜ ଡିଜିଟାଲ ଡେସ୍କ: ସତ ହେଉଛି ଖଡୀରତ୍ନ ପଞ୍ଜିକା। ଅକ୍ଟୋବର ମାସରେ ବାତ୍ୟା ନେଇ ପଞ୍ଜିକାରେ ପୂର୍ବରୁ ଉଲ୍ଲେଖ ରହିଛି। ଅକ୍ଟୋବର ୧୭ରୁ ୨୩ ଓ ୨୬ରୁ ୩୦ ତାରିଖ ମଧ୍ୟରେ ବାତ୍ୟା ନେଇ ପଞ୍ଜିକାରେ ଗଣନା ହୋଇଥିଲା।…
Read More...