www.samajalive.in
Saturday, December 6, 2025
16.1 C
Bhubaneswar

ବାତ୍ୟାରେ ଅସୁବିଧା ହେଲେ ଏହି ନମ୍ବରରେ କଲ୍‌‌ କରନ୍ତୁ

ସମାଜ ଡିଜିଟାଲ ଡେସ୍କ: ବାତ୍ୟା ‘ଦାନା’ ପାଇଁ ଲୋକମାନେ ଭୟଭୀତ ନହେବାକୁ ସରକାରଙ୍କ ପକ୍ଷରୁ ବାରମ୍ବାର ପରାମର୍ଶ ଦିଆଯାଉଛି। ତେବେ ଲୋକମାନେ ବାତ୍ୟା ସମୟରେ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ହେଲପଲାଇନ୍‌‌ ନମ୍ବରରେ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି।

ଭିତରକନିକା-ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା

- Advertisement -

ବାଲେଶ୍ୱର ଜିଲା ପାଇଁ ୦୬୭୮୨-୨୬୨୨୮୬, ୦୬୭୮୨-୨୬୧୦୭୭
ମୟୂରଭଞ୍ଜ ଜିଲା ପାଇଁ ୦୬୭୯୨-୨୫୨୭୫୯, ୦୬୭୯୨-୨୫୨୯୪୧
ଭଦ୍ରକ ଜିଲା ପାଇଁ ୦୬୭୮୪-୨୫୧୮୮୧ ନମ୍ବର
ଯାଜପୁର ଜିଲା ପାଇଁ ୦୬୭୨୮-୨୨୨୬୪୮
କେନ୍ଦ୍ରାପଡା ଜିଲା ପାଇଁ ୦୬୭୨୭-୨୩୨୮୦୩
କେନ୍ଦୁଝର ଜିଲା ପାଇଁ ୦୬୭୬୬-୨୫୫୪୩୭
ଜଗତସିଂହପୁର ଜିଲା ପାଇଁ ୦୬୭୨୪-୨୨୦୩୬୮
କଟକ ଜିଲା ପାଇଁ ୦୬୭୧-୨୫୦୭୮୪୨
ଢେଙ୍କାନାଳ ଜିଲା ପାଇଁ ୦୬୭୬୨-୨୨୬୫୦୭, ୦୬୭୬୨-୨୨୧୩୭୬
ଅନୁଗୁଳ ଜିଲା ପାଇଁ ୦୬୭୬୪-୨୩୦୯୮୦
ପୁରୀ ଜିଲା ପାଇଁ ୦୬୭୫୨-୨୨୩୨୩୭
ଖୋଦ୍ଧା ଜିଲା ପାଇଁ ୦୬୭୫୫-୨୨୦୦୦୨
ଗଞ୍ଜାମ ଜିଲା ପାଇଁ ୦୬୮୧୧-୨୬୩୯୭୮
ନୟାଗଡ଼ ଜିଲା ପାଇଁ ୦୬୭୫୩-୨୫୨୯୭୮ ନମ୍ବର ଜାରି କରାଯାଇଛି।

 

Hot this week

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

Related Articles

Popular Categories