ସମାଜ ଡିଜିଟାଲ ଡେସ୍କ: ପୁରୀ ସମୁଦ୍ର କୂଳରେ ବାଲୁକା କଳାରେ ବାତ୍ୟା ନେଇ ବାର୍ତ୍ତା ଦେଇଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ବାତ୍ୟା କୌଣସି ପରିସ୍ଥିତିରେ ଭୟଭୀତ ନହୋଇ ସୁରକ୍ଷିତ ରହିବାକୁ ବାଲୁକା କଳାରେ ପରାମର୍ଶ ଦେଇଛନ୍ତି। ବାଲୁକା କଳାରେ ମହାପ୍ରଭୁ ଜଗନ୍ନାଥଙ୍କ ଚିତ୍ର କରି ଲୋକଙ୍କୁ ସୁରକ୍ଷିତ ଭାବେ ରହିବାକୁ କହିଛନ୍ତି।



