Browsing Tag

Crime news

୨୯ ଜୀବନ ନେଲା ବିଷାକ୍ତ ମଦ, ୬୦ରୁ ଅଧିକ ଅସୁସ୍ଥ

ସମାଜ ଡିଜିଟାଲ ଡେସ୍କ: ୨୯ ଜୀବନ ନେଇଛି ବିଷାକ୍ତ ମଦ। ଏହା ସହିତ ବିଷାକ୍ତ ମଦ ପିଇ ୬୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ଏଭଳି ଘଟଣା ଘଟିଛି…
Read More...

ବଧୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ

ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ରଙ୍ଗେଇଲୁଣ୍ଡା ଗ୍ରାମର ଜଣେ ବିବାହିତ ମହିଳାଙ୍କୁ ଶ୍ୱଶୁର ଘର ଲୋକେ ହତ୍ୟା କରିଥିବା ଅଭିଯୋଗରେ ପୁଲିସ ଅଭିଯୁକ୍ତ ସ୍ୱାମୀ ବି. ଦଣ୍ଡପାଣିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…
Read More...

ଜନବହୁଳ ରାସ୍ତାରେ ଯୁବକଙ୍କୁ ପିଟି ପିଟି ହତ୍ୟା କଲେ ମାଫିଆ, ନୀରବଦ୍ରଷ୍ଟା ସାଜିଲେ ପଥଚାରୀ

ସମାଜ ଡିଜିଟାଲ ଡେସ୍କ: ଏକ ଜନଗହଳିପୂର୍ଣ୍ଣ ରାସ୍ତାରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ। ସର୍ବସମ୍ମୁଖରେ କାଠ ଫାଳିଆ ଏବଂ ଧାରୁଆ ଅସ୍ତ୍ରରେ ଆକ୍ରମଣ କଲେ। ଏହି ସମୟରେ ରାସ୍ତାରେ ଅନେକ ଲୋକ ଯାତାୟାତ କରୁଥିଲେ…
Read More...

ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା କୋର୍ଟରୁ ମିଳିଲା ଜାମିନ

ସମାଜ ଡିଜିଟାଲ ଡେସ୍କ: ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗୁରୁବାର ଜାମିନ ମିଳିଛି। ଖୋର୍ଦ୍ଧା କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି। ଚଳିତ ନିର୍ବାଚନ ସମୟରେ ଏକ ବୁଥରେ ଭୋଟଗ୍ରହଣ ସମୟରେ ପ୍ରଶାନ୍ତ ଇଭିଏମ…
Read More...

ପୁଲିସ ପଞ୍ଝାରେ ରାଜପଥ ଲୁଟେରା ଗ୍ୟାଙ୍ଗ, ସ୍ପିଡ୍‌‌ ବାଇକରେ ଆସି ଲୁଟୁଥିଲେ

ସମାଜ ଡିଜିଟାଲ ଡେସ୍କ: ସ୍ପିଡ୍‌‌ ବାଇକରେ ଆସି ଲୋକଙ୍କୁ ଲୁଟୁଥିଲେ। ମହିଳାଙ୍କ ବେକରୁ ସୁନା ଚେନ୍‌‌, ହାତରୁ ବ୍ୟାଗ ଝାମ୍ପି ଆଖି ପିଛୁଳାକେ ଫେରାର ହୋଇଯାଉଥିଲେ। ରାଜଧାନୀ ଭୁବନେଶ୍ୱର ଏବଂ ଏହାର ଆଖପାଖରେ ଏଭଳି…
Read More...

ସ୍ୱାମୀଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଲେ ମହିଳା

ପାଟଣା: ପାଟଣା ଥାନା ଉଦୟପୁର ଗ୍ରାମର ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏ ନେଇ ଥାନାରେ ସ୍ୱାମୀ ସୌମ୍ୟପ୍ରକାଶ ସିଂହଙ୍କ ନାମରେ ଏକ ମାମଲା ରୁଜୁ ହୋଇଥିବାବେଳେ ପୁଲିସ…
Read More...

ରାତି ଅଧରେ ଦୌଡ଼ାଇ ଦୌଡ଼ାଇ ନାବାଳକର ଚୋରି ନିଶା ଛଡ଼ାଇଲେ ଜିମ୍‌‌ ମାଲିକ, ତା’ ପରେ…

ସମାଜ ଡିଜିଟାଲ ଡେସ୍କ: ଚୋରି କରିବା ପାଇଁ ଜିମ୍‌‌ରେ ପଶିଥିଲେ। ହେଲେ ଧରାପଡ଼ିବା ପରେ ନୟାନ୍ତ ହେଲେ। ଜିମ୍‌‌ ମାଲିକ ଚୋରକୁ ଧରିବା ସହିତ ଦଣ୍ଡିତ କରିଛନ୍ତି। ଦଣ୍ଡ ସ୍ୱରୂପ ଅଭିଯୁକ୍ତ ନାବାଳକକୁ ଟ୍ରେଡ୍‌‌ ମିଲ୍‌‌ରେ…
Read More...

ଇଏମଆଇରେ ଲାଞ୍ଚ ନେଉଛନ୍ତି ଦୁର୍ନୀତିଗ୍ରସ୍ତ ଅଧିକାରୀ

ସମାଜ ଡିଜିଟାଲ ଡେସ୍କ: ଭାରତରେ ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସଂଖ୍ୟା କିଛି କମ୍‌‌ ନୁହେଁ। ଛୋଟ କାମଠାରୁ ଆରମ୍ଭ କରି ବଡ଼ କାମ ପର୍ଯ୍ୟନ୍ତ, ସବୁଥି ପାଇଁ ଲାଞ୍ଚ ଦରକାର ପଡ଼ୁଛି। ଯେତେ ସଚେତନତା, ଯେତେ…
Read More...

ସ୍ତ୍ରୀ ଓ ଦୁଇ ଝିଅ ସହ ଟ୍ରେନ ଆଗକୁ ଡେଇଁ ଜୀବନ ହାରିଲେ ରେଳ କର୍ମଚାରୀ

ସମାଜ ଡିଜିଟାଲ ଡେସ୍କ: ଟ୍ରେନ ଆଗକୁ ଡେଇଁ ଜୀବନ ହାରିଲେ ରେଳ କର୍ମଚାରୀ ଓ ତାଙ୍କ ପରିବାର ସଦସ୍ୟ। ଏଭଳି ଏକ ଛାତିଥରା ଘଟଣା ଘଟିଛି ମଧ୍ୟପ୍ରଦେଶର ଜବଲପୁର ଅଞ୍ଚଳରେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ…
Read More...

୩୬ ଘଣ୍ଟା ବିତିଲା, ଅପହୃତ ଡାକ୍ତରଙ୍କ ପତ୍ତା ମିଳୁନି

ମାଲକାନଗିରି: ମାଲକାନଗିରି ଜିଲାର କାଲିମେଳାରୁ ଅପହୃତ ଡାକ୍ତର ଅମ୍ଳାନ ଭୋଇଙ୍କ ପତ୍ତା ମିଳୁନାହିଁ। ଘଟଣାର ୩୬ ଘଣ୍ଟା ବିତିଯାଇଥିଲେ ହେଁ ଡାକ୍ତରଙ୍କୁ କିଏ ଅପହରଣ କରିଛି ଏବଂ ସେ ଏବେ କେଉଁଠି ଅଛନ୍ତି ତାହାକୁ ନେଇ…
Read More...