Browsing Tag

covid

ଆଶାର ସଂଚାର କରୁଛି ଡିଆରଡିଓର କୋଭିଡ ଚିକିତ୍ସା ଔଷଧ

ଦେଶରେ କୋଭିଡ-୧୯ ମହାମାରୀକୁ ନେଇ ହା ହାକାର ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ କୋଭିଡ ରୋଗୀଙ୍କ ଚିକିିତ୍ସା ପାଇଁ ଡିଆରଡିଓରଏକ ଅଗ୍ରଣୀ ଲାବୋରେଟୋରୀ ଇନଷ୍ଟିଚ୍ୟୁଟ ଅଫ ନ୍ୟୁକ୍ଲିୟର ମେଡିସିନ ଆଣ୍ଡ ଆଲାଏଡ ସାଇନ୍ସେସ…
Read More...

ଗତ ୨୪ ଘଣ୍ଟାରେ ୧,୯୬,୪୨୭ କରୋନା ସଂକ୍ରମିତ; ଦିନକରେ ୩୫୧୧ ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦୀର୍ଘ ଏକମାସ ମଧ୍ୟରେ ଦେଶରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ୨ ଲକ୍ଷ ତଳକୁ ଖସିଛି। କଡାକଡି ତାଲାବନ୍ଦ ସହିତ ସଂକ୍ରମିତଙ୍କୁ ଚିହ୍ନଟ ଓ ନମୁନା ପରୀକ୍ଷାକୁ ବ୍ୟାପକ କରାଯିବା ତଥା ଟିକାକରଣରୁ ସୁଫଳ…
Read More...

ରାଜ୍ୟରେ ଦିନକରେ ୩୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ; ଖୋର୍ଦ୍ଧାରୁ ସର୍ବାଧିକ ୭ ମୃତ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ପ୍ରାୟତଃ ସ୍ଥିର ରହୁଥିବାବେଳେ ଦିନକୁ ଦିନ କରୋନା ଜନିତ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି। ଗତକାଲି ଗୋଟିଏ ଦିନରେ ୩୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହା ଏପର୍ଯ୍ୟନ୍ତ…
Read More...

ରାଜ୍ୟରେ ଦିନକରେ ୧୦୯୩୯ ନୂଆ କରୋନା ସଂକ୍ରମିତ; ଖୋର୍ଦ୍ଧାରୁ ସର୍ବାଧିକ ୧୨୯୮ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୯୩୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୬୧୭୮ ଏବଂ ସ୍ଥାନୀୟ ସଂକ୍ରମିତ ୪୭୬୧ ଜଣ ରହିଛନ୍ତି। ରାଜ୍ୟରେ ଗୋଟିଏ ଦିନରେ ଚିହ୍ନଟ…
Read More...

ଭାରତରେ କୋଭିଡ ମୃତ୍ୟୁ ୩ ଲକ୍ଷ ଟପିଲା; ଆମେରିକା, ବ୍ରାଜିଲ ପରେ ତୃତୀୟ ସ୍ଥାନରେ

ନୂଆଦିଲ୍ଲୀ: ଭାରତରେ କୋଭିଡ-୧୯ ଜନିତ ମୃତ୍ୟୁସଂଖ୍ୟା ୩ ଲକ୍ଷ ଟପିଛି। ପୂର୍ବରୁ ଆମେରିକା, ବ୍ରାଜିଲରେ ଏହି କାରଣ ଜନିତ ମୃତ୍ୟୁ ୩ ଲକ୍ଷ ଅତିକ୍ରମ କରିସାରିଛି। ଫଳରେ କୋଭିଡ ଜନିତ ସର୍ବାଧିକ ମୃତ୍ୟୁସଂଖ୍ୟାରେ ଭାରତ…
Read More...

ଦିନକରେ ୨ ଲକ୍ଷ ୪୦ହଜାର ୮୪୨ ସଂକ୍ରମିତ, ୩୭୪୧ ମୃତ

ନୂଆଦିଲ୍ଲୀ: ଦେଶବ୍ୟାପୀ ତାଲାବନ୍ଦ ସହିତ କୋଭିଡ କଟକଣା ପାଳନ, ତାହାସହିତ ନମୁନା ପରୀକ୍ଷା ବୃଦ୍ଧି, ଟିକାକରଣ ଆଦିରୁ ସୁଫଳ ମିଳିବା ଆରମ୍ଭ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଦୈନିକ ସଂକ୍ରମଣ ସଂଖ୍ୟା ହ୍ରାସ…
Read More...

ଦିନକରେ ରାଜ୍ୟରେ ନୂଆ ୧୧୧୦୮ ଆକ୍ରାନ୍ତ ଚିହ୍ନଟ; ଖୋର୍ଦ୍ଧାରୁ ୧୪୫୧

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୧୦୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୪୫୧ ଜଣ ରହିଛନ୍ତି। ଏଥିସହିତ ଅନୁଗୁଳରୁ ୮୬୪, ବାଲେଶ୍ୱର ୫୦୯,…
Read More...

ଭବିଷ୍ୟତରେ କୋଭିଡ-୧୯ ସାଧାରଣ ଥଣ୍ଡା ରୋଗରେ ପରିଣତ ହୋଇପାରେ: ଗବେଷକ

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀର କାରଣ ହୋଇଥିବା ନୋଭେଲ କରୋନା ଭୂତାଣୁ ଭବିଷ୍ୟତରେ ସାଧାରଣ ଥଣ୍ଡା, କଫ, କାଶ, ଛିଙ୍କ ଠାରୁ ଆଉ ଅଧିକ ମାରାତ୍ମକ ହୋଇନପାରେ ବୋଲି ଏକ ଅଧ୍ୟୟନରୁ ଜଣାଯାଇଛି। ଜର୍ଣ୍ଣାଲ ଭାଇରସେସରେ…
Read More...

ଜୁଲାଇରେ ଶେଷ ହେବ କୋଭିଡ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ପ୍ରଭାବ; ଛଅମାସ ପରେ ଆସିବ ତୃତୀୟ ଲହର

ନୂଆଦିଲ୍ଲୀ: ଦେଶରେ ସଂପ୍ରତି ଦେଖାଦେଇଥିବା କୋଭିଡ-୧୯ ମହାମାରୀର ଦ୍ୱିତୀୟ ଲହର ସଂକ୍ରମଣ ପ୍ରଭାବ ଜୁଲାଇରେ କ୍ରମଶଃ ହ୍ରାସ ଘଟିବ। ତାହାର ପ୍ରାୟ ଛଅରୁ ଆଠମାସ ପରେ କୋଭିଡ-୧୯ର ତୃତୀୟ ଲହର ଆସିବା ଆଶା କରାଯାଉଛି। ଭାରତ…
Read More...

ରାଜ୍ୟରେ ଦିନକରେ ୧୧୭୩୨ ନୂଆ କରୋନା ସଂକ୍ରମିତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୧୭୧୦

ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୭୩୨ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୭୧୦ ଜଣ ଥିବା ଜଣାଯାଇଛି। ନୂଆକରି ଚିହ୍ନଟଙ୍କ ମଧ୍ୟରେ ସଂଗରୋଧରୁ ୬୫୬୯…
Read More...