Browsing Tag

china

ଅରୁଣାଚଳକୁ ପୁଣି ନିଜର କହିଲା ଚୀନ, ଗାଁ ନିର୍ମାଣ ଖବର ଉପରେ ଦେଲା ଏପରି ପ୍ରତିକ୍ରିୟା

ବେଜିଂ: ଭାରତର ଅରୁଣାଚଳ ପ୍ରଦେଶରେ ଚୀନ ଗାଁ ବସାଉଛି। ଏହି ଖବର ସାମ୍ନାକୁ ଆସିବା ପରେ ଚୀନ ପ୍ରତିକ୍ରିୟା ପ୍ରକାଶ କରି ଅରୁଣାଚଳ ପ୍ରଦେଶକୁ ନିଜର ବୋଲି ଦାବି ଦୋହରାଇଛି। ଚୀନ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର…
Read More...

ବାଇଡେନଙ୍କ ସମୟରେ ଚୀନ ପ୍ରତି କଠୋର ରହିବ ଆମେରିକାର ନୀତି

ଟୋକିଓ: ଜୋ ବାଇଡେନ ରାଷ୍ଟ୍ରପତି ହେବା ପରେ ଏସିଆ-ପାସିଫିକ(ପ୍ରଶାନ୍ତ ମହାସାଗର) ଅଞ୍ଚଳରେ ଆମେରିକାର ନୀତିରେ କି ପରିବର୍ତ୍ତନ ଆସିବ ତାହା ଉପରେ ସମସ୍ତଙ୍କ ନଜର ରହିଛି। ନିର୍ବାଚନ ଜିତିବା ପରେ ବାଇଡେନ କହିଥିଲେ ଯେ,…
Read More...

ଆଲିବାବା ପ୍ରତିଷ୍ଠାତା ଜ୍ୟାକ୍‌ ମା ନିଖୋଜ ! ଚୀନ ସରକାରଙ୍କ କାର୍ଯ୍ୟକଳାପ ଉପରେ ଉଠାଇଥିଲେ ପ୍ରଶ୍ନ

ବେଜିଂ: ଚୀନର ସବୁଠୁ ଧନୀ ବ୍ୟକ୍ତି ତଥା ଆଲିବାବା କମ୍ପାନୀର ପ୍ରତିଷ୍ଠାତା ଜ୍ୟାକ୍‌ ମା ନିଖୋଜ ଥିବା ନେଇ ସନ୍ଦେହ ପ୍ରକାଶ ପାଇଛି। ସେ ପ୍ରାୟ ୨ମାସ ହେଲା ନିଖୋଜ ଥିବା ଆଶଙ୍କା କରାଯାଉଛି। ଏହା ପୂର୍ବରୁ ସେ ଚୀନ…
Read More...

ଚୀନ ସହିତ ଆଲୋଚନାରୁ କୌଣସି ସୁଫଳ ମିଳିନାହିଁ: ରାଜନାଥ

ନୂଆଦିଲ୍ଲୀ: ଭାରତ ଏବଂ ଚୀନ ମଧ୍ୟରେ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି)କୁ ନେଇ ଗତ ମେ ମାସରେ ଆରମ୍ଭ ହୋଇଥିବା ବିବାଦ ଏବେ ବି ଜାରି ରହିଛି। ଦୁଇ ଦେଶ ମଧ୍ୟରେ ଅନେକ ଥର ଆଲୋଚନା ହୋଇସାରିଲାଣି, କିନ୍ତୁ ଏହା ଫଳପ୍ରଦ…
Read More...

ଭାରତର କଡ଼ା ଜବାବ; ଚୀନ ନାଗରିକଙ୍କ ଯାତ୍ରା ଉପରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ: ଚୀନ ନାଗରିକଙ୍କୁ ଭାରତ ମନା। କୌଣସି ଚୀନ ନାଗରିକ ଏଣିକି ଭାରତ ଆସିପାରିବେ ନାହିଁ। ଚୀନ ନାଗରିକଙ୍କ ଭାରତ ଯାତ୍ରା ଉପରେ ପ୍ରତିବନ୍ଧିକ ଲଗାଇବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିମାନ କମ୍ପାନୀଗୁଡ଼ିକୁ…
Read More...

ପାକିସ୍ତାନକୁ ୫୦ ସଶସ୍ତ୍ର ଡ୍ରୋନ ପଠାଇଲା ଚୀନ

ବେଜିଂ: ଚୀନ ପାକିସ୍ତାନକୁ ୫୦ଟି ସଶସ୍ତ୍ର ଡ୍ରୋନ ପଠାଇଛି। ଏହି ଡ୍ରୋନଗୁଡ଼ିକର ନାମ ହେଉଛି ୱିଙ୍ଗ ଲୁଙ୍ଗ୍‌ ୨। ଚୀନ ଏବଂ ପାକିସ୍ତାନର ଏହି ନୂଆ ଡିଲ୍‌ ଅତ୍ୟଧିକ ଉଚ୍ଚତା ବିଶିଷ୍ଟ ପାହାଡ଼ିଆ ଏବଂ ବରଫାବୃତ୍ତ…
Read More...

ଚୀନକୁ ବଡ଼ ଝଟ୍‌କା; ୧୨ କମ୍ପାନୀକୁ କଳା ତାଲିକାଭୁକ୍ତ କଲା ଆମେରିକା

ୱାଶିଂଟନ: ଚୀନକୁ ବଡ଼ ଝଟ୍‌କା ଦେଇଛି ଆମେରିକା। ଚୀନର ପ୍ରାୟ ୧୨ଟି ବଡ଼ କମ୍ପାନୀକୁ ଆମେରିକା କଳା ତାଲିକାଭୁକ୍ତ କରିଛି। ଏହି କମ୍ପାନୀଗୁଡ଼ିକ ମଧ୍ୟରେ ଚୀନର ସବୁଠୁ ବଡ଼ ଚିପ୍‌ ନିର୍ମାତା କମ୍ପାନୀ ‘ସେମିକଣ୍ଡକ୍ଟର…
Read More...

ଭାରତ-ଚୀନ ସୀମା ବିବାଦକୁ ନେଇ ଏପରି କହିଲେ ବିପିନ ରାୱତ

କଲକାତା: ଚୀନ ସହିତ ସୀମା ବିବାଦକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଜାରି ରହିଛି। ସୀମାରେ ଚୀନର ଜବରଦଖଲ ଉଦ୍ୟମକୁ ଭାରତ କଡ଼ା ବିରୋଧ କରିଛି। ଏହି ପରିସ୍ଥିତିରେ ତିନି ସେନାର ମୁଖ୍ୟ ତଥା ଚିଫ୍‌ ଅଫ୍‌ ଡିଫେନ୍ସ…
Read More...

ଚୀନର ୧୪ ବରିଷ୍ଠ ଅଧିକାରୀଙ୍କୁ ଆମେରିକା ମନା

ୱାଶିଂଟନ: ଆମେରିକା ଓ ଚୀନ ମଧ୍ୟରେ ଉତ୍ତେଜନା ଧୀରେ ଧୀରେ ବଢ଼ିବାରେ ଲାଗିଛି। କରୋନା ଭୂତାଣୁକୁ ନେଇ ଆମେରିକା ଚୀନ ବିରୋଧରେ ବିଭିନ୍ନ କଟକଣା ଲଗାଇଥିବା ବେଳେ ଏବେ ହଂକଂ ପ୍ରସଙ୍ଗରେ ମଧ୍ୟ କଡ଼ା ଆଭିମୁଖ୍ୟ ନେଇଛି।…
Read More...

ଚୀନକୁ ବାଇଡେନ୍‌ଙ୍କ ଝଟ୍‌କା

ୱାଶିଂଟନ୍‌: ଚୀନ ପ୍ରତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଠୋର ଆଭିମୁଖ୍ୟ ଗ୍ରହଣ କରୁଥିଲେ। ଦୁଇ ଦେଶ ମଧ୍ୟରେ ବାଣିଜ୍ୟକୁ ନେଇ ଆମେରିକା ଚୀନ ଉପରେ କିଛି କଟକଣା ଲଗାଇଥିଲା। ଚୀନରୁ ବିଭିନ୍ନ ସାମଗ୍ରୀ ଆମଦାନୀ…
Read More...