Browsing Tag

cbse

ଆଜିଠୁ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା

ନୂଆଦିଲ୍ଲୀ: ଆଜିଠାରୁ (ଗୁରୁବାର) ଆରମ୍ଭ ହେଉଛି ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା । ଚଳିତ ବର୍ଷ ୩୯ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଏଥିମଧ୍ୟରୁ ରାଜ୍ୟରେ ପ୍ରାୟ ୬୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା…
Read More...

ସିବିଏସଇ ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ଟର୍ମ-୨ ପରୀକ୍ଷା ଏପ୍ରିଲ ୨୬ରୁ

ନୂଆଦିଲ୍ଲୀ : ଏପ୍ରିଲ ୨୬ ତାରିଖରୁ ଆରମ୍ଭ ହେବ ସିବିଏସଇର ଉଭୟ ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ଟର୍ମ-୨ ପରୀକ୍ଷା। ଏନେଇ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼(ସିବିଏସଇ) ପକ୍ଷରୁ  ପରୀକ୍ଷାସୂଚୀ  ଶୁକ୍ରବାର ପ୍ରକାଶ…
Read More...

ସିବିଏସଇ ଦଶମ ଫଳ ପ୍ରକାଶିତ, ପାସ୍‌ ହାର ୯୯.୦୪%

ନୂଆଦିଲ୍ଲୀ: ସିବିଏସଇ ଦଶମ ପରୀକ୍ଷା ଫଳ ମଙ୍ଗଳବାର ଦିନ ୧୨ଟାରେ ପ୍ରକାଶ ପାଇଛି। cbseresults.nic.in ଓ cbse.gov.inରେ ଲଗ୍ ଇନ୍ କରି ଛାତ୍ରଛାତ୍ରୀ ନିଜ ଫଳାଫଳ ଦେଖିପାରିବେ। ଚଳିତବର୍ଷର ପାସ୍ ହାର ୯୯.୦୪%…
Read More...

ଆଉ କିଛି ଘଣ୍ଟାରେ ସିବିଏସ୍ଇ ଦ୍ବାଦଶ ପରୀକ୍ଷା ଫଳ

ନୂଆଦିଲ୍ଲୀ: ଆଜି ଅପରାହ୍ନ ୨ଟାରେ ପ୍ରକାଶ ପାଇବ ସିବିଏସ୍ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ। ବୋର୍ଡ଼ର ଅଫିସିଆଲ୍ ୱେବସାଇଟ୍ cbseresults.nic.in. ରେ ଛାତ୍ରଛାତ୍ରୀମାନେ ସେମାନଙ୍କର ଫଳାଫଳ ଦେଖିପାରିବେ।…
Read More...

ସିବିଏସଇ ୧୦ମ ପରୀକ୍ଷାରେ ପ୍ରୟାସଙ୍କ ସଫଳତା

ଭୁବନେଶ୍ଵର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇ) ଦ୍ବାରା ପରିଚାଳିତ ୧୦ମ ପରୀକ୍ଷାରେ କେନ୍ଦ୍ରାପଡ଼ା ଜିଲାର ଛାତ୍ର ପ୍ରୟାସ ରାଉତ ସଫଳତା ହାସଲ କରିଛନ୍ତି। ସେ ସର୍ବଭାରତୀୟ ସ୍ତରରେ ୫ମ ସ୍ଥାନ ଅଧିକାର କରି…
Read More...

ସିବିଏସଇ ୧୦ମ, ଦ୍ବାଦଶ ପରୀକ୍ଷା ବାତିଲ, ସୁପ୍ରିମକୋର୍ଟଙ୍କୁ ଜଣାଇଲା ବୋର୍ଡ

ନୂଆଦିଲ୍ଲୀ: ଚଳିତବର୍ଷ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇ) ୧୦ମ ଏବଂ ଦ୍ବାଦଶ ପରୀକ୍ଷା ହେବ ନାହିଁ। ପରୀକ୍ଷା ବାତିଲ କରିବାକୁ ବୋର୍ଡ ନିଷ୍ପତ୍ତି ନେଇଛି। ଏ ସମ୍ପର୍କରେ ଗୁରୁବାର ବୋର୍ଡ ପକ୍ଷରୁ…
Read More...

ମେ ୧୦ରୁ ସିବିଏସ୍‌ଇ ଦଶମ ଓ ଦ୍ବାଦଶ ଶ୍ରେଣୀ ମୂଲ୍ୟାୟନ ଆରମ୍ଭ

ଭୁବନେଶ୍ବର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) ଦ୍ବାରା ପରିଚାଳିତ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷାଖାତା ମୂଲ୍ୟାୟନ ମେ ୧୦ ରବିବାର ଆସନ୍ତକାଲି ଠାରୁ ଆରମ୍ଭ ହେବ। ସାରା ଦେଶରେ ମୂଲ୍ୟାୟନ କେନ୍ଦ୍ର…
Read More...

ସିବିଏସ୍ଇ ର ‘ଫି’ ବୃଦ୍ଧିକୁ ବିରୋଧ; ମଙ୍ଗଳବାରଠାରୁ ଅଭିଭାବକ ମହାସଙ୍ଘର ଆନ୍ଦୋଳନ ଧମକ

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପକ୍ଷରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ‘ଫି’ ବୃଦ୍ଧିକୁ ବିଭିନ୍ନ ମହଲରେ ବିରୋଧ କରାଯାଇଛି । ଏହି କ୍ରମରେ ଅଭିଭାବକ ମହାସଙ୍ଘ ମଙ୍ଗଳବାରଠାରୁ…
Read More...

ସିବିଏସ୍‌ଇ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୪୯୯ ରଖି ୧୩ ଜଣ ଟପ୍ପର

ନୂଆଦିଲ୍ଲୀ .- ସିବିଏସ୍ଇ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀର ପରୀକ୍ଷାଫଳ ପ୍ରକାଶିତ ହୋଇଛି । ଏଥିରେ ୧୩ ଜଣ ଛାତ୍ରଛାତ୍ରୀ ୫୦୦ରୁ ୪୯୯ ନମ୍ବର ରଖି ଟପ୍ପର ହୋଇଛନ୍ତି । ଚଳିତ ଥର ୯୧.୧ ପ୍ରତିଶତ ପରୀକ୍ଷାର୍ଥୀ ପରୀକ୍ଷାରେ…
Read More...