Browsing Tag

caa

ଇଦରେ ଗର୍ଜିଲେ ଦିଦି: ବଞ୍ଚିଥିବା ଯାଏ ଲାଗୁ ହେବାକୁ ଦେବିନି ସିଏଏ

ପଶ୍ଚିମବଙ୍ଗ: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମସ୍ତଙ୍କୁ ଇଦ ଅବସରରେ ଶୁଭେଚ୍ଛା ଜଣାଇବା ସହ ଆୟୋଜିତ ରୋଡ ସୋରେ ସାମିଲ ହୋଇଥିଲେ। ଇଦ ଖୁସି ଏବଂ ଶକ୍ତି ପ୍ରଦାନର ପର୍ବ ବୋଲି ମମତା କହିଛନ୍ତି। ଏହି ଅବସରରେ ମୁସଲମାନ…
Read More...

କୌଣସି ପରିସ୍ଥିତିରେ ବି ସିଏଏ ପ୍ରତ୍ୟାହାର ହେବ ନାହିଁ- ଶାହା

ନୂଆଦିଲ୍ଲୀ: ସାରା ଦେଶରେ ନାଗରିକତା ସଂଶୋଧନ ଆଇନ ଲାଗୁ ହେବା ପରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି । ବିରୋଧୀ ଏହାକୁ ନେଇ ରାଜନୀତି କରୁଥିବା ବେଳେ ଗୃହମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଏହା ଉପରେ ସ୍ପଷ୍ଟିକରଣ…
Read More...

କେନ୍ଦ୍ରଗୃହ ମନ୍ତ୍ରୀଙ୍କ ବଡ ଘୋଷଣା; ନିର୍ବାଚନ ପୂର୍ବରୁ ଲାଗୁ ହେବ ସିଏଏ

ସମାଜ ଡିଜିଟାଲ ଡେସ୍କ: ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ) ସମ୍ପର୍କରେ ଶନିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ସିଏଏ…
Read More...

୧୦୦ ଦିନ ପରେ ସାହିନବାଗରୁ ଆନ୍ଦୋଳନକାରୀଙ୍କୁ ହଟାଇଲା ପୁଲିସ

ନୂଆଦିଲ୍ଲୀ: ନାଗରିକ ସଂଶୋଧନ ଆଇନ(ସିଏଏ) ପ୍ରତିବାଦରେ ଦିଲ୍ଲୀର ସାହିନବାଗରେ ପ୍ରାୟ ୧୦୦ ଦିନ ଧରି ଧାରଣା ଦେଇଥିବା ଆନ୍ଦୋଳନକାରୀଙ୍କୁ ପୁଲିସ ହଟାଇ ଦେଇଛି। ମଙ୍ଗଳବାର ସକାଳେ ପୁଲିସ ଫୋର୍ସ ଧାରଣା ସ୍ଥଳରେ ପହଞ୍ଚି…
Read More...

ଭାରତ ବନ୍ଦ ପାଳନ ବେଳେ ବିଜେପି ନେତାଙ୍କ ସିଏଏ ସମର୍ଥନ ରାଲି, ଉଭୟ ଗୋଷ୍ଠୀ ମୁହାଁମୁହିଁ

ନୂଆଦିଲ୍ଲୀ: ଗୋଟିଏ ପଟରେ ସିଏଏ ଏବଂ ଏନଆରସି ବିରୋଧରେ ଜାଫରାବାଦରେ ଭୀମ ଆର୍ମି ପକ୍ଷରୁ ଭାରତ ବନ୍ଦ ଆନ୍ଦୋଳନ ଚାଲୁଥିବା ବେଳେ ଅନ୍ୟପଟରେ ବିଜେପି ନେତା କପିଲ ମିଶ୍ରା ନିଜ କର୍ମୀଙ୍କ ସହ ସିଏଏ ସମର୍ଥନରେ ରାଲି ନେଇ…
Read More...

୭୦ ଦିନ ପରେ ଜାମିଆରୁ ନୋଏଡାକୁ ଖୋଲିଲା ରାସ୍ତା, ବିକ୍ଷୋଭକାରୀ ଦୁଇ ଭାଗ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ବି​‌ରୋଧରେ ଆନ୍ଦୋଳନ ଯୋଗୁ ୭୦ ଦିନ ଧରି ବନ୍ଦ ରହିଥିବା ଜାମିଆରୁ କାଳିନ୍ଦୀ କୁଞ୍ଜ ଅଭିମୁଖେ ଯାଇଥିବା ରାସ୍ତା ଶନିବାର ସନ୍ଧ୍ୟାରେ ଖୋଲିଛି। ଏହି ୯ ନମ୍ବର ରାସ୍ତାଟି…
Read More...

‘ପାକିସ୍ତାନ ଜିନ୍ଦାବାଦ’ ନାରା ଦେଇଥିବା ଅମୂଲ୍ୟାଙ୍କ ଘରକୁ ପଥର ମାଡ଼, ଭଙ୍ଗାରୁଜା

ବେଙ୍ଗାଲୁରୁ: ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧୀ ରାଲିରେ ‘ପାକିସ୍ତାନ ଜିନ୍ଦାବାଦ’ ନାରା ଦେଇଥିବା ଅମୂଲ୍ୟା ଲିୟୋନାଙ୍କ ଘର ଭଙ୍ଗାରୁଜା କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏକାଧିକ ଅଜ୍ଞାତ ବ୍ୟକ୍ତି…
Read More...

ଦେଶ ବିରୋଧୀ ନାରା ଦେଇଥିବା ଯୁବତୀ ଆତଙ୍କବାଦୀଙ୍କ ସହ ସମ୍ପୃକ୍ତ: ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ: ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ବେଙ୍ଗାଲୁରୁରେ ଆୟୋଜିତ ରାଲିରେ ଏଆଇଏମଆଇଏମ ମୁଖ୍ୟ ଅସଉଦ୍ଦିନ ଓୱେସୀଙ୍କ ସାମ୍ମାନରେ ପାକିସ୍ତାନ ଜିନ୍ଦାବାଦ ନାରା ଦେଇଥିବା ଅମୂଲ୍ୟା ଲିୟୋନଙ୍କର ଆତଙ୍କବାଦୀଙ୍କ…
Read More...

ଭାଷଣରେ ଏମିତି କିଛି କହିଥିଲେ ଶରଜିଲ, ଯାହାକୁ ନେଇ ଅଧଘଣ୍ଟା ଭିତରେ ଜାମିଆରେ ହୋଇଗଲା ଦଙ୍ଗା

ନୂଆଦିଲ୍ଲୀ: ଦେଶ ବିରୋଧୀ ଭାଷଣ ଦେବା ଏବଂ ଜାମିଆ ଦଙ୍ଗା ମାମଲାରେ ଜବାହରଲାଲ ନେହେରୁ ବିଶ୍ଵବିଦ୍ୟାଳୟ(ଜେଏନୟୁ) ଛାତ୍ର ଶରଜିଲ ଇମାମଙ୍କୁ ପୁଲିସ ଗିରଫ କରିଛି। ଶରଜିଲ ଦିଲ୍ଲୀର ଶାହିନବାଗରେ ଭାଷଣ ଦେବା ସମୟରେ ଏମିତି…
Read More...

ଶାହିନବାଗରେ ୪ ମାସର ଶିଶୁ ମୃତ୍ୟୁ ଘଟଣା; କେନ୍ଦ୍ର ଓ ଦିଲ୍ଲୀ ସରକାରକୁ ସୁପ୍ରିମକୋର୍ଟ ନୋଟିସ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ଶାହିନବାଗରେ ଚାଲିଥିବା ଆନ୍ଦୋଳନ ସମୟରେ ଜଣେ ୪ମାସର ଶିଶୁର ମୃତ୍ୟୁ ଘଟିଥିଲା। ଏହି ଘଟଣା ବିଷୟରେ ସୁପ୍ରିମକୋର୍ଟ ଅବଗତ ହେବା ପରେ ଏହାର ଶୁଣାଣି କରିଛନ୍ତି।…
Read More...