bjd gruha runa banner
Browsing Tag

burla news odia news odisha news

ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀଙ୍କ ମାରାଥନ କାର୍ଯ୍ୟକ୍ରମ

ବୁର୍ଲା : ସମ୍ବଲପୁର ସହରରେ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ମାରାଥନ କାର୍ଯ୍ୟକ୍ରମ। ପ୍ରଥମେ ସମ୍ବଲପୁର ରେଳ ଷ୍ଟେସନ ରେ ଉପସ୍ଥିତ ରହି ସମ୍ବଲପୁର ଅଯୋଧ୍ୟା ତୀର୍ଥକ୍ଷେତ୍ର ଆସ୍ଥା ଟ୍ରେନର ଶୁଭାରମ୍ଭ…
Read More...

ବୁର୍ଲାର ପାଣି ଫିଲଟର କାରଖାନାରୁ ଚୋରି ; ଦୁଇ ଗିରଫ

ବୁର୍ଲା : ବୁର୍ଲା ସହରର ଗୋଲଗୁଣ୍ଡା ନିକଟରେ ଥିବା ଏକ ପାଣି ଫିଲ୍ଟର କାରଖାନାରୁ ବିଭିନ୍ନ ସାମଗ୍ରୀ ଚୋରି କରି ଧରାପଡିଲେ ଦୁଇ ଅଭିଯୁକ୍ତ। ଅଭିଯୁକ୍ତଙ୍କ ଠାରୁ ପୁଲିସ ସମସ୍ତ ଚୋରି ସାମଗ୍ରୀ ଉଦ୍ଧାର କରିଥିବା…
Read More...

ଅଭାବନୀୟ, ଆଶ୍ଚର୍ଯ୍ୟଚକିତ ;ଶାଶୁଙ୍କୁ ହତ୍ୟା କରିବା ପାଇଁ କେନାଲ ପାଣିରେ ଫିଙ୍ଗିଲା ବୋହୂ

ବୁର୍ଲା : ପୂର୍ବରୁ ଶ୍ବଶୁର ଘର ପକ୍ଷରୁ ବୋହୂକୁ ନିର୍ଯ୍ୟାତନା ଦିଆଯିବା ଘଟଣା ଘଟୁଥିବା ବେଳେ ବର୍ତ୍ତମାନ ଯୁଗରେ ବୋହୂ କେତେକ କ୍ଷେତ୍ରରେ ସ୍ୱାମୀକୁ ନିର୍ଯ୍ୟାତନା ଦେବା ଏବଂ ଶାଶୁ ଶ୍ବଶୁରଙ୍କୁ ହଇରାଣ ହରକତ କରି ଘରୁ…
Read More...

ଦେବ୍ରିଗଡରେ ଇକୋଟୋରିଜିମ୍ ତଥା ପର୍ଯ୍ୟଟନ କ୍ଷେତ୍ରରେ ଅଭିବୃଦ୍ଧି

ବୁର୍ଲା : ଦେବ୍ରିଗଡରେ ଇକୋଟୋରିଜିମ୍ ତଥା ପର୍ଯ୍ୟଟନ କ୍ଷେତ୍ରରେ ଅଭିବୃଦ୍ଧି ହୋଇଛି। ଗତ ବର୍ଷ ୨୦୨୨-୨୩ ମସିହାରେ ୩୦ ହଜାର ପର୍ଯ୍ୟଟକଙ୍କ ଆଗମନ ଡେବ୍ରିଗଡ ଅଭୟାରଣ୍ୟକୁ ହୋଇଥିଲା। ବିଶେଷ କରି ବିଦେଶୀ ପର୍ଯ୍ୟଟକଙ୍କୁ…
Read More...

ଜଙ୍କଫୁଡ଼ରେ ପୋଷଣଯୁକ୍ତ ମାଣ୍ଡିଆ ଖାଦ୍ୟ

ବୁର୍ଲା : ସମ୍ବଲପୁର ବିଶ୍ୱବିଦ୍ୟାଳୟର ଖାଦ୍ୟ ବୈଷୟିକ ବିଜ୍ଞାନ ଏବଂ ପୁଷ୍ଟିସାଧନ ବିଭାଗ ଏବଂ ଜିଲ୍ଲା କୃଷି ବିଭାଗ ସମ୍ବଲପୁର ମିଳିତ ଆନୁକୁଲରେ ଓଡ଼ିଶା ମାଣ୍ଡିଆ ମିଶନର ଖାଦ୍ୟ ପ୍ରସ୍ତୁତୀ ପ୍ରତିଯୋଗିତା ଏବଂ…
Read More...

ଗୋରୁ ବୋଝେଇ ଟ୍ରଲର ଦୁର୍ଘଟଣାଗ୍ରସ୍ତ ୪ ମୃତ, ଜଣେ ଗୁରୁତର

ବୁର୍ଲା : ୫୩ ନମ୍ବର ଜାତୀୟ ରାଜପଥ ବୁର୍ଲା ଆମ୍ବସଢା କଣ୍ଟାପାଲି ନିକଟରେ ଏକ ଅବୈଧ ଗୋରୁ ବୋଝେଇ ଟ୍ରଲର ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ୪ ଜଣ ଗୋଚାଲାଣକାରୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି।  ଜଣେ ଗୁରୁତର ଆହତ ଅବସ୍ଥାରେ…
Read More...

ଦହିବରା ବ୍ୟବସାୟୀଙ୍କୁ ଛୁରାମାଡ଼ କରି ଦୁର୍ବୃତ୍ତ ଗିରଫ

ବୁର୍ଲା : ବୁର୍ଲା ସହରରେ ଜଣେ ଦହିବରା ବ୍ୟବସାୟୀଙ୍କୁ ଛୁରାମାଡ ହୋଇଥିବା ସୂଚନା ମିଳିଛି। ଦିନ ଦ୍ୱିପହରରେ ସହର ମଙ୍ଗଳାମନ୍ଦିର ନିକଟରେ ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି। ଛୁରାମାଡରେ ଆହତ…
Read More...

ବୁର୍ଲା ଭିମସାର ରକ୍ତଦାନ ଶିବିର: ୬୦ ୟୁନିଟ ରକ୍ତ ସଂଗୃହିତ

ବୁର୍ଲା : ବୁର୍ଲା ଭିମସାର ସେବିକା ସଂଘ ପକ୍ଷରୁ ଗୁରୁଦିବସ ଅବସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଭିମସାର ହସପିଟାଲ ପରିସରରେ ରହିଥିବା ନର୍ସିଂ କର୍ମଚାରୀ ସଂଘ କୋଠାରେ ଆୟୋଜିତ ରକ୍ତଦାନ…
Read More...

ବୁର୍ଲା ସହରର ପ୍ଲାନେଟୋରିୟମ ନିକଟର ସ୍ମାର୍ଟ ପାର୍କ ଉଦଘାଟିତ

ବୁର୍ଲା : ସମ୍ବଲପୁର ମହାନଗର ନିଗମ ଅର୍ନ୍ତଭୁକ୍ତ ଶିକ୍ଷାରନଗରୀ ବୁର୍ଲା ସହରର ଏପିଜେ ଅବଦୁଲ କଲାମ ପ୍ଲାନେଟୋରିୟମ ନିକଟରେ ଟେକ୍ନୋଲୋଜି ବା ସ୍ମାର୍ଟ ପାର୍କ ନିର୍ମାଣ ପାଇଁ ଗତ ୨୦୨୧ ମସିହାରେ ମାର୍ଚ୍ଚ ମାସରେ ସୂଚନା…
Read More...

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସମ୍ୱଲପୁର ବିଶ୍ବବିଦ୍ୟାଳୟର ମେଡିକାଲ ଫିଜିକ୍ସର ପୂର୍ବତନ ଛାତ୍ର ଅଜିତ

ବୁର୍ଲା :  ଉତ୍ସର୍ଗୀକୃତ ତଥା ଜ୍ଞାନ ବାଣ୍ଟିବାର ଏକ ଅଭୂତପୂର୍ବ କାର୍ୟ୍ୟରେ ସମ୍ୱଲପୁର ବିଶ୍ବବିଦ୍ୟାଳୟର ମେଡିକାଲ ଫିଜିକ୍ସ ବିଭାଗର ପୂର୍ବତନ ଛାତ୍ର ଅଜିତ କୁମାର ମଲ୍ଲିକ ଏକ ମାଇଲଖୁଣ୍ଟ ସ୍ଥାପନ କରି ଇଣ୍ଡିଆ ବୁକ୍…
Read More...