Browsing Tag

boudh news odia news odisha news

କାମରେ ଆସୁନି ଟିିରିଚିମୁଣ୍ଡା ଚେକଡ୍ୟାମ, ଚିନ୍ତାରେ ଚାଷୀ

ବୌଦ୍ଧ : ଚଳିତ ବର୍ଷ ବୌଦ୍ଧ ଜିଲ୍ଲାରେ ସ୍ୱଳ୍ପ ବୃଷ୍ଟି ପାତ ଯୋଗୁଁ ଚାଷୀ ଚିନ୍ତାରେ ପଡିଯାଇଥିବା ବେଳେ ଗତ କିଛି ଦିନ ଧରି ଜିଲ୍ଲାରେ ଲଗାଣ ବର୍ଷ ଯୋଗୁଁ ଚାଷୀ ମନରେ ଆଶା ସଂଚାର କରିଛି। ବର୍ଷା ଯୋଗୁଁ ଅନେକ ନାଳରେ…
Read More...

୪୦୫ କିଲୋ ଗଞ୍ଜେଇ ଜବତ ,ଜଣେ ଗିରଫ

ବୌଦ୍ଧ  : ବୌଦ୍ଧ ଥାନା ପକ୍ଷରୁ ଏକ ଗାଡି ଉପରେ ଚଢାଉ କରାଯାଇ ୪୦୫ କିଲୋ ଗଞ୍ଜେଇ ଜବତ କରାଯାଇ ଥିବା ବେଳେ ଜଣକୁ ଗିରଫ କରାଯାଇଛି। ସୂଚନା ମତେ, ବୌଦ୍ଧ ଥାନା ଅନ୍ତର୍ଗତ ବଢିଗାଁ ପଟୁ ଡାଙ୍ଗପଡା ଦେଇ ଏକ ଗାଡିରେ ଗଞ୍ଜେଇ…
Read More...

ଅଁଳାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାନୀୟ ଜଳର ସମସ୍ୟା

ବାଉଁଶୁଣି : ବୌଦ୍ଧ ବ୍ଳକ ଅଁଳାପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଅଁଳାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଣିର ସମସ୍ୟା ହେଉଥିବା ଅଭିଯୋଗ ହେଉଛି। ବିଦ୍ୟାଳୟ ପରିସରରେ ଥିବା ବୋରୱେଲରେ ପାଣି ବାହାରୁ ନଥିବାରୁ…
Read More...

ପାଇପ୍ ଫାଟି ପିଇବା ପାଣିରେ ମିଶୁଛି ଡ୍ରେନ୍ ପାଣି

ବାଉଁଶୁଣୀ : ବୌଦ୍ଧ ଜିଲ୍ଲା ସଦର ବ୍ଳକ୍ ଅନ୍ତର୍ଗତ ବାଉଁଶୁଣି ହେଉଛି ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଓ ବ୍ୟବସାୟ କାରବାର ଏକ ପେଣ୍ଠସ୍ଥଳୀ। ପ୍ରାୟତଃ ୧୦ଟି ପଞ୍ଚାୟତବାସୀ ବାଉଁଶୁଣି ଉପରେ ନିର୍ଭର କରନ୍ତି। କିନ୍ତୁ…
Read More...

୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ୬ ଦଫା ଦାବିପତ୍ର ପ୍ରଦାନ

ବୌଦ୍ଧ : ଜନସାଧାରଣଙ୍କ ପାଇଁ ଜରୁରୀ ସେବା ଯୋଗାଇଦେଉଥିବା ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନଙ୍କ ପକ୍ଷରୁ ୬ ଦଫା ଦାବିପତ୍ର ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ବନ୍ୟା,ବାତ୍ୟା ହେଉକି…
Read More...

ଅଧ୍ୟାପକ ପ୍ରବୀର ଦାସଙ୍କୁ ଅନ୍ତରାଷ୍ଟ୍ରୀୟ ପରିବେଶ ବିଜ୍ଞାନୀ ପୁରସ୍କାର

ବୌଦ୍ଧ : ଜାମ୍ମୁକାଶ୍ମୀରର ରାଜଧାନୀ ଶ୍ରୀନଗର ଠାରେ ଅନୁଷ୍ଠିତ ପଞ୍ଚମ ଆନ୍ତର୍ଜାତିକ ଜଳବାୟୁ ପରିବର୍ତ୍ତନ ଓ ତାର ପ୍ରଭାବ ସମ୍ମିଳନୀରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନର ବିଭାଗ ମୁଖ୍ୟ ତଥା…
Read More...

କାମାରକୁଡା ଜଙ୍ଗଲରୁ ଗଞ୍ଜେଇ ଜବତ ; ଅଭିଯୁକ୍ତ ଫେରାର

ବୌଦ୍ଧ : ବୌଦ୍ଧ ପୁଲିସ ପକ୍ଷରୁ ପ୍ରତିଦିନ ବ୍ୟାପକ ଭାବେ ବେଆଇନ ଗଞ୍ଜେଇ ଚାଲାଣ ଓ ରଖିବା ଉପରେ ଚଢାଉ ଜାରି ରଖିଛି। ଗତ ସୋମବାର ଦିନ  ବୌଦ୍ଧ ପୁଲିସ ବଘିଆପଡା ଅଞ୍ଚଳର କାମରକୁଡା ଜଙ୍ଗଲରେ ଗଞ୍ଜେଇ ଥିବା ଖବର ପାଇ ଚଢାଉ…
Read More...

୧୪ ଜଣଙ୍କୁ ରେଡକ୍ରସରୁ ୧ ଲକ୍ଷ ୯ ହଜାର ଟଙ୍କାର ସହାୟତା ପ୍ରଦାନ 

ବୌଦ୍ଧ : ବୌଦ୍ଧ ଜିଲାପାଳଙ୍କ କାର୍ୟ୍ୟାଳୟ ଠାରେ ଜିଲାପାଳ ସତ୍ୟରଂଜନ ସାହୁ ୧୪ ଜଣଙ୍କୁ ଉଚ୍ଚଚିକିତ୍ସା ଏବଂ ଜିବିକା ନିର୍ବାହ ପାଇଁ ୧ ଲକ୍ଷ ୯ ହଜାର ଟଙ୍କାର ସହାୟତା ପ୍ରଦାନ କରିଛନ୍ତି । ଜିଲାପାଳ ସତ୍ୟରଂଜନ ସାହୁ…
Read More...

ବୌଦ୍ଧ ବ୍ରିଜଛକ ଡକାୟତି ଘଟଣା.. ୨ ଗିରଫ

ବୌଦ୍ଧ : ବୌଦ୍ଧ ସହରର ବ୍ରିଜ ଛକ ଠାରେ ହୋଇଥିବା ଡକାୟତି ଘଟଣାରେ ବୌଦ୍ଧ ପୁଲିସ ୨ ଜଣକୁ ଗିରଫ କରିଛି। ସୂଚନା ମତେ, ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ଅନ୍ତର୍ଗତ କୁକୁଡା ବାହାଲି ଗ୍ରାମର ଦଣ୍ଡୁଆ ପ୍ରଧାନ ଓ ତାଙ୍କର…
Read More...

ବୌଦ୍ଧରେ କୂଳ ଖାଇ ଚାଲିଛି ମହାନଦୀ

ବୌଦ୍ଧ : ଚଳିତବର୍ଷ ସ୍ୱାଭାବିକ ମୌସୁମୀ ବର୍ଷା ନେଇ ପାଣିପାଗ ବିଜ୍ଞାନୀମାନେ ପୂର୍ବ ସୂଚନା ଦେଇ ସାରିଲେଣି। ପ୍ରତିବର୍ଷ ଜୁଲାଇ ଠାରୁ ସେପ୍ଟେମ୍ବର ମାସ ଆରମ୍ଭ ହେବା ପର୍ଯ୍ୟନ୍ତ ବୌଦ୍ଧ ଜିଲାରେ ବର୍ଷା ବିତ୍ପାତ ଘଟିବା…
Read More...