Browsing Tag

bhadrak

ଧାନ ସଂଗ୍ରହ କେନ୍ଦ୍ରରେ ବିଷ ପିଇଲେ ଚାଷୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଭଦ୍ରକ: ଟୋକାନ ପରେ ଧାନ କିଣା ନ ହେବାରୁ ସରକାରୀ ଧାନସଂଗ୍ରହ କେନ୍ଦ୍ର ଆଗରେ ବିଷ ପିଇଲେ ଚାଷୀ। ଗୁରୁତର ଅବସ୍ଥାରେ ତାଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଭଦ୍ରକ ବ୍ଲକ ବନ୍ଧଗାଁ…
Read More...

ବନ୍ୟା ପରିସ୍ଥିତି ଗମ୍ଭୀର, ପାଣି ଘେରରେ ଶତାଧିକ ଘର

ତଳିଆ ଅଞ୍ଚଳରେ ୨ଦିନ ହେଲା ଉଛୁଳି ରହିଛି ବୈତରଣୀ ଓ ସାଳନ୍ଦୀ ଉଜୁଡିବ ରୁଆ ଧାନତଳି, ଚିନ୍ତାରେ ଚାଷୀ ଆଖଣ୍ଡଳମଣିଙ୍କ ଦକ୍ଷିଣଦ୍ୱାର ସମୁଖରେ ଲହଡି ଭାଙ୍ଗୁଛି ବନ୍ୟାପାଣି ଆରଡି: ଭଦ୍ରକ ଜିଲାର ତଳିଆ ଅଞ୍ଚଳ ଭାବେ…
Read More...

ପାରାଦୀପଠାରୁ ଦୂରେଇଲା ବାତ୍ୟା; ବାଲେଶ୍ଵର, ଭଦ୍ରକରେ ବଢୁଛି ପ୍ରଭାବ

ଭୁବନେଶ୍ଵର: ବାତ୍ୟା ଅମ୍ପନ ପାରାଦୀପ ଉପକୂଳରୁ ୧୨୦ କିଲୋମିଟର ଦୂରରେ ଅତିକ୍ରମ କରିଛି। ବାତ୍ୟା ପରାଦୀପ ନିକଟତର ହେବା ସମୟରେ ସର୍ବାଧିକ ୧୦୬ କିଲୋମିଟର ବେଗରେ ପବନ ବହିଥିଲା। ବର୍ତ୍ତମାନ ବାତ୍ୟା ପାରାଦୀପଠାରୁ…
Read More...

ଅମ୍ପନ ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ପବନ, ବିଭିନ୍ନ ଜିଲାରେ ଗଛ ପଡ଼ି ରାସ୍ତା ଅବରୋଧ

ବାଲ୍ବେଶ୍ଵର/ଭଦ୍ରକ/ଜଗତସିଂହପୁର/ପୁରୀ: ବାତ୍ୟା ଅମ୍ପନ ପ୍ରଭାବରେ ମଙ୍ଗଳବାରଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ପବନ ଲାଗି ରହିଛି। ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ପ୍ରବଳ ବର୍ଷା ଜାରି ରହିଛି। ବିଶେଷକରି…
Read More...

ଆଜି ଅବପାତ, କାଲି ବାତ୍ୟା ରୂପ ନେବ ଲଘୁଚାପ; ଉତ୍ତର ଓଡ଼ିଶା ଉପକୂଳକୁ ବିପଦ ହୋଇପାରେ-ଏସଆରସି

ଭୁବନେଶ୍ଵର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ସନ୍ଧ୍ୟାରେ ଅବପାତ ରୂପ ନେବ। ଏହା ଶନିବାର ସନ୍ଧ୍ୟା ବେଳକୁ ସାମୁଦ୍ରିକ ଝଡ଼ ରୂପ ନେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ…
Read More...

୭୩ ଆକ୍ରାନ୍ତଙ୍କ ମଧ୍ୟରୁ ୫୦ ସୁରତ ଫେରନ୍ତା; ଗଞ୍ଜାମରେ ସଂକ୍ରମିତ ସଂଖ୍ୟା ୨୫୨କୁ ବୃଦ୍ଧି

ଭୁବନେଶ୍ଵର: ରାଜ୍ୟରେ ଗୁରୁବାର ଚିହ୍ନଟ ହୋଇଥିବା ୭୩ ଆକ୍ରାନ୍ତଙ୍କ ସମ୍ପର୍କରେ ରାଜ୍ୟ ସରକାର ତଥ୍ୟ ଦେଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୫୦ ଜଣ ସୁରତ ଫେରନ୍ତା ହୋଇଥିବାବେଳେ ୨୦ ଜଣ ପଶ୍ଚିମବଙ୍ଗ ଏବଂ ଜଣେ…
Read More...

ପୁଣି ୧୭ ଆକ୍ରାନ୍ତ ଚିହ୍ନଟ, ସଂକ୍ରମିତ ସଂଖ୍ୟା ୨୮୭ ଛୁଇଁଲା

ଭୁବନେଶ୍ଵର: ରାଜ୍ୟରେ ପୁଣି ୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଶନିବାର ସକାଳେ ପ୍ରଥମେ ୧୪ ଏବଂ ପରେ ୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ…
Read More...

୭ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଭଦ୍ରକ ଓ ୨ ବାଲେଶ୍ଵର ଜିଲାର

ଭୁବନେଶ୍ଵର: ରାଜ୍ୟରେ ସୋମବାର ଆଉ ୭ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୮ରେ ପହଞ୍ଚିଛନ୍ତି। ନୂଆ ୭ ରୋଗୀଙ୍କ ମଧ୍ୟରୁ ୫ ଜଣ ଭଦ୍ରକ ଜିଲାର ଏବଂ ଅନ୍ୟ ୨ ଜଣ ବାଲେଶ୍ଵର…
Read More...

ଜମି ବିବାଦରୁ ବଡ଼ ଭାଇକୁ ହତ୍ୟା

ବାସୁଦେବପୁର: ଜମିବାଡ଼ି ବିବାଦରୁ ସାନ ଭାଇ ନିଜ ବଡ଼ ଭାଇକୁ ହତ୍ୟା କରିଛି। ଭଦ୍ରକ ଜିଲା ନାୟକାଣିଡିହି ଥାନା ଅଧୀନ ନାୟକାଣିଡିହି ତଳସାହି ଗାଁରେ ଶନିବାର ଭୋର ସମୟରେ ଏହି ହତ୍ୟାକାଣ୍ଡ ଘଟିଛି। ହତ୍ୟାର ଶିକାର…
Read More...

ଥାନରୁ ଚମ୍ପଟ ମାରିଲା ଅଭିଯୁକ୍ତ

ଭଦ୍ରକ : ପୁଲିସ ଆଖକରେ ଧୂଳି ଦେଇ ଜଣେ ଅଭିଯୁକ୍ତ ଥାନାରୁ ଚମ୍ପଟ ମାରଛି । ଏହି ଘଟଣା ଭଦ୍ରକ ଜିଲା ବାସୁଦେବପୁର ଥାନାରେ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ, ଏକ ବଳାତ୍କାର ମାମଲାରେ ଅଭିଯୁକ୍ତ ଜଣଙ୍କ ଗିରଫ ହୋଇ…
Read More...