Browsing Tag

ayodhya

ଅଯୋଧ୍ୟାରୁ ୯୩ ଶିଶୁ ଉଦ୍ଧାର, ବିହାର ଚାଲାଣ ହେଉଥିଲେ

ଅଯୋଧ୍ୟା: ଉତ୍ତର ପ୍ରଦେଶର ଅଯୋଧ୍ୟାରୁ ୯୩ ଶିଶୁଙ୍କୁ ଉଦ୍ଧାର କରିଛି ସ୍ଥାନୀୟ ପୁଲିସ। ଏସବୁ ଶିଶୁମାନଙ୍କୁ ଉତ୍ତରପ୍ରଦେଶରରୁ ବିହାରକୁ ଚାଲାଣ କରାଯାଉଥିବା ସମୟରେ ଚାଇଲ୍‌ଡ ଲାଇନ୍‌ ସହାୟତାରେ ପୁଲିସ ଚଢ଼ାଉ କରି…
Read More...

ରାମଲାଲାଙ୍କର ହେଲା ସୂର୍ଯ୍ୟତିଲକ: ଦିବ୍ୟ ଦର୍ଶନ କଲେ ଶ୍ରଦ୍ଧାଳୁ

ନୂଆଦିଲ୍ଲୀ: ଅଯୋଧ୍ୟା ରାମମନ୍ଦିରରେ ରାମନବମୀ ଉତ୍ସବ ବେଶ ଧୁମଧାମରେ ପାଳନ କରାଯାଉଛି। ୫୦୦ ବର୍ଷ ପରେ ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷୋତ୍ତମଙ୍କର ସୂର୍ଯ୍ୟତିଲକ ହୋଇଛି। ବୈଜ୍ଞାନିକମାନେ ଦର୍ପଣ ଜରିଆରେ ଭଗବାନଙ୍କ…
Read More...

ରାମ ମନ୍ଦିରରେ ସୁନା ରାମାୟଣର ଦର୍ଶନ ପାଇବେ ଭକ୍ତ, ପୁସ୍ତକର ଓଜନ ୧.୫ କ୍ୱିଣ୍ଟାଲ

ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିରରେ ଭକ୍ତମାନେ ରାମଲାଲାଙ୍କ ସହ ଏବେ ନିଆରା ସୁନାର ରାମାୟଣ ମଧ୍ୟ ଦର୍ଶନ କରିପାରିବେ। ଗର୍ଭ ଗୃହରେ ଏହି ରାମାୟଣକୁ ନୀତି ନିୟମ ମୁତାବକ ସ୍ଥାପନ କରାଯାଇଛି। ଏହି ଖାସ୍ ରାମାୟଣକୁ…
Read More...

ଦେଖନ୍ତୁ ରାମଲାଲାଙ୍କ ନୂଆ ଫଟୋ, ଆଖିରେ ବନ୍ଧାଯାଇଛି ପଟି

ନୂଆଦିଲ୍ଲୀ: ମନ ମୁଗ୍ଧ ହେଲା ଭଳି ଖୁବ ସୁନ୍ଦର ଏବଂ ଆକର୍ଷଣୀୟ ହୋଇଛି ପ୍ରଭୁ ଶ୍ରୀରାମଙ୍କ ପ୍ରତିମୂର୍ତ୍ତି। ସମସ୍ତଙ୍କ ସାମ୍ନାକୁ ଆସିଛି ରାମଲାଲାଙ୍କ ଆଉ ଏକ ନୂଆ ଫଟୋ। ଏହାକୁ ଦେଖିଲା ପରେ ରାମଲାଲାଙ୍କ ଚିତ୍ର…
Read More...

ଗର୍ଭଗୃହରେ ବିରାଜିଲେ ରାମଲାଲା

ଅଯୋଧ୍ୟା: ସାରା ଦେଶର ରାମ ଭକ୍ତ ମାନେ ଉତ୍କଣ୍ଠାର ସହ ସେହି ମୁହୂର୍ତ୍ତକୁ ଅପେକ୍ଷା କରିଛନ୍ତି ଯେତେବେଳେ ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏବଂ ରାମଙ୍କୁ ଦର୍ଶନ କରିବାର ସୁଯୋଗ…
Read More...

ଜାନୁଆରୀ ୨୨ରେ ଅଧାଦିନ ଛୁଟି

ନୂଆଦିଲ୍ଲୀ: ରାମ ମନ୍ଦିର ଉଦ୍‌ଘାଟନ ଉପଲକ୍ଷେ ଅଧାଦିନ ଛୁଟି ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଜାନୁଆରୀ ୨୨ ତାରିଖ ଦିନ ସାରା ଦେଶର ଅଧାଦିନ ଛୁଟି ରହିବ। ଅର୍ଥାତ୍‌ ଜାନୁଆରୀ ୨୨ ଦିନ ଅପରାହ୍ନ ୨ଟା ୩୦ ଯାଏଁ…
Read More...

ଅଯୋଧ୍ୟା ଯିବେ ଅନୁପମ ଖେର୍‍

ମୁମ୍ବାଇ: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେ ବଲିଉଡ ଅଭିନେତା ଅନୁପମ ଖେର । ୨୨ ଜାନୁଆରୀରେ ଅଯୋଧ୍ୟାରେ ମୋର ପିତୃପୁରୁଷ ଏବଂ ବିଶେଷ କରି ମୋର ଜେଜେବାପା ପଣ୍ଡିତ ଅମରନାଥ ଜୀଙ୍କୁ…
Read More...

ଅଯୋଧ୍ୟାରେ ପହଂଚିଲେ ସିରିଏଲର ରାମ ଓ ସୀତା

ଡେସ୍କ: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ତାରିଖ ପାଖେଇ ଆସୁଥିବାର ଜଣଙ୍କ ପରେ ଜଣେ ଅତିଥି ଅଯୋଧ୍ୟାରେ ପହଂଚୁଛନ୍ତି। ବିଭିନ୍ନ ପ୍ରାନ୍ତରୁ ସାଧୁ ସନ୍ଥ ଓ ଶ୍ରଦ୍ଧାଳୁ ମାନେ ଅଯୋଧ୍ୟା ଆସୁଥିବା ବେଳେ ରାମାୟଣ ସିରିଏଲରେ…
Read More...

ଅଯୋଧ୍ୟାରେ ଘର କରିବେ ବିଗ୍‌ ବି? କିଣିଲେ ୧୦ହଜାର ବର୍ଗଫୁଟ ଜମି, ଦାମ୍‌ ଶୁଣି ଚମକି ପଡ଼ିବେ

ଅଯୋଧ୍ୟା: ବଲିଉଡ଼ ବିଗ୍ ବି ଅମିତାଭ ବଚ୍ଚନ ଖୁବଶୀଘ୍ର ରାମନଗରୀରେ ଏକ ଘର ନିର୍ମାଣ କରିପାରନ୍ତି। ଏଥିପାଇଁ ସେ ଅଭିନନ୍ଦନ ଲୋଢା ଗ୍ରୁପ୍ ମାଧ୍ୟମରେ ଜମି କିଣିଛନ୍ତି। ଅଭିନନ୍ଦନ ଲୋଢା ଗ୍ରୁପ୍ ଅଯୋଧ୍ୟାରେ ସେଭେନ୍…
Read More...

ଆସନ୍ତୁ ଅଯୋଧ୍ୟା, ଖର୍ଚ୍ଚ ବହନ କରିବେ ଜନ ପ୍ରତିନିଧି: ଯୋଗୀ ଆଦିତ୍ୟନାଥ

ବରେଲୀ: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାମଭକ୍ତମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ବୁଧବାର ମୁଖ୍ୟମନ୍ତ୍ରୀ ବରେଲୀରେ ପହଞ୍ଚି ଲୋକଙ୍କୁ ଅଯୋଧ୍ୟା ଆସିବାକୁ ନିମନ୍ତ୍ରଣ କରିଛନ୍ତି। ସେ କହିଛନ୍ତି ଯେ, ଜାନୁଆରୀ…
Read More...