www.samajalive.in
Friday, December 5, 2025
27.1 C
Bhubaneswar

ରାମ ମନ୍ଦିରରେ ପହଞ୍ଚିଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଅଯୋଧ୍ୟାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମ ମନ୍ଦିରରେ ପତାକା ଉତ୍ତୋଳନ କରିବା ପୂର୍ବରୁ ଅଯୋଧ୍ୟାର ସପ୍ତମନ୍ଦିରରେ ପହଞ୍ଚି ଶକ୍ତିପୀଠ ଦର୍ଶନ କରୁଛନ୍ତି । ପ୍ରଥମେ ମୋଦୀ ଅଯୋଧ୍ୟାରେ ପହଞ୍ଚିବା ପରେ ରୋଡଶୋ ଆରମ୍ଭ ହୋଇଥିଲା । ଏକ କିଲୋମିଟର ରାସ୍ତାରେ ୧୨ଟି ସ୍ଥାନରେ ମୋଦୀଙ୍କୁ ସ୍ୱାଗତ କରାଯାଇଥିଲା । ସାତଟି ସ୍ଥାନରେ ସାଂସ୍କୃତିକ ମଞ୍ଚ ସ୍ଥାପନ କରାଯାଇଥିଲା  ଯେଉଁଠାରେ ଲୋକ କଳାକାରମାନେ ସଙ୍ଗୀତ ଏବଂ ନୃତ୍ୟ ପ୍ରଦର୍ଶନ ସହିତ ତାଙ୍କୁ ସ୍ୱାଗତ କରିଥିଲେ । ଏହା ପରେ ମୋଦୀ ସପ୍ତମନ୍ଦିରରେ ପହଞ୍ଚି ଶକ୍ତିପୀଠ ଦର୍ଶନ କରିଛନ୍ତି  । ଏହା ପରେ ମୋଦୀ ଧ୍ଵଜା ଆରୋହଣ ପାଇଁ ରାମ ମନ୍ଦିର ଯାଇ କାର୍ଯ୍ୟକ୍ରମ ରେ ଯୋଗଦେବେ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ଆନନ୍ଦିବାନ୍ ପଟେଲ ଏବଂ ଆରଏସଏସ ମୁଖ୍ୟ ମୋହନ ଭଗବତ ଏହି ଉତ୍ସବରେ ମୋଦୀଙ୍କ ସହ ଯୋଗଦେବେ ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories