Browsing Tag

Assam

ଆସାମ କାଜିରଙ୍ଗା ନ୍ୟାସନାଲ ପାର୍କ ବୁଲିଲେ ପ୍ରଧାନମନ୍ତ୍ରୀ

ଆସାମ: ଅରୁଣାଚଳ ପ୍ରଦେଶ ଓ ଆସାମକୁ ଦୁଇଦିନିଆ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦ୍ୱିତୀୟ ଦିନରେ ସକାଳୁ ସକାଳୁ ଆସାମର କାଜିରଙ୍ଗା ନ୍ୟାସନାଲ ପାର୍କ ଆଣ୍ଡ ଟାଇଗର ରିଜର୍ଭରେ ହାତୀ ପିଠିରେ…
Read More...

ଆସାମରେ ବନ୍ୟା ବିତ୍ପାତ: ବୁଡ଼ିଲା କ୍ୟାନ୍ସର ହସ୍ପିଟାଲ, ରାସ୍ତାରେ ଚାଲିଛି ଚିକିତ୍ସା

ଗୌହାଟି: ଆସାମର କଛାର ଜିଲାର ସିଲଚର ସହର ସ୍ଥିତ ଏକ କ୍ୟାନ୍ସର ହସ୍ପିଟାଲ ବନ୍ୟା ପାଣିରେ ଜଳମଗ୍ନ ହୋଇଯାଇଛି। ତେବେ ଜିଲ୍ଲାର ବନ୍ୟା ପରିସ୍ଥିତିରେ ସୁଧାର ଆସୁଛି। କ୍ୟାନ୍ସର ହସ୍ପିଟାଲର ନିର୍ଦେଶକ ରବି କନ୍ନନ…
Read More...

ବାଗଜାନ ଅଗ୍ନିକାଣ୍ଡରେ କ୍ଷତି ୨୫,୦୦୦ କୋଟି ; ଅଞ୍ଚଳର ୫୫% ଜୈବ ବିବିଧତା ନଷ୍ଟ

ଗୁଆହାଟି: ଆସାମର ତିନିସୁକିଆ ଜିଲା ଅନ୍ତର୍ଗତ ବାଗଜାନଠାରେ ଥିବା ଅଏଲ ଇଣ୍ଡିଆ ଲିମିଟେଡର ତୈଳ କ୍ଷେତ୍ରରେ ଗତବର୍ଷ ନିଆଁ ଲାଗିଯିବା ଫଳରେ ପ୍ରାୟ ୨୫,୦୦୦ କୋଟି ଟଙ୍କାର କ୍ଷତି ଘଟିଥିବା ପ୍ରାଥମିକ ଆକଳନରୁ ଜଣାଯାଇଛି।…
Read More...

ଆସାମରେ ଜବାବୀ ଆକ୍ରମଣ ; ୬ ଆତଙ୍କି ନିହତ

ଗୁଆହାଟି: ଆସାମରେ ଶନିବାର ରାତିରେ ସୁରକ୍ଷା ବାହିନୀର ଜବାବୀ ଆକ୍ରମଣରେ ୬ ଆତଙ୍କି ପ୍ରାଣ ହରାଇଛନ୍ତି। ରାଜ୍ୟର କର୍ବି-ଆଙ୍ଗଲଙ୍ଗ ଜିଲାରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ଆସାମ ପୁଲିସ ସୂତ୍ରରୁ ପ୍ରକାଶ ଯେ…
Read More...

ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଅଙ୍କକଷା ; ଦିଲ୍ଲୀରେ ସର୍ବାନନ୍ଦ ସୋନୋୱାଲ ଓ ହିମନ୍ତ ବିଶ୍ୱ ଶର୍ମା

ଗୁଆହାଟି: ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଭାଜପା ବିଜୟୀ ହେବାପରେ ରାଜ୍ୟରେ କିଏ ମୁଖ୍ୟମନ୍ତ୍ରୀ ହେବେ ତାହାକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା। ସେଥିପାଇଁ ସର୍ବାନନ୍ଦ ସୋନୋୱାଲ ଏବଂ ହିମନ୍ତ ବିଶ୍ୱ ଶର୍ମା ଦୁଇ…
Read More...

ଆସାମରେ ୧୮ରୁ ୪୫ ବର୍ଷ ବୟସ୍କଙ୍କୁ ମାଗଣା ଟିକା

ଗୁଆହାଟି: କୋଭିଡ ନିୟନ୍ତଣ ଦିଗରେ ଆସାମ ସରକାର ନେଇଛନ୍ତି ବଡ ନିଷ୍ପତ୍ତି। ରାଜ୍ୟରେ ୧୮ ବର୍ଷରୁ ୪୫ ବର୍ଷ ବୟସ୍କଙ୍କୁ ମିଳିବ ମାଗଣା ଟିକା। ସେଥିପାଇଁ ରାଜ୍ୟ ସରକାର ଟିକା ନିର୍ମାତା ଭାରତ ବାୟୋଟେକକୁ ୧ କୋଟି ଡୋଜ…
Read More...

୪ ରାଜ୍ୟ ଓ ପୁଡ଼ୁଚେରୀରେ ୬ ତାରିଖରେ ଭୋଟଗ୍ରହଣ ପାଇଁ ପ୍ରଚାର ଶେଷ

ନୂଆଦିଲ୍ଲୀ :  ତାମିଲନାଡ଼ୁ, କେରଳ ଓ ପୁଡ଼ୁଚେରୀରେ ଆସନ୍ତା ୬ ତାରିଖ ମଙ୍ଗଳବାର ଦିନ ଗୋଟିଏ ପର୍ଯ୍ୟାୟରେ ଏବଂ ଆସାମ ଓ ପଶ୍ଚିମବଙ୍ଗରେ ତୃତୀୟ ପର୍ଯ୍ୟାୟ ଭୋଟ୍‍ଗ୍ରହଣ ପାଇଁ ପ୍ରଚାର କାର୍ଯ୍ୟ ରବିବାର ସନ୍ଧ୍ୟାରେ ଶେଷ…
Read More...

୪ ରାଜ୍ୟରେ ଦୁଇ ଦିନିଆ କରୋନା ଟୀକାକରଣର ଅଭ୍ୟାସ

ନୂଆଦିଲ୍ଲୀ :   ଆନ୍ଧ୍ରପ୍ରଦେଶ, ଗୁଜରାଟ, ପଞ୍ଜାବ ଓ ଆସାମରେ ଆଜିଠାରୁ କରୋନା ଭୂତାଣୁ ଟୀକାକରଣର ଅଭ୍ୟାସ ଆରମ୍ଭ  କରାଯାଇଛି। ଏହାର ଉଦ୍ଦେଶ୍ୟ ହେଉଛି ଆଗକୁ ହେବାକୁଥିବା କରୋନା ଟୀକାକରଣ ସମୟରେ ବିଭିନ୍ନ ଆହ୍ୱାନର…
Read More...

ଆସାମରେ ଅଫସ୍ପା ନିୟମ ପୁଣି ଛଅ ମାସକୁ ବୃଦ୍ଧି

ଗୁୱାହାଟି : ଆସାମରେ ସଶସ୍ତ୍ର ବାହିନୀ ଅଧିନିୟମ (AFSPA) କୁ ଆହୁରି ଛଅ ମାସ ଯାଏଁ ବୃଦ୍ଧି କରାଯାଇଛି। ମଙ୍ଗଳବାର ରାଜ୍ୟ ସରକାର ସୂଚନା ଦେଇଛନ୍ତି ଯେ, ଅଗଷ୍ଟ ୧୮ ରୁ ଏହି ନିୟମକୁ ଛଅ ମାସ ପର୍ଯ୍ୟନ୍ତ ବୃଦ୍ଧି…
Read More...

୫ବଙ୍ଗୀୟ ଯୁବକଙ୍କୁ ଉଲ୍‍ଫା ଉଗ୍ରପନ୍ଥୀଙ୍କ ହତ୍ୟା

ଗୌହାଟି: ଆସାମରେ ଉଲ୍‍ଫା ଉଗ୍ରପନ୍ଥୀମାନେ ପୁନର୍ବାର ଉତ୍ପାତ ଆରମ୍ଭ କରିଛନ୍ତି। ଗୁରୁବାର ତିନ୍‍ସୁକିଆ ଜିଲା ଅନ୍ତର୍ଗତ ସାଦିଆ ନିକଟରେ ସନ୍ଦିଗ୍ଧ ଉଲ୍‍ଫା ଉଗ୍ରପନ୍ଥୀ ୫ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି।…
Read More...