www.samajalive.in
Sunday, December 7, 2025
18.1 C
Bhubaneswar

ଦେଖନ୍ତୁ ଭିଡିଓ; ହୀରାରେ ତିଆରି ହୋଇଥିବା ଟ୍ରମ୍ପଙ୍କ ମୁହଁ ଆକୃତିର କଳାକୃତି

ଗୁଜରାଟ : ଆମେରିକାର ୪୭ ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ନେବା ପରେ ହିଁ ସୁରତର ଜଣେ ବ୍ୟବସାୟୀ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି । ସେ ତାଙ୍କ କମ୍ପାନୀର ଲ୍ୟାବ୍‌ରେ ହୀରାରେ ପ୍ରସ୍ତୁତ ଟ୍ରମ୍ପଙ୍କ ମୁହଁ ଆକୃତିର କଳାକୃତି ପ୍ରସ୍ତୁତ କରିଛନ୍ତି ଯାହା ଏବେ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ସୋସିଆଲ ମିଡିଆରେ ଏହାର ଫଟୋ ଓ ଭିଡିଓ ଖୁବ୍‌ ଭାଇରାଲ୍‌ ହେଉଛି । ୪.୫ କ୍ୟାରେଟ୍‌ ହୀରାରେ ଟ୍ରମ୍ପଙ୍କ ଏପରି କଳାକୃତି କରାଯାଇଛି, ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟ ଚକିତ କରୁଛି ।

- Advertisement -

ଏକ ରିପୋର୍ଟ ଅନୁଯାୟୀ, ସୁରତର ଏକ ହୀରା କମ୍ପାନୀ ନିଜ ଲ୍ୟାବ୍‌ରେ ୪.୫ କ୍ୟାରେଟର ହୀରାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଆକର୍ଷଣୀୟ ଓ ଆଶ୍ଚର୍ଯ୍ୟଜନକ ମୁହଁ ଆକୃତିର କଳାକୃତି ପ୍ରସ୍ତୁତ କରିଛନ୍ତି। ଗତ ୩ ମାସ ହେବ ହୀରାରେ ଏହାକୁ ପ୍ରସ୍ତୁତ କରାଯାଉଛି । ଏହାର ଦାମ୍‌ ପ୍ରାୟ ୮,୫୦,୦୦୦ ଟଙ୍କା ।
କମ୍ପାନୀର ମାଲିକ କହିଛନ୍ତି, ଏହି ହୀରାରେ ପ୍ରସ୍ତୁତ ମୁହଁ ଆକୃତିର କଳାକୃତିକୁ ତିଆରି କରିବାକୁ ୩ ମାସ ସମୟ ଲାଗିଥିଲା । କମ୍ପାନୀ ନିଶ୍ଚୟ ଧ୍ୟାନ ଦେଇଛି ଯେ, ଏହା ଟ୍ରମ୍ପଙ୍କ ମୁହଁ ଆକୃତି ଭଳି ନିଶ୍ଚୟ ଦେଖାଯିବ ଉଚିତ୍‌ । କାରଣ ଏହା ଭାରତ ଓ ଆମେରିକା ମଧ୍ୟରେ ସମ୍ବନ୍ଧର ଏକ ମହତ୍ତ୍ୱପୂର୍ଣ୍ଣ ପ୍ରତୀକ। ହୀରାରେ ପ୍ରସ୍ତୁତ ଏହି କଳାକୃତିକୁ ୫ ଜଣ ଅନୁଭବୀ ହୀରା ବଣିଆ ଏହାକୁ ପ୍ରସ୍ତୁତ କରିଛନ୍ତି।

ଜାନୁଆରୀ ୨୮ରେ ଶୁକ୍ର ଚଳନ ପାଇଁ ଶକ୍ତିଶାଳୀ ରାଜଯୋଗ; ଏହି ରାଶିଙ୍କ ଉପରେ ଧନ ବର୍ଷା କରିବେ ମା’ଲକ୍ଷ୍ମୀ, କିଣିବେ ଗାଡି, ହେବ ବିବାହ..

ପରସ୍ପରକୁ ଆଲିଙ୍ଗନ କରି କାନ୍ଦିଲେ, ତା’ପରେ ଜୀବନ ହାରିଲେ ଦମ୍ପତି

ଦେଖନ୍ତୁ ଭିଡିଓ ; ଅଧାରୁ ଖରାପ ହେଲା ଦୋଳି, ୩୦ ମିନିଟ୍‌ ଯାଏଁ ଓଲଟା ଲଟକି ରହିଲେ ଲୋକେ, ତା’ପରେ..

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories