ଜାନୁଆରୀ ୨୮ରେ ଶୁକ୍ର ଚଳନ ପାଇଁ ଶକ୍ତିଶାଳୀ ରାଜଯୋଗ; ଏହି ରାଶିଙ୍କ ଉପରେ ଧନ ବର୍ଷା କରିବେ ମା’ଲକ୍ଷ୍ମୀ, କିଣିବେ ଗାଡି, ହେବ ବିବାହ..

ଜାନୁଆରୀ ୨୮ରେ ଶୁକ୍ର ମୀନ ରାଶିରେ ଚଳନ କରିବେ । ଶୁକ୍ରଙ୍କ ଚଳନ ଫଳରେ ମାଲବ୍ୟ ରାଜଯୋଗ ସୃଷ୍ଟି ହେବାକୁ ଯାଉଛି । ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହଙ୍କୁ ପ୍ରେମ, ସୌନ୍ଦର୍ଯ୍ୟ ଓ ସୁଖସମୃଦ୍ଧିର କାରକ ବୋଲି କୁହାଯାଏ । ଏହାସହ ଶୁକ୍ରଙ୍କ କୃପାରୁ ଜୀବନରେ ଉନ୍ନତି ଓ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ । ଜାଣନ୍ତୁ ଶୁକ୍ରଙ୍କ ଚଳନ ହେତୁ ମାଲବ୍ୟ ରାଜଯୋଗ ଫଳରେ କେଉଁ ରାଶି ହେବେ ଭାଗ୍ୟଶାଳୀ.. ବୃଷ – ମାଲବ୍ୟ ରାଜଯୋଗ … Continue reading ଜାନୁଆରୀ ୨୮ରେ ଶୁକ୍ର ଚଳନ ପାଇଁ ଶକ୍ତିଶାଳୀ ରାଜଯୋଗ; ଏହି ରାଶିଙ୍କ ଉପରେ ଧନ ବର୍ଷା କରିବେ ମା’ଲକ୍ଷ୍ମୀ, କିଣିବେ ଗାଡି, ହେବ ବିବାହ..