ପରସ୍ପରକୁ ଆଲିଙ୍ଗନ କରି କାନ୍ଦିଲେ, ତା’ପରେ ଜୀବନ ହାରିଲେ ଦମ୍ପତି
କାନପୁର : କାନପୁରରେ ଏକ ଦମ୍ପତି ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ୪ ବର୍ଷ ପୂର୍ବରୁ ଉଭୟ ପ୍ରେମ ବିବାହ କରି ଥିଲେ। ଆତ୍ମହତ୍ୟା ପୂର୍ବରୁ ଦମ୍ପତି ପରସ୍ପରକୁ ଆଲିଙ୍ଗନ କରିବା ସହ କାନ୍ଦି ଥିଲେ। ଦମ୍ପତିଙ୍କ ମୃତ୍ୟୁରେ ପରିବାର ସ୍ତବ୍ଧ ହେବା ସହ ଶୋକର ଛାୟା ଖେଳିଯାଇଛି। ସଭିଏଁ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ହସଖୁସିରେ ରହୁଥିବା ଦମ୍ପତି କାହିଁକି ମୃତ୍ୟୁକୁ ଆପଣାଇଲେ। ଘଟଣାସ୍ଥଳରୁ ସୁଇସାଇଡ୍ ନୋଟ୍ ମଧ୍ୟ ମିଳି ନାହିଁ। ଖବର ପାଇ ପୁଲିସ ଘଟଣାସ୍ଥଳରେ … Continue reading ପରସ୍ପରକୁ ଆଲିଙ୍ଗନ କରି କାନ୍ଦିଲେ, ତା’ପରେ ଜୀବନ ହାରିଲେ ଦମ୍ପତି
Copy and paste this URL into your WordPress site to embed
Copy and paste this code into your site to embed