www.samajalive.in
Monday, December 15, 2025
24.1 C
Bhubaneswar

ବୁଟୁପାଲିରେ ସୁନ୍ଦରାକାଣ୍ଡ ପରାୟଣ

ବୌଦ୍ଧ : ବୌଦ୍ଧଗଡ଼ ଏନ୍ଏସିର ୱାର୍ଡ ନମ୍ବର ୧୨ ବୁଟୁପାଲିରେ ଆଜକୁ ଦଶବର୍ଷ ହେବ ପ୍ରଭୁ ଶ୍ରୀ ନାରାୟଣଙ୍କ ପୂଜା ଖୁବ ଧୁମଧାମରେ ପାଳନ ହୋଇଆସୁଛି । ଚଳତବର୍ଷ ମଧ୍ୟ ଜାକଜମକରେ ପୂଜା ପାଳନ ହେଉଥିବାବେଳେ ବୁଧବାର ଦ୍ୱିତୀୟ ଦିନରେ ସୁଶ୍ରୀ ପ୍ରୀତିନନ୍ଦା ମିଶ୍ର ଓ ତାଙ୍କ ସହଯୋଗୀ ମାନଙ୍କ ଦ୍ୱାରା ସୁନ୍ଦରାକାଣ୍ଡ ପରାୟଣ ପଠନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଆଖ ପାଖ ଗ୍ରାମାର ବହୁ ସଂଖ୍ୟାରେ ପ୍ରଭୁ ଶ୍ରୀରାମ ଭକ୍ତ ଯୋଗ ଦେଇଥିଲେ । ପୂଜକ ଭାବରେ ଜଗମୋହନ ପାଣିଗ୍ରାହୀ  ଓ କର୍ତ୍ତା ଭାବରେ ଗଣେଶ ମେହେର ଥିବାବେଳେ ସଭାପତି ଲିଲୁ ମେହେର ଦାଇତ୍ୱ ତୁଲାଉଛନ୍ତି। ସମ୍ପାଦକ ଅକ୍ଷୟ ମେହେର ସମସ୍ତ ସଦସ୍ୟଙ୍କ ସହଯୋଗରେ ଚଳିତ ବର୍ଷ  କାର୍ଯ୍ୟ ତୁଳାଉଛନ୍ତି ।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories