www.samajalive.in
Friday, December 5, 2025
20.1 C
Bhubaneswar

ଆଖୁରସ ପିଇବା ପସନ୍ଦ କି? ଥରେ ନଜର ପକାନ୍ତୁ ଏହି ଭିଡିଓରେ..

ନୂଆଦିଲ୍ଲୀ : ଖରାଦିନରେ ଅଧିକାଂଶ ଲୋକେ ଥଣ୍ଡା ପାନୀୟ ସହ ଆଖୁରସ ପିଇବାକୁ ବେଶ୍‌ ପସନ୍ଦ କରି ଥାନ୍ତି । ମାତ୍ର ନିକଟରେ ଆଖୁରସ ସହ ଜଡିତ ଏପରି ଏକ ଭିଡିଓ ଭାଇରାଲ୍‌ ହେଉଛି, ଯାହାକୁ ଦେଖିବା ପରେ ଆଶ୍ଚର୍ଯ୍ୟଚକିତ ହୋଇଯିବେ। ଏହାସହ ଆଖୁରସ ପିଇବା ପୂର୍ବରୁ ବାରମ୍ବାର ମନରେ ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଆସିବ ।
ଭାଇରାଲ୍‌ ଭିଡିଓରେ ଦେଖିପାରିବେ ଜଣେ ଦୋକାନୀ, ରାସ୍ତା କଡରେ ଆଖୁକୁ ସଫା ପାଣି ବଦଳରେ ଖୋଲା ନଳାର ଅପରିଷ୍କାର ପାଣିରେ ଧୋଉଥିବା ଦେଖାଯାଉଛି । ସେହି ପାଣିରେ ଅଳିଆ ଆବର୍ଜନା, ଅନ୍ୟାନ୍ୟ ଅପରିଷ୍କାର ଜିନିଷ ଭାସୁଥିବା ଦେଖାଯାଉଛି । ଏହି ନଳା ପାଣିରେ ଧୁଆଯାଇଥିବା ଆଖୁକୁ ବ୍ୟବହାର କରି ରସ ପ୍ରସ୍ତୁତ କରି ଲୋକଙ୍କୁ ପିଇବାକୁ ଦିଆଯାଇଥାଏ।

- Advertisement -

ଭିଡିଓ ଦେଖିବା ପରେ ଲୋକେ ଭିନ୍ନ ଭିନ୍ନ ମତ ଦେବା ସହ ଦୋକାନୀଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି। ଚିକିତ୍ସକ ଓ ବିଶେଷଜ୍ଞଙ୍କ କହିବାନୁଯାୟୀ, ଏଭଳି ଅସ୍ୱଚ୍ଛତା କାରଣରୁ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିବା ସହ ଅନେକ ରୋଗ ସୃଷ୍ଟି କରିଥାଏ । ପେଟ ଜନିତ ରୋଗ, ବଦହଜମି, ପାଚନ ଜନିତ ସମସ୍ୟା, ଟାଇଫଏଡ୍‌ର କାରଣ ପାଲଟିଥାଏ । ତେଣୁ ରାସ୍ତା କଡରେ ବିକ୍ରି ହେଉଥିବା ଖାଦ୍ୟ ସେବନ ପୂର୍ବରୁ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି।

ରାହୁ ଚଳନ : ଏହି ରାଶି ହେବେ ମାଲାମାଲ୍‌, ଆଉ ରହିବନି ଚିନ୍ତା, ଧନର ହେବ ବର୍ଷା

ଜାଣନ୍ତୁ କାହିଁକି ହୋଇଥିଲା ପ୍ରଭୁ ଶିବ ଓ ହନୁମାନଙ୍କ ମଧ୍ୟରେ ଯୁଦ୍ଧ

ପୁଣି ବଢିଲା ସୁନା, ଦିନକରେ ବଢିଗଲା ଏତିକି ଟଙ୍କା

https://samajalive.in/jagatsinghpur-news-update/655588.html

ଦେଖନ୍ତୁ ଭିଡିଓ ; କେମିତି ଚେୟାରରେ ଲୁଚି ଥିଲା ସାପ

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories