www.samajalive.in
Saturday, December 6, 2025
26.1 C
Bhubaneswar

ରାହୁ ଚଳନ : ଏହି ରାଶି ହେବେ ମାଲାମାଲ୍‌, ଆଉ ରହିବନି ଚିନ୍ତା, ଧନର ହେବ ବର୍ଷା

ଜ୍ୟୋତିଷ ଶାସ୍ତ୍ରରେ ରାହୁ ଗୋଟିଏ ରାଶିରେ ପ୍ରାୟ ୧୮ ମାସ ପର୍ଯ୍ୟନ୍ତ ଚଳନ କରି ରହି ଥାନ୍ତି । ରାହୁ ଏହି ସମୟରେ ମୀନ ରାଶିରେ ରହିଛନ୍ତି । ୧୮ ମେ’ ୨୦୨୫ରେ କୁମ୍ଭ ରାଶିରେ ଓଲଟା ଚଳନ କରିବେ । ରାହୁଙ୍କ ଏହି ଚଳନ ଫଳରେ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ସୁନାଭଳି ଚମକିବ ।

ମେଷ – ରାହୁଙ୍କ ଏହି ଚଳନ ଫଳରେ ମେଷ ରାଶି ବ୍ୟକ୍ତି ବିଶେଷଙ୍କୁ ଜବରଦସ୍ତ ଖୁସି ମିଳିବ । ବ୍ୟବସାୟରେ ବଡ ଲାଭ ହେବ । ସମସ୍ତ କାର୍ଯ୍ୟରେ ଉନ୍ନତି ହେବ । ଧନ ସମ୍ପତ୍ତି ବୃଦ୍ଧି ହେବ । ଆର୍ଥିକ ସ୍ଥିତି ମଜଭୁତ ହେବ । ହଠାତ୍‌ ଧନ ମିଳିବ ।

- Advertisement -

ମିଥୁନ- ଏହି ରାଶିଙ୍କ ପାଇଁ ସମୟ ଅନୁକୂଳ ରହିଛି । ହଠାତ୍‌ ଧନ ବୃଦ୍ଧି ହେବ । ବ୍ୟବସାୟରେ ବଡ ଲାଭ ମିଳିବ । ଆର୍ଥିକ ସ୍ଥିତିରେ ଶୁଭ ପରିବର୍ତ୍ତନ ହେବ । ଚାକିରିରେ ପଦନ୍ନୋତିର ଯୋଗ ରହିଛି । ଅଟକି ଥିବା ଧନ ମିଳିବ ।

ସିଂହ- ସିଂହ ରାଶିଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ । ସମସ୍ତ କାର୍ଯ୍ୟରେ ସଫଳତା ମିଳିବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ବିଛା- ଏହି ରାଶିଙ୍କୁ ଶୁଭଫଳ ମିଳିବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ବ୍ୟବସାୟୀଙ୍କୁ ଶୁଭଫଳ ମିଳିବ । ନୂଆ କାମ ଆରମ୍ଭ କରିବେ ।

ମୀନ- ହଠାତ୍‌ ଧନ ଲାଭ ହେବ । ସମସ୍ତ କାର୍ଯ୍ୟରେ ସଫଳତା ମିଳିବ । କର୍ମକ୍ଷେତ୍ରରେ ବଡ ଉନ୍ନତି ହେବ । ସମୟ ଅନୁକୂଳ ରହିଛି । ଭାଗ୍ୟର ସାଥ୍‌ ମିଳିବ ।

ଦେଖନ୍ତୁ ଛାତିଥରା ଭିଡିଓ ; ନକଲି କୁମ୍ଭୀର ଭାବି ସେଲ୍‌ଫି ନେବାକୁ ଯାଇଥିବା ଯୁବକଙ୍କୁ ଟାଣି ନେଲା କୁମ୍ଭୀର, ତା’ପରେ

 

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories