ଦେଖନ୍ତୁ ଛାତିଥରା ଭିଡିଓ ; ନକଲି କୁମ୍ଭୀର ଭାବି ସେଲ୍‌ଫି ନେବାକୁ ଯାଇଥିବା ଯୁବକଙ୍କୁ ଟାଣି ନେଲା କୁମ୍ଭୀର, ତା’ପରେ

ନୂଆଦିଲ୍ଲୀ : ଫିଲିପାଇନ୍ସରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଏବେ ସାମ୍ନାକୁ ଆସିଛି। ଏଠାରେ ଜଣେ ୨୯ ବର୍ଷୀୟ ଯୁବକ ସେଲ୍‌ଫି ନେବା ନିଶାରେ କୁମ୍ଭୀର ଖୁଆଡକୁ ଯାଇ କୁମ୍ଭୀର ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ସୋମବାର, ୨୮ ଏପ୍ରିଲରେ କବୁଗ ଆଇଲ୍ୟାଣ୍ଡ ମ୍ୟାନ୍‌ଗ୍ରୋଭ୍‌ ଆଣ୍ଡ ୱେଟ୍‌ଲ୍ୟାଣ୍ଡ ପାର୍କରେ ଘଟିଛି । ଯୁବକ ଜଣକ ମୋବାଇଲ୍‌ ନେଇ କୁମ୍ଭୀର ଖୁଆଡ ଭିତରକୁ ଯାଇଥିଲେ। ସେ ଭାବିଥିଲେ କୁମ୍ଭୀରଟି ଅସଲି ନୁହେଁ ବରଂ ନକଲି ଓ ପ୍ଲାଷ୍ଟିକ୍‌ର … Continue reading ଦେଖନ୍ତୁ ଛାତିଥରା ଭିଡିଓ ; ନକଲି କୁମ୍ଭୀର ଭାବି ସେଲ୍‌ଫି ନେବାକୁ ଯାଇଥିବା ଯୁବକଙ୍କୁ ଟାଣି ନେଲା କୁମ୍ଭୀର, ତା’ପରେ