www.samajalive.in
Saturday, December 6, 2025
14.1 C
Bhubaneswar

ଦେଖନ୍ତୁ ଭିଡିଓ ; କେମିତି ଚେୟାରରେ ଲୁଚି ଥିଲା ସାପ

ନୂଆଦିଲ୍ଲୀ : ଖରାଦିନେ ଅନେକ ସ୍ଥାନରେ ସାପ ଦେଖାଯାନ୍ତି । ବିଶେଷ କରି ଥଣ୍ଡା ସ୍ଥାନ ଖୋଜି ଘରେ, ଗାଡିରେ, ଜୋତା, ଫ୍ରିଜ୍‌ ଭଳି ବିଭିନ୍ନ ସ୍ଥାନରେ ଲୁଚି ରହି ଯାନ୍ତି । ନିକଟରେ ଏଭଳି ହିଁ ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଭିଡିଓରେ ଏକ ପ୍ଲାଷ୍ଟିକ୍‌ ଚେୟାର ଫାଙ୍କ ସ୍ଥାନରେ ସାପଟି ଲୁଚି ରହିଥିବା ଦେଖାଯାଉଛି ।

- Advertisement -

ଏହି ଭିଡିଓ କେବଳ ଭୟଭୀତ କରିବ ତାନୁହେଁ ବରଂ ଏହା ସତର୍କ ରହିବା ପାଇଁ ମଧ୍ୟ ପରାମର୍ଶ ଦେଉଛି । ଭିଡିଓରେ ଦେଖିପାରିବେ, ଜଣେ ବ୍ୟକ୍ତି ଧିରେ ଧିରେ ଚେୟାରଟିକୁ ଏପଟ ସେପଟ କରୁଛନ୍ତି । ହଠାତ୍‌ ଚେୟାର ଫାଙ୍କା ସ୍ଥାନରେ ଏକ ବିରାଟକାୟ ସାପ ଲୁଚି ରହିଛି । ସାପଟି ଧିରେ ଧିରେ ବାହାରକୁ ଆସୁଛି । ଏହି ଦୃଶ୍ୟ ଦେଖି ଯେକେହି ଭୟଭୀତ ହେବା ସାଧାରଣ କଥା । ଭିଡିଓ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

ରାହୁ ଚଳନ : ଏହି ରାଶି ହେବେ ମାଲାମାଲ୍‌, ଆଉ ରହିବନି ଚିନ୍ତା, ଧନର ହେବ ବର୍ଷା

ଜାଣନ୍ତୁ କାହିଁକି ହୋଇଥିଲା ପ୍ରଭୁ ଶିବ ଓ ହନୁମାନଙ୍କ ମଧ୍ୟରେ ଯୁଦ୍ଧ

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories