ରାହୁ ଚଳନ : ଏହି ରାଶି ହେବେ ମାଲାମାଲ୍‌, ଆଉ ରହିବନି ଚିନ୍ତା, ଧନର ହେବ ବର୍ଷା

ଜ୍ୟୋତିଷ ଶାସ୍ତ୍ରରେ ରାହୁ ଗୋଟିଏ ରାଶିରେ ପ୍ରାୟ ୧୮ ମାସ ପର୍ଯ୍ୟନ୍ତ ଚଳନ କରି ରହି ଥାନ୍ତି । ରାହୁ ଏହି ସମୟରେ ମୀନ ରାଶିରେ ରହିଛନ୍ତି । ୧୮ ମେ’ ୨୦୨୫ରେ କୁମ୍ଭ ରାଶିରେ ଓଲଟା ଚଳନ କରିବେ । ରାହୁଙ୍କ ଏହି ଚଳନ ଫଳରେ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ସୁନାଭଳି ଚମକିବ । ମେଷ – ରାହୁଙ୍କ ଏହି ଚଳନ ଫଳରେ ମେଷ ରାଶି ବ୍ୟକ୍ତି ବିଶେଷଙ୍କୁ ଜବରଦସ୍ତ ଖୁସି ମିଳିବ … Continue reading ରାହୁ ଚଳନ : ଏହି ରାଶି ହେବେ ମାଲାମାଲ୍‌, ଆଉ ରହିବନି ଚିନ୍ତା, ଧନର ହେବ ବର୍ଷା