ଦେଖନ୍ତୁ ଭିଡିଓ ; କେମିତି ଚେୟାରରେ ଲୁଚି ଥିଲା ସାପ

ନୂଆଦିଲ୍ଲୀ : ଖରାଦିନେ ଅନେକ ସ୍ଥାନରେ ସାପ ଦେଖାଯାନ୍ତି । ବିଶେଷ କରି ଥଣ୍ଡା ସ୍ଥାନ ଖୋଜି ଘରେ, ଗାଡିରେ, ଜୋତା, ଫ୍ରିଜ୍‌ ଭଳି ବିଭିନ୍ନ ସ୍ଥାନରେ ଲୁଚି ରହି ଯାନ୍ତି । ନିକଟରେ ଏଭଳି ହିଁ ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଭିଡିଓରେ ଏକ ପ୍ଲାଷ୍ଟିକ୍‌ ଚେୟାର ଫାଙ୍କ ସ୍ଥାନରେ ସାପଟି ଲୁଚି ରହିଥିବା ଦେଖାଯାଉଛି । View this post on Instagram … Continue reading ଦେଖନ୍ତୁ ଭିଡିଓ ; କେମିତି ଚେୟାରରେ ଲୁଚି ଥିଲା ସାପ