www.samajalive.in
Friday, December 5, 2025
17.1 C
Bhubaneswar

ଏନକାଉଣ୍ଟରରେ ମହିଳା ନକ୍ସଲ ନିହତ, .୩୦୩ ରାଇଫଲ୍ ଉଦ୍ଧାର

ରାୟପୁର: ଛତିଶଗଡ଼ର ବିଜାପୁର ଜିଲାରେ ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ଜଣେ ମହିଳା ନକ୍ସଲ ନିହତ ହୋଇଛନ୍ତି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ  କହିଛନ୍ତି।

ଛତିଶଗଡ଼-ତେଲେଙ୍ଗାନା ସୀମାନ୍ତ କରରେଗୁଟ୍ଟା ପାହାଡ଼ର ଏକ ଜଙ୍ଗଲରେ ଗୁଳିବିନିମୟ ହୋଇଥିଲା।  ଘଟଣାସ୍ଥଳରୁ ଜଣେ ମହିଳା ନକ୍ସଲଙ୍କ ମୃତଦେହ ଏବଂ ଏକ .୩୦୩ ରାଇଫଲ୍ ଉଦ୍ଧାର କରାଯାଇଛି।

- Advertisement -

ଛତିଶଗଡ଼-ତେଲେଙ୍ଗାନା ସୀମାନ୍ତ କରରେଗୁଟ୍ଟା ପାହାଡ଼ରେ ସୁରକ୍ଷା ବାହିନୀର ଏକ ମିଳିତ ଦଳ ଦୁଇ ସପ୍ତାହରୁ ଅଧିକ ସମୟ ଧରି ଏକ ବିଶାଳ ନକ୍ସଲ ବିରୋଧୀ ଅଭିଯାନ ଚଳାଇ ଆସୁଛି। ଏଠାରେ ଗୁଳି ବିନିମୟ ସମୟରେ ଜଣେ ମହିଳା ନକ୍ସଲ ନିହତ ହୋଇଛନ୍ତି ବୋଲି ବସ୍ତର ରେଞ୍ଜର ପୁଲିସ ମହାନିରୀକ୍ଷକ ସୁନ୍ଦରରାଜ ପି ପ୍ରକାଶ କରିଛନ୍ତି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories