ପୁଣି ବଢିଲା ସୁନା, ଦିନକରେ ବଢିଗଲା ଏତିକି ଟଙ୍କା

ଭୁବନେଶ୍ୱର : କିଛି ଦିନର ଆଶ୍ୱସ୍ତି ପରେ ପୁଣି ବଢିଲା ସୁନା ଦର । ମେ’ ୬ ଅର୍ଥାତ୍‌ ମଙ୍ଗଳବାର ୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୯୮,୪୬୦ ଟଙ୍କା ରହିଛି । ଗତକାଲି ଏହା ୯୫,୭୩୦ ଟଙ୍କା ଥିଲା । ଦିନକରେ ୨,୭୩୦ ଟଙ୍କା ବୃଦ୍ଧି ପାଇଛି । ୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୯୦,୨୫୦ ଟଙ୍କା ରହିଛି । ଗତକାଲି ଏହା ୮୭,୭୫୦ ଟଙ୍କା ଥିଲା । … Continue reading ପୁଣି ବଢିଲା ସୁନା, ଦିନକରେ ବଢିଗଲା ଏତିକି ଟଙ୍କା