www.samajalive.in
Sunday, December 7, 2025
18.1 C
Bhubaneswar

ଜିପ୍‍ କମ୍ପାସ ପ୍ଲସର ବୁକିଂ ଆରମ୍ଭ

ନୂଆଦିଲ୍ଲୀ : ଅଟୋମୋବାଇଲ କମ୍ପାନୀ ଜିପ କମ୍ପାସ ନିଜର ନୂଆ ମଡେଲ ଜିପ୍‍ କମ୍ପାସ ପ୍ଲସର ସମସ୍ତ ବିବରଣୀ ନିଜର ୱେବସାଇଟରେ ଉପଲବ୍ଧ କରିସାରିଛି। ଗ୍ରାହକ ମାନଙ୍କ ଉତ୍ସାହକୁ ନଜର ରଖି କମ୍ପାନୀ ଏହାର ବୁକିଂ ଆରମ୍ଭ କରିସାରିଛି। ଗ୍ରାହକମାନେ ୧ଲକ୍ଷ ଟଙ୍କା ଦେଇ ଏହି କାରକୁ ବୁକିଂ କରିପାରିବେ। ଜିପ କମ୍ପାସ ଲିମିଟେଡ ପ୍ଲସକୁ ସେପ୍ଟେମ୍ବର ୨୦ରେ ବଜାର ପ୍ରବେଶ କରାଯିବ।
ଜିପ କମ୍ପାସ ଲିମିଟେଡ ପ୍ଲସ୍‍ରେ କିଛି ଅତ୍ୟାବଶକ ସୁବିଧା ରହିଛି, ଯାହା ପୂର୍ବରୁ ଏହି ଗାଡିରେ ନଥିଲା। ଏହି ଗାଡିରେ ଗ୍ରାହକ ପାୱାର ଫ୍ରଣ୍ଟ ସିଟ୍‍, ରେନ ସେସିନଂ ୱାଇପର, ସ୍ୱୟଂଚାଳିତ ହେଡଲ୍ୟାମ୍ପ, ୧୮ ଇଞ୍ଚ ବିଶିଷ୍ଟ ଦୁଇ-ଟ୍ରୋନ ଅଲୟ ଚକ, କ୍ରୁଜ କଣ୍ଟ୍ରୋଲ, ୭.୦ ଇକୋ ଡିସପ୍ଲେ ଆଦି ସୁବିଧା ପାଇପାରିବେ। ଏହାବ୍ୟତୀତ କାରରେ ୮.୪ ଇଞ୍ଚ ୟୁ-କନେକ୍ଟଟର ୪ ଇନଫୋମେଣ୍ଟ ବ୍ୟବସ୍ଥା ମଧ୍ୟ ରହିଛି। ଏହି ସୁବିଧା ମିଳିବା ପରେ ଏହା ସବୁଠାରୁ ବଡ ଟଚ୍‍ସ୍କ୍ରିନ କାର ଭାବେ ବଜାରରେ ରହିବ। ଦର୍ଶକମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହାର ବୁକିଂ ଆରମ୍ଭ କରିବା ସହ ବଜାରରେ ଭଲ ବ୍ୟବସାୟ କରିବ ବୋଲି କମ୍ପାନୀ ଆଶା ରଖିଛି।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories