Patra electronics

ସିମୁଳିଆ ବ୍ଲକ ପରିସରରେ ଜନ ଶୁଣାଣି ଶିବିର, ୯୦ଟି ଅଭିଯୋଗର ଫଇସଲା

ସିମୁଳିଆ: ଆଜି ବ୍ଳକ ପରିସରରେ ଜନ ଅଭିଯୋଗ ଶୁଣାଣୀ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସିମୁଳିଆ ବ୍ଳକ ପରିସରରେ ଅନୁଷ୍ଠିତ ଜନ ଶୁଣାଣୀ ଶିବିରରେ  ୯୦ଟି ଅଭିଯୋଗର ଫଇସଲା ହୋଇଥିଲା । ଏହି ଶୁଣାଣୀ ଶିବିରରେ ଏଡିଏମ ନିରଞ୍ଜନ ବେହେରା,ଡି.ଏସ.ପି ନିବେଦିତା ସରେନ,ଏପିଡ଼ି ସୌରଭ ଚକ୍ରବର୍ତ୍ତୀ, ସି.ଡି. ଏମ.ଓ ଡ଼. ଦୁଲାଳସେନ ଜଗଦେବ, ତହସିଲଦାର ସୁନିଲ କୁମାର ତୁଡୁ ଓ ସିମୁଳିଆ ଥାନାଧିକାରୀଣୀ ସ୍ବର୍ଣ୍ଣଲତା ମିଞ୍ଜଙ୍କ ସମେତ ବିଭିନ୍ନ ବିଭାଗରେ ପଦାଧିକାରୀ ମାନେ ଉପସ୍ଥିତ ଥିଲେ ।

Comments are closed.