www.samajalive.in
Monday, December 15, 2025
24.1 C
Bhubaneswar

ଆଜି ଶ୍ରାବଣର ଶେଷ ସୋମବାର,ପ୍ରଭୁ ଶିବଙ୍କୁ ଅଭିଷେକ କରିବା ହୋଇଥାଏ ଅତ୍ୟନ୍ତ ଦୁର୍ଲ୍ଲଭ

ଆଜି ଶ୍ରାବଣର ଶେଷ ସୋମବାର। ଜ୍ୟେଷ୍ଠର ନକ୍ଷତ୍ର ଓ ବୈଧୁତି ଯୋଗରେ ଆରମ୍ଭ ହୋଇଥିବା ଏହି ନକ୍ଷତ୍ରରେ ପ୍ରଭୁ ମହାଦେବଙ୍କ ଅଭିଷେକ କରିବା ଅତ୍ୟନ୍ତ ଦୁର୍ଲଭ ବୋଲି କୁହାଯାଇଥାଏ।
ଆଜିର ଦିନରେ ମହାଦେବଙ୍କୁ ଜଳାଭିଷେକ କରିବା ଅତ୍ୟନ୍ତ ଶୁଭ ହୋଇଥାଏ। ଯେଉଁ ମାନଙ୍କ ଜୀବନରେ ସର୍ବଦା ଅଶାନ୍ତି ଲାଗି ରହିଥାଏ, ସ୍ୱାସ୍ଥ୍ୟର ଅବସ୍ଥା ଭଲ ନଥାଏ, କୋର୍ଟକଚେରୀ ସମସ୍ୟା ଲାଗି ରହୁଥାଏ, ପ୍ରତ୍ୟେକ କାର୍ଯ୍ୟରେ ବାଧାବିଘ୍ନ ଆସୁଥାଏ ସେମାନେ ଆଜିର ଦିନରେ ମହାଦେଦଙ୍କୁ ଜଳାଭିଷେକ କଳେ ସେହି ସବୁ ସମସ୍ୟାରୁ ମୁକ୍ତି ମିଳିବ।
ଏଥିସହିତ ଧନ ପ୍ରାପ୍ତି, ସନ୍ତାନ ଜନିତ କଷ୍ଟରୁ ଉଦ୍ଧାର ଓ ସନ୍ତାନର ସଫଳତା ନିମନ୍ତେ ଆଜି ଅଭିଷେକ ଅତ୍ୟନ୍ତ ଶୁଭ ଦାୟକ। ଅଭିଷେକ ନିମନ୍ତେ କ୍ଷୀର, ଅଭଙ୍ଗା ଅରୁଆ ଚାଉଳ ଆଣନ୍ତୁ।  ସେହି ଚାଉଳରେ ହଳଦୀ ମିଶାଇ ‘ଓଁ ଗୌରୀଶଙ୍କରାୟ ନମଃ’ ଏହି ମନ୍ତ୍ରକୁ ଜପ କରି ଶିବଶଙ୍କରଙ୍କ ପୂଜାର୍ଚ୍ଚନା କରନ୍ତୁ।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories