କେଉଁ ଦ୍ରବ୍ୟ ଚୋରି ହେଲେ ଆମକୁ ଶୁଭ ଫଳ ମିଳିଥାଏ : ଜାଣନ୍ତୁ

0

ସାଧାରଣତଃ ଆମର ଯେ କୌଣସି ଜିନିଷ ଚୋରି ହେଲେ ଆମେ ଦୁଃଖ କରିଥାଉ ଓ ବ୍ୟସ୍ତ ମଧ୍ୟ ହେଉ। ମାତ୍ର ଏପରି ଜିନିଷି ଅଛି ଯାହା ଚୋରି ହେଲେ ଆମର ଖୁବ ଲାଭ ହେବା ସହ ଆମକୁ ଶୁଭ ଫଳ ମଧ୍ୟ ମିଳିଥାଏ।

prayash

ଶନିବାର ଦିନ ଖାଲି ଜୋତା ହେଉ ଅଥବା ଚମଡ଼ା ଜୋତା ହେଉ ଚୋରି ହେବା ଅତ୍ୟନ୍ତ ଭଲ ହୋଇଥାଏ। ଶନିବାର ଦିନ ଏହି ଜୋତା ଚୋରି ହେବା ଖୁବ ଭଲ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ଯେଉଁ ମାନେ ଏ କଥା ଜାଣନ୍ତି ସେମାନେ ଜାଣିକି ମଧ୍ୟ ଶନିବାରରେ ଶନି ମନ୍ଦିରରେ ଜୋତା ହେଉ ଅଥବା ଚପଲ ହେଉ ଛାଡ଼ି ଦେଇ ଆସନ୍ତି।

ଶନିବାର ଶନିଙ୍କ ବାର ହୋଇଥିବାରୁ ଏହି ଦିନରେ ପାଦ ଓ ମୁହଁ ସମ୍ବନ୍ଧୀୟ ଦ୍ରବ୍ୟ ଦାନ କଲେ ଶନି ଦଶା କଟିଥାଏ ବୋଲି ମଧ୍ୟ ଶାସ୍ତ୍ରରେ ରହିଛି। ଆମ ଶରୀରର ଅଙ୍ଗପ୍ରତେଙ୍ଗ ଗ୍ରହ ମାନଙ୍କ ଦ୍ୱାରା ପ୍ରଭାବିତ ହେବା ହେତୁ ଶନିବାରରେ ଜୋତା ଚୋରି ହେଉ ଅଥବା ଦାନ କଲେ ପାଦ ଓ ମୁହଁ ସମ୍ବନ୍ଧୀୟ ରୋଗ ଓ ସମସ୍ୟା ମଧ୍ୟ ଦୂର ହୋଇଥାଏ। ଏଣୁ ଶନିବାରରେ ଜୋତା ଚୋରି ଅତ୍ୟନ୍ତ ଶୁଭ ଫଳ ଦେବା ସହ ଗ୍ରହ ଶାନ୍ତି ମଧ୍ୟ କରିଥାଏ।

kalyan agarbati
Leave A Reply