ହିମାଚଳ ପ୍ରଦେଶରେ ସଂସ୍କୃତ ଦ୍ୱିତୀୟ ସରକାରୀ ଭାଷା

0

ଶିମଲା..- ହିମାଚଳ ପ୍ରଦେଶରେ ସଂସ୍କୃତକୁ ଦ୍ୱିତୀୟ ସରକାରୀ ଭାଷାର ମାନ୍ୟତା ମିଳିଛି ।  ଏହାର ବିଧାନସଭା ସଂସ୍କୃତକୁ ଦ୍ୱିତୀୟ ସରକାରୀ ଭାଷା ଦେବା ପାଇଁ ସରକାରୀ ଭାଷା ସଂଶୋଧନ ବିଧେୟକକୁ ପାରିତ କରିଛି ।

prayash

ଏହି ବିଧେୟକକୁ  ଜଳସେଚନ ଓ  ଜନସ୍ୱାସ୍ଥ୍ୟ ମନ୍ତ୍ରୀ ମହେନ୍ଦ୍ର ସିଂ ଗୃହରେ ଉପସ୍ଥାପିତ କରିଥିଲେ । କୌଣସି ଆଲୋଚନା ବିନା ଏହି ବିଲ୍‌କୁ ପାରିତ କରାଯାଇଛି । ଏହାସହ ହିମାଚଳପ୍ରଦେଶ ସ୍ୱାସ୍ଥ୍ୟ  ବିଜ୍ଞାନ ବିଶ୍ୱ ବିଦ୍ୟାଳୟକୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନାମିତ କରାଯାଇଛି ।

kalyan agarbati
Leave A Reply