ସଞ୍ଜୟ ନିରୂପମଙ୍କୁ ହଜାରେ କୋଟିରେ ମାନହାନି ନୋଟିସ

0

ମୁମ୍ବଇ : ଅନିଲ ଅମ୍ବାନୀଙ୍କ ନେତୃତ୍ୱ ରିଲାଏନ୍ସ ଗ୍ରୁପ୍‌ ବୁଧବାର କଂଗ୍ରେସ ନେତା ସଞ୍ଜୟ ନିରୂପମଙ୍କ ନିକଟକୁ ୧୦୦୦କୋଟି ଟଙ୍କା ମାନହାନି ନୋଟିସ ପଠାଇଛି। ରିଲାଏନ୍ସ କମ୍ପାନୀ ବିରୋଧରେ ମିଥ୍ୟା ଓ ଭିତ୍ତିହୀନ ଅଭିଯୋଗକୁ ନେଇ ସଞ୍ଜୟଙ୍କ ବିରୋଧରେ ଏହି ନୋଟିସ ଜାରି କରାଯାଇଛି। ଆଗାମୀ ଦିନରେ ସଞ୍ଜୟଙ୍କ ବିରୋଧରେ ବମ୍ବେ ହାଇକୋର୍ଟରେ ମାନହାନି ମାମଲା ରୁଜୁ କରିବାକୁ କମ୍ପାନୀ ନିଷ୍ପତ୍ତି ନେଇଛି।

Leave A Reply